ବୈଜ୍ଞାନିକଙ୍କ ପାଇଁ ଆଜି ବି ରହସ୍ୟମୟ ହୋଇ ରହିଛି ଏହି ସବୁ ମନ୍ଦିର : ଜାଣନ୍ତୁ ଭାରତର କେଉଁଠାରେ ରହିଛିବୈଜ୍ଞାନିକଙ୍କ ପାଇଁ ଆଜି ବି ରହସ୍ୟମୟ ହୋଇ ରହିଛି ଏହି ସବୁ ମନ୍ଦିର : ଜାଣନ୍ତୁ ଭାରତର କେଉଁଠାରେ ରହିଛି
ଆମ ଦେଶରେ ଏପରି ଅନେକ ମନ୍ଦିର ରହିଛି ଯାହା ସହ ଜଡ଼ିତ ଏପରି କିଛି ମାନ୍ୟତା ରହିଛି ତାହା ରହସ୍ୟଠୁ କମ୍ ଲାଗିବ ନାହିଁ। ଏଗୁଡ଼ିକ ମଧ୍ୟରୁ କେତେକ ମନ୍ଦିର ଏପରି ରହିଛି ଯାହାର ରହସ୍ୟ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରି ନାହାନ୍ତି। ୧.ଜଗନ୍ନାଥ ମନ୍ଦିର : କାନପୁରର ବେହଟା ଗାଁରେ ଥିବା ଜଗନ୍ନାଥ ମନ୍ଦିର ବିଷୟରେ ମାନ୍ୟତା ରହିଛି ଯେ ଏଠାରେ ମନ୍ଦିରର ଛାତ ମୌସୁମୀ ବାୟୁ ଆସିବାର ସୂଚନା ଦେଇ ଦେଇଥାଏ। ଲୋକଙ୍କ କହିବା […]






