କଳା ଓ ସଂସ୍କୃତି ଧର୍ମ

ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଶଙ୍ଖ: ମାର୍ଗଶିର ମାସରେ ନିଶ୍ଚୟ କରନ୍ତୁ ପୂଜା, ଜାଣନ୍ତୁ ମହତ୍ତ୍ୱ ଓ ବିଧି

ଭୁବନେଶ୍ୱର ୦୩/୧୨ : କାର୍ତ୍ତିକ ପୂର୍ଣିମା ପରେ ଡିସେମ୍ବର ୧ ତାରିଖରୁ ମାର୍ଗଶିର ମାସ ଆରମ୍ଭ ହୋଇଛି। ମାର୍ଗଶିର ମାସ ଭଗବାନ ଶ୍ରୀକୃଷ୍ଣ ପୂଜାର୍ଚ୍ଚନା ପାଇଁ ବିଶେଷ ବୋଲି କୁହାଯାଏ। ଯେଉଁଭଳି କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା ବିଧି ରହିଛି ଠିକ ସେହିଭଳି ମାର୍ଗଶିର ମାସରେ ଶ୍ରୀକୃଷ୍ଣଙ୍କ ଆରାଧନା ଶ୍ରେଷ୍ଠ ଫଳଦାୟୀ ବୋଲି କୁହାଯାଏ। ମାର୍ଗଶିର ମାସରେ ବିଧି ଅନୁସାରେ ଶ୍ରୀକୃଷ୍ଣଙ୍କୁ ଆରାଧନା କରିବା ଉଚିତ। ମାର୍ଗଶିର ମାସ ଗୁରୁବାରରେ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବାର ବିଶେଷ […]

ଦେଶ ବିଦେଶ ମନୋରଞ୍ଜନ

ଲେଜା ଲେଜାରେ ଫେମ୍ ନିନା ସରକାର ହେଲେ ଲଣ୍ଡା : କାହିଁକି ଏପରି ଅଦ୍ଭୁତ ନିଷ୍ପତ୍ତି…?

ମୁମ୍ବାଇ ୩/୧୨: ବଲିଉଡର କେତେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କୌଣସି ନା କୌଣସି କାରଣ ଯୋଗୁଁ ଲଣ୍ଡା ହୋଇଛନ୍ତି। ଏହି ତାଲିକାରେ ଏବେ ଆଉ ଜଣେ ମଡେଲଙ୍କ ନାଁ ଯୋଡ଼ି ହୋଇ ଯାଇଛି। ଏହି ମଡେଲ୍ ଏକ ବଡ଼ କାରଣ ଯୋଗୁଁ ଲଣ୍ଡା ହୋଇଛନ୍ତି। ଏହି ମଡେଲ୍ ଆଉ କେହି ନୁହଁନ୍ତି ବରଂ ନୀନା ସରକାର। ନୀନା ସରକାର ଫିଲ୍ମ ମନି ଦେବୋ ଭବର ଲେଜା ଲେଜା ଗୀତରେ ନଜର ଆସି ସାରିଛନ୍ତି। ସେ ନିଜ କେଶ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପାଠ ଅନଲାଇନ୍‌ରେ, ପରୀକ୍ଷା ଅଫ୍‌ଲାଇନ୍‌ରେ: ୯ ମାସ ହେଲା ସ୍କୁଲ ମାଟି ମାଡ଼ିନାହାନ୍ତି ପିଲା, ମାଟ୍ରିକ୍ ଓ ଯୁକ୍ତ-୨ ପରୀକ୍ଷା ନେଇ ଚିନ୍ତା

ଏବେ ମାଟ୍ରିକ୍‌ ଓ ଯୁକ୍ତ -୨ ପରୀକ୍ଷା ଚିନ୍ତା। ଦିର୍ଘ ୯ ମାସ ହେଲା ସ୍କୁଲ ହତା ମାଡିନଥିବା ଛାତ୍ରଛାତ୍ରୀ କିଭଳି ବାର୍ଷିକ ପରୀକ୍ଷାକୁ ସାମ୍ନା କରିବେ ? କୋଭିଡ୍‌ ପାଇଁ ଏବେ ସିନା ଅନ୍‌ଲାଇନ୍‌ରେ କ୍ଲାସ୍‌ ଚାଲିଛି ହେଲେ ସରକାର କହିଲେଣି ଅଫଲାଇନରେ କିନ୍ତୁ ଉଭୟ ପରୀକ୍ଷା ହେବ । ତେବେ ଅନଲାଇନ ପାଠପଢା ପ୍ରଭାବୀ ହୋଇନଥିବା ‌ବେଳେ ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ । ଅନ୍‌ଲାଇନ୍‌ରେ ପାଠପଢା କିନ୍ତୁ ଅଫ୍‌ଲାଇନ୍‌ରେ ହେବ ପରୀକ୍ଷା । […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବଜାରରେ ଅପମିଶ୍ରିତ ମହୁ, ବିକ୍ରି କରୁଛନ୍ତି ଡାବର, ପତଞ୍ଜଳୀ, ବୈଦ୍ୟନାଥ, ଜଣ୍ଡୁ…, CSEଙ୍କ ରିପୋର୍ଟରେ NMR ଟେଷ୍ଟର ସାଂଘାତିକ ତଥ୍ୟ

