ଅନିଲ ବିଜଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର : ରୋହତକ ପିଜିଆଇରୁ ମେଦାନ୍ତା ହସ୍ପିଟାଲକୁ କରାଗଲା ସ୍ଥାନାନ୍ତର

ରୋହତକ ୧୬/୧୨: କରୋନା ସଂକ୍ରମିତ ହେବାରୁ ହରିୟାଣାର ଗୃହ ମନ୍ତ୍ରୀ ଅନିଲ ବିଜଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଛି। ତାଙ୍କୁ ପିଜିଆଇ ରୋହତକରୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲକୁ ପଠାଇ ଦିଆଯାଇଛି। ସେ ରାତି ପାଖାପାଖି ୯ଟାବେଳେ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ପୂର୍ବରୁ ଅମ୍ବାଲା ହସ୍ପିଟାଲରୁ ତାଙ୍କୁ ପିଜିଆଇ ରୋହତକ ରେଫର କରାଯାଇଥିଲା। ଅନିଲଙ୍କ ଫୁସଫୁସରେ ସଂକ୍ରମଣ ହୋଇଛି। ନଭେମ୍ବର ୨୦ତାରିଖରେ ଅନିଲ କରୋନାର ଭାକସିନ୍ କୋଭାକ୍ସିନ୍ ପ୍ରଥମ ଡୋଜ ଦିଆଯାଇଥିଲା। ଡିସେମ୍ବର ୫ତାରିଖରେ ସେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ କମିବା ପରେ ପୁଣି ବଢିଲା କରୋନା ସଂକ୍ରମଣ, ଗତ ୨୪ଘଣ୍ଟାରେ ୨୬୩୮୨ କୋଭିଡ଼ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ ୧୬।୧୨: କରୋନା ଭାଇରସର ଦୈନିକି ସଂକ୍ରମଣ ସଂଖ୍ୟା ବଢିବା ଓ କମିବାରେ ଲାଗିଛି । ମଙ୍ଗଳବାର ୨୨୦୬୫ କରୋନା ଆକ୍ରାନ୍ତି ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ଦିନ ୨୬,୩୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସକ୍ରିୟ କେସ୍‌ ଚାରି ଲକ୍ଷ ତଳେ ରହିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଳଣାୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ୨୬୩୮୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୮୭ଜଣଙ୍କ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦିଲ୍ଲୀ ଏମ୍ସରେ ନର୍ସଙ୍କ ଆନ୍ଦୋଳନ ସ୍ଥଗିତ, ହସ୍ପିଟାଲ କର୍ତ୍ତୃପକ୍ଷ ସହ ଆଲୋଚନା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ ୧୬।୧୨: ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ସହ ଦୁଇ ଘଣ୍ଟାର ବୈଠକ ପରେ ମଙ୍ଗଳବାର ରାତିରେ ନର୍ସିଂ ୟୁନିଅନ୍ ଧର୍ମଘଟ ସ୍ଥଗିତ ରଖିଛନ୍ତି । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ପ୍ରାୟ ୫ ହଜାର ନର୍ସ ସୋମବାର ଷଷ୍ଠ କେନ୍ଦ୍ରୀୟ ଅର୍ଥ ଆୟୋଗ ସହ ଜଡିତ ବିଭିନ୍ନ ଦାବି ନେଇ ଧର୍ମଘଟ କରିଥିଲେ । ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ଗଣମାଧ୍ୟମକୁ କହିଛନ୍ତି ଯେ, ନର୍ସମାନେ ଧର୍ମଘଟ ସ୍ଥଗିତ କରି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ତବଲିଗି ଜମାତ ମାମଲା: କୋଭିଡ୍‌ ମାର୍ଗଦର୍ଶିକା ଓ ଭିସା ନିୟମ ଉଲ୍ଲଂଘନ ