ଲାଇଫ୍ ଷ୍ଟାଇଲ

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ବୁଟ : ଜାଣନ୍ତୁ ଏହାର ଗୁଣ ଓ ସେବନ କରିବା ତରିକା

ଭୁବନେଶ୍ୱର : ଆଧୁନିକ ଯୁଗରେ ମଣିଷ ଏତେ କାର୍ଯ୍ୟ ବ୍ୟସ୍ତ ଯେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଭୁଲି ଯାଇଥାଏ ନଚେତ ସମୟ ଅଭାବରୁ ସ୍ୱାସ୍ଥ୍ୟକୁ ଅଣଦେଖା କରିଥାଏ | ଏହିଭଳି ସ୍ଥିତିରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ | ଆମ ଘରେ ଏମିତି ଅନେକ ଜିନିଷ ଥାଏ ଯାହା ଜରିଆରେ ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇପାରିବା | ସେଥିରୁ ଗୋଟିଏ ହେଲା ବୁଟ | ବୁଟ ସାଧାରଣତଃ ସମସ୍ତଙ୍କ ଘରେ ଉପଲବ୍ଧ | […]

ସ୍ୱାସ୍ଥ୍ୟ

ଗ୍ରୀନ୍ ଟି, ଜିଙ୍କ୍ କରୋନା ସଂକ୍ରମଣ ସହ ଲଢ଼ିବାରେ ହାଇଡ୍ରୋକ୍ଲୋରୋକ୍ୱିନ୍ ଅପେକ୍ଷା ଭଲ !

ନୂଆଦିଲ୍ଲୀ ୧୩/୦୮ : ଗ୍ରୀନ ଟି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର | ଗ୍ରୀନ୍ ଟିରେ ପଲିଫେନୋଲ୍ ଥାଏ ଯାହାକି ଏପିଗାଲୋକାଟେଚିନ୍ ଗାଲେଟ୍ କିମ୍ବା EGCG ଭାବରେ ଜଣାଶୁଣା | ଅନୁସନ୍ଧାନରୁ ଜଣାପଡିଛି ଯେ ଗ୍ରୀନ ଟିରେ ଜିଙ୍କ ଆୟନୋଫୋର ରହିଛି ଯାହା କୋଷରେ ପ୍ରବେଶ କରିବାରେ ସାହାଯ୍ୟ କରେ | ଜିଙ୍କ ଏକ ପୁଷ୍ଟିକର ଖାଦ୍ୟ ଯାହା ହାଇଡ୍ରୋକ୍ସିଚ୍ଲୋରୋକାଇନ୍ (HCQ) ଫାର୍ମାସ୍ୟୁଟିକାଲ୍ ଜିଙ୍କ ଆୟନୋଫୋର ଜଡିତ | ଏହା କରୋନା ଭାଇରସ ଦୂର କରିବାରେ ସାହାଯ୍ୟ […]

ଧର୍ମ

ଘରେ ଟ୍ରେଜେରୀ ବାକ୍ସକୁ ଏମିତି ରଖିଲେ ହେବେ ମାଲାମାଲ୍

ବାସ୍ତୁ ନିୟମ ଅନୁସାରେ ଘରେ ଦିଗ ଅତ୍ୟନ୍ତ ମହତ୍ତ୍ବ ରଖିଥାଏ। କେଉଁ ଦିଗରେ କ’ଣ ରଖିବା ଉଚିତ୍,କ’ଣ ନୁହେଁ ବାସ୍ତୁରେ ଏଥି ସହିତ ଜଡ଼ିତ ଅନେକ କଥା କୁହାଯାଇଛି। ବାସ୍ତୁ ଅନୁସାରେ କିଛି ବାସ୍ତୁ ନିୟମ ପାଳନ କରି ଆପଣ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ। ଆଜି ଆମେ ଜାଣିବା ଟ୍ରେଜେରୀ ରଖିବାର ବାସ୍ତୁ ନିୟମ ଯାହାକୁ ଅବଲମ୍ବନ କରି ଆପଣ ନିଜ ଖର୍ଚ୍ଚକୁ କମ୍ କରି ନିଜ ଧନ ବୃଦ୍ଧି କରିପାରିବେ। ଭଣ୍ଡାର ଘରକୁ ଘରର […]