ନୂଆଦିଲ୍ଲୀ ୦୩/୧୨: କରୋନା କାଳରେ ଲୋକେ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିର୍ଦ୍ଧିଷ୍ଟ ଖାଦ୍ୟ ପଦାର୍ଥ ସେବନ କରୁଛନ୍ତି। ଏହାକୁ ନଜରରେ ରଖି ‘ମହୁ’ର ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ନିଜ ଶରୀର ପାଇଁ ଉପକାରୀ ବୋଲି ସେବନ କରୁଥିବା ଲୋକେ ଅଜାଣତରେ ବିଷ ପାନ କରୁଥିବା ଜଣାପଡ଼ିଛି। ବହୁ ନାମୀ ଦାମୀ କମ୍ପାନୀ ଅପମିଶ୍ରିତ ମହୁ ବିକ୍ରି କରୁଛନ୍ତି। ନକଲି ମହୁରେ ଚାଇନିଜ୍‌ ସିରପ ସାଙ୍ଗକୁ ଚିନି ମିଶୁଥିବା ନେଇ […]

ଦେଶ ବିଦେଶ ମନୋରଞ୍ଜନ

କମେଡି କୁଇନ ଭାରତୀ ଓ ହର୍ଷଙ୍କୁ ସାହାଯ୍ୟ କରିଥିବା ସନ୍ଦେହରେ ଦୁଇ ଅଧିକାରୀଙ୍କୁ ନିଲମ୍ବନ କଲା ଏନସିବି

ମୁମ୍ବାଇ: ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ନିଜର ଦୁଇ ଅଧୀକାରୀଙ୍କୁ ନିଲମ୍ବିତ କରିଛି। ନିଲମ୍ବିତ ହୋଇଥିବା ଦୁଇଜଣ ଅଧିକାରୀ କମେଡି କୁଇନ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ଯାଞ୍ଚ ଅଧିକାରୀ ଥିଲେ। ତେବେ କମେଡି କୁଇନ ଭାରତୀ ସିଂ ଓ ସ୍ୱାମୀ ହର୍ଷଙ୍କ ଜାମିନ ମିଳିବାରେ ଏ ଦୁଇ ଅଧିକାରୀ ସାହାଯ୍ୟ କରିଥିବା ସନ୍ଦେହରେ ଏନସିବି ଏହି କାର୍ଯ୍ୟାନୁଷ୍ଠାନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଏକ ତୃତୀୟାଂଶ ଶିଶୁ ଲକ୍ଷଣ ବିହୀନ କରୋନା ସଂକ୍ରମିତ: ଗବେଷଣା

ନୂଆଦିଲ୍ଲୀ: ଦୀର୍ଘ ଏ ବର୍ଷ ହେବ ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ବିଶ୍ବବାସୀ ଚିନ୍ତାରେ ରହିଥିବା ବେଳେ ଏହାକୁ ନେଇ ବହୁ ଗବେଷଣା ହୋଇ ସାରିଲାଣି। ନିକଟରେ କାନାଡିଆନ୍ ମେଡିକାଲ୍ ଆସୋସିଏସନ୍ ଜର୍ଣ୍ଣାଲ୍(ସିଏମ୍‌ଏଜେ) ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ କରୋନା ଭାଇରସ୍‌ର ଶିକାର ହେଉଥିବା ପ୍ରାୟ ଏକ ତୃତୀୟାଂଶ ଶିଶୁଙ୍କ ଶରୀରରେ ଏହାର କ‌ୌଣସି ଲକ୍ଷଣ ରହୁନାହଁ। ଜନସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଭାବିଲେ ଏହା ନିଶ୍ଚତ ଭାବେ ଏକ ଚିନ୍ତାର ବିଷୟରେ ଯେ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଉନ୍ନତି ଲାଗି ନୂଆ ସାଧନ ପାଇବେ। ପାରିବାରିକ ଜୀବନ ସୁଖକର ହେବ। ଅଫିସରେ କର୍ତ୍ତୃତ୍ବ ବଢ଼ିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ। ବୃଷ: ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ବ୍ୟବସାୟରେ କୌଣସି ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ। ମିଥୁନ: ଖୋଦ୍‌କୁ ଶକ୍ତିଶାଳୀ ଅନୁଭବ କରିବେ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। କର୍କଟ: ଆପଣଙ୍କ ଭଲ ବ୍ୟବହାର ଦ୍ବାରା ଆଖପାଖର […]

କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏମାସରେ ଲାଗିବ ବର୍ଷର ଶେଷ ସୂର୍ଯ୍ୟ ପରାଗ : ଜାଣନ୍ତୁ କେବେ ଏବଂ ଦେଖାଯିବ କେଉଁଠାରେ?

ଏମାସରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗୁଛି। ମାର୍ଗଶୀର ଅମାବାସ୍ୟାରେ ଡିସେମ୍ବର ୧୪ତାରିଖରେ ସୂର୍ଯ୍ୟ ପରାଗ ଲାଗୁଛି। ଏହା ପୂର୍ବରୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ଉପଛାୟା ଚନ୍ଦ୍ର ଗ୍ରହଣ ଲାଗିଥିଲା। ଏହା ପୂର୍ବରୁ ଆଷାଢ଼ କୃଷ୍ଣ ଅମାବାସ୍ୟା ଜୁନ୍ ୨୧ତାରିଖରେ ରବିବାର ଖଣ୍ଡଗ୍ରାସ ସୂର୍ଯ୍ୟ ପରାଗ ଲାଗିଥିଲା,ଯାହା ଭାରତରେ ମଧ୍ୟ ଦେଖାଯାଇଥିଲା। ସୂର୍ଯ୍ୟ ପରାଗ ଡିସେମ୍ବର ୧୪ତାରିଖରେ ସନ୍ଧ୍ୟା ୭ଟା ବାଜି ୦୩ମିନିଟରେ ହେବ ଏବଂ ଡିସେମ୍ବର ୧୫ତାରିଖ ରାତି ୧୨ଟାରେ ସମାପ୍ତ ହେବ ପୋଲି କୁହାଯାଉଛି। […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆଜି ପୁଣି ବଢ଼ିଲା ପେଟ୍ରୋଲ୍ ଏବଂ ଡିଜେଲ୍ ଦର : ଜାଣନ୍ତୁ କେତେ ମୂଲ୍ୟ?

ନୂଆଦିଲ୍ଲୀ ୩/୧୨: ତେଲ କମ୍ପାନୀ ଆଜି ଡିଜେଲ୍ ଏବଂ ପେଟ୍ରୋଲ୍ ୨ଟିର ମୂଲ୍ୟ ବୃଦ୍ଧି କରିଛି। ପେଟ୍ରୋଲର ମୂଲ୍ୟ ୧୭ପଇସା ଯାଏଁ ଏବଂ ଡିଜେଲର ମୂଲ୍ୟ ୨୦ପଇସା ଯାଏଁ ବଢ଼ିଛି। ଆଜି ପେଟ୍ରୋଲ୍ ପ୍ରତି ଲିଟର ୮୨.୪୯ଟଙ୍କା ଏବଂ ଡିଜେଲ୍ ପ୍ରତି ଲିଟର ୭୨.୬୫ ଟଙ୍କା ରହିଛି। ଇଣ୍ଡିଆନ୍ ଅୟେଲ୍ ଅନୁସାରେ ଡିସେମ୍ବର ୩ତାରିଖରେ ଦିଲ୍ଲୀ,କୋଲକାତା,ମୁମ୍ବାଇ ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲ୍ ଏବଂ ଡିଜେଲର ମୂଲ୍ୟ ଏଭଳି ରହିଛି। ଆପଣ ନିଜ ସହରର ପେଟ୍ରୋଲ୍-ଡିଜେଲର ଦାମ୍ […]

ଦେଶ ବିଦେଶ ମନୋରଞ୍ଜନ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଦିନେ ପେନ୍‌କିଲର୍ ଖାଇ ପାଠ ପଢ଼ୁଥିଲେ ତେଜ ବାହାଦୁର : କେବିସିରେ ଜିତିଲେ ୫୦ଲକ୍ଷ ଟଙ୍କା

ବରେଲି ୩/୧୨: କୌନ ବନେଗା କରୋଡ଼ପତିରେ ୫୦ଲକ୍ଷ ଟଙ୍କା ଜିତିଥିବା ତେଜ ବାହାଦୁର ସିଂହ ଘର ଚଳାଇବା ପାଇଁ ଚାଷକାମ କରି ଥକିଯିବା ପରେ ପେନକିଲର ଖାଇ ପାଠ ପଢ଼ିଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ଏହି ଟଙ୍କାରେ ସେ ମାଙ୍କ ବନ୍ଧକ ରଖାଯାଇଥିବା କୁଣ୍ଡଳ ଆଣିବ,ରହିବା ପାଇଁ ଘର କରିବ ଏବଂ ସାନ ଭାଇ ଏବଂ ନିଜ ପାଠପଢ଼ାରେ ଟଙ୍କା ଲଗାଇବ। ତେଜ ବାହାଦୁରଙ୍କ ଛାତ୍ର ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ଦାରିଦ୍ର୍ୟରୁ ମୁକ୍ତି […]