ଧର୍ମ

ଆର୍ଥିକ ସମସ୍ୟା ଭୋଗୁଛନ୍ତି କି ? ତେବେ ଘରର ଉତ୍ତର ଦିଗରେ ରଖନ୍ତୁ ଏସବୁ ଜିନିଷ

ନବଗ୍ରହ ମଣ୍ଡଳ ଏବଂ ବାସ୍ତୁ ପୁରୁଷରେ ଉତ୍ତର ଦିଗକୁ ସବୁଠୁ ପ୍ରମୁଖ କୁହାଯାଇଛି। ଧାର୍ମିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହାର ଗୋଟିଏ ଦୁଇଟି ଖାସ୍ କାରଣ ରହିଛି। ଭାରତର ଉତ୍ତରରେ ହିମାଳୟ ଅବସ୍ଥିତ, ଯେଉଁଠାରେ ଭଗବାନ ଶିବଙ୍କ ବାସସ୍ଥାନ ରହିଛି। ଶିବ ଶଙ୍କରଙ୍କ ସହ ତାଙ୍କର ସଖା ମହାରାଜା କୁବେର ମଧ୍ୟ ଏଠାରେ ବିଦ୍ୟମାନ। କୁବେର ଧନ-ସମ୍ପତ୍ତିର ଦେବତା। କୁବେର ପ୍ରସନ୍ନ ହୋଇଗଲେ ନିର୍ଧନ ମଧ୍ୟ ଧନୀ ହୋଇଯାଆନ୍ତି। ମନୁଷ୍ୟଙ୍କ ଧନୀ କିମ୍ବା ଗରିବ ହେବା ପଛରେ […]

ପର୍ଯ୍ୟଟନ

ଭ୍ରମଣ ସୌକିନ ଲୋକଙ୍କ ଲାଗି ଖାସ୍ ଖବର, ଦିଲ୍ଲୀରୁ ଲଣ୍ଡନ ବସ୍ ଯାତ୍ରା ଲାଗି ଅପୂର୍ବ ସୁଯୋଗ, ଜାଣନ୍ତୁ ବୁଲିବେ କେତେ ଦେଶ?

ନୂଆଦିଲ୍ଲୀ : ଯେଉଁମାନେ ଭ୍ରମଣ ପ୍ରିୟ ସେମାନଙ୍କ ଲାଗି ଖୁସି ଖବର। ଗୁରଗ୍ରାମର ଏକ ଘରୋଇ ଟ୍ରାଭେଲ କମ୍ପାନୀ ସଡକ ରାସ୍ତାରେ ଦିଲ୍ଲୀରୁ ଲଣ୍ଡନ ଭ୍ରମଣର ସୁଯୋଗ ଦେଉଛନ୍ତି। ଏହି ଟୁର ଏକତରଫା ଓ ୭୦ ଦିନର। ଯେ କେହି ବି ଚାହିଁବେ ଏହି ଦୀର୍ଘ ଯାତ୍ରାରେ ସାମିଲ ହୋଇପାରିବେ। ଏଥିଲାଗି ଟ୍ରାଭେଲ କମ୍ପାନୀ ଗତ ଅଗଷ୍ଟ ୧୫ ତାରିଖ ଦିନ ବସ୍ ମଧ୍ୟ ଲଞ୍ଚ କରିଛନ୍ତି। ଯାହାକୁ ‘ବସ୍ ଟୁ ଲଣ୍ଡନ’ ନାମକରଣ କରିଛନ୍ତି। ଦିଲ୍ଲୀରୁ […]

ଧର୍ମ

ଭୁଲରେ ଯମରାଜଙ୍କ ଦିଗରେ କରନ୍ତୁ ନାହିଁ ଘରର ମୁଖ୍ୟ ଦ୍ବାର : ଯଦି ରହିଛି ତେବେ କରନ୍ତୁ ଏହି ଉପାୟ

ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ଯମରାଜାଙ୍କ ଦିଗ କୁହାଯାଇଥାଏ। ଏହି ଦିଗର ସ୍ବାମୀ ସ୍ବୟଂ ଯମ। ଏହି ଦିଗର ଶୁଭ -ଅଶୁଭ ପରିଣାମ ସ୍ତ୍ରୀଙ୍କ ଉପରେ ସବୁଠୁ ଅଧିକ ପଡ଼ିଥାଏ। ସାଧାରଣ ଲୋକଙ୍କ ମନରେ ଦକ୍ଷିଣ ଦିଗକୁ ନେଇ କେତେକ ଭ୍ରାନ୍ତି ହୋଇଥାଏ ଯେପରି ଦକ୍ଷିଣମୁଖୀ ଘର ଆର୍ଥିକ ସମସ୍ୟା ନେଇ ଆସିଥାଏ କିନ୍ତୁ ସବୁ ସ୍ଥିତିରେ ଏପରି ହୋଇନଥାଏ। ଯଦି ଦକ୍ଷିଣମୁଖୀ ଭବନ କିମ୍ବା ଭୂମି କିଣିବା ଅନିବାର୍ଯ୍ୟ ହୋଇଯାଏ ତେବେ ସର୍ବପ୍ରଥମେ ଏହି ଭୂଖଣ୍ଡକୁ […]

ଧର୍ମ

ହସ୍ତରେଖାରୁ ଜାଣନ୍ତୁ କେଉଁ ଦେବାଦେବୀଙ୍କୁ ପୂଜା କଲେ ମିଳିବ ସୁଫଳ

ଭୁବନେଶ୍ୱର ୨୭/୦୮ : ହସ୍ତରେଖାରେ କେବଳ ଭବିଷ୍ୟତ ସମ୍ପର୍କରେ ଜଣାପଡ଼ିନଥାଏ ବରଂ ଜୀବନ ସହ ଜଡିତ ଅନେକ ତଥ୍ୟ ଜାଣିବାକୁ ମିଳିଥାଏ | ହସ୍ତରେଖା ମାଧ୍ୟମରେ ଆମେ ଜାଣିପାରିବ ଯେ କେଉଁ ଦେବାଦେବୀଙ୍କୁ ପୂଜା କଲେ ସୁଫଳ ମିଳିବ | କୌଣସି ଦେବାଦେବୀଙ୍କୁ ଆରାଧନା କରିବା ଭୁଲ ନୁହେଁ | ସତ ମନରେ ଭଗବାନଙ୍କୁ ପ୍ରାର୍ଥନା କଲେ ଭଗବାନଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ସୁଫଳ ମିଳିଥାଏ | କିନ୍ତୁ ଯଦି ଜଣେ ନିଜ ଆରାଧ୍ୟ ଦେବାଦେବୀ […]

ଧର୍ମ

ଘର ଆଗରେ ଭୁଲରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ : ନଚେତ୍ ଭୋଗିବେ ପାରିବାରିକ ସମସ୍ୟା

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘର ଆଗରେ କିଛି ଜିନିଷ ରହିଲେ ଅଶୁଭ ହୁଏ । ତେବେ ଆସନ୍ତୁ ଜାଣିବା ଘର ଆଗ ତଥା ଆଖପାଖରେ କ’ଣ ରଖିବେ ନାହିଁ । ୧.କଣ୍ଟାଯୁକ୍ତ ଗଛ : ଘର ଆଗରେ କଣ୍ଟାଯୁକ୍ତ ଗଛ ଯେପରି ସିଜୁ, ଲେମ୍ବୁ, ଆଲୋଭେରା, କାକ୍ଟସ୍ ଆଦି ଥିଲେ ଶତ୍ରୁ ବଢ଼ିଥାନ୍ତି। ଏହାର ପ୍ରଭାବରେ ପାରିବାରିକ ଜୀବନରେ ମତଭେଦ ବଢ଼େ ଓ ଘର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ। ୨.କ୍ଷୀର ବାହାରୁଥିବା ଗଛ : ଘର ଆଗରେ […]

ଶିକ୍ଷା ଓ ନିଯୁକ୍ତି

ଏବେ ମିଳିବ ବାଉଁଶରୁ ତିଆରି ବିସ୍କୁଟ୍: ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର

ନୂଆଦିଲ୍ଲୀ ୧୯/୦୯ : ବିଶ୍ୱ ବାଉଁଶ ଦିବସ ଅବସରରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ବାଉଁଶରୁ ତିଆରି ବିସ୍କୁଟ ଓ ମହୁ ବୋତଲ ଲଞ୍ଚ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଉଭୟ ସାମଗ୍ରୀ ରାଜ୍ୟରେ ରୋଜଗାର ମଉକା ବୃଦ୍ଧି କରିବ । ପ୍ରତିବର୍ଷ ସେପ୍ଟେମ୍ବର ୧୮ ତାରିଖକୁ ବିଶ୍ୱ ବାଉଁଶ ସଂଗଠନ ଦ୍ୱାରା ବାଉଁଶ ଦିବସ ପାଳନ କରାଯାଇଥାଏ । ଏହି ଦିବସ ଉଦ୍ଦେଶ୍ୟ ହେଲା ବାଉଁଶ ଉଦ୍ୟୋଗର ସଂରକ୍ଷଣ ଓ ସମ୍ବର୍ଧନ […]

ସ୍ୱାସ୍ଥ୍ୟ

ଦୁର୍ବଳ ହେଉଛି ଭାରତୀୟ ଆଖି: ୩୦ ବର୍ଷରେ ଦୁଇଗୁଣ ବୃଦ୍ଧି ପାଇଛି କମ୍ ଦୃଷ୍ଟି ଶକ୍ତି ମାମଲା

ନୂଆଦିଲ୍ଲୀ ୧୯/୧୦ : ଭାରତରେ ଦୁର୍ବଳ ଦୃଷ୍ଟି ଶକ୍ତି ମାମଲା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ପାଖାପାଖି ୭.୯ କୋଟି ଲୋକଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ। ଗତ ୩୦ ବର୍ଷରେ ଏହିଭଳି ଲୋକଙ୍କ ସଂଖ୍ୟା ଦୁଇଗୁଣ ବଢିଛି। ସୂଚନାଯୋଗ୍ୟ ଯେ ୧୯୯୦ ମସିହାରେ ଦେଶରେ କେବଳ ୪ କୋଟି ଲୋକଙ୍କର ସାମାନ୍ୟ ଦୃଷ୍ଟି ଦୋଷ ଥିଲା। ବର୍ତ୍ତମନ ୧୩ କୋଟିରୁ ଅଧିକ ଭାରତୀୟଙ୍କ ଆଖି ପାଖ ଜିନିଷ ଉପରେ ଫୋକସ କରିବା ଭଳି କ୍ଷମତା ମଧ୍ୟ […]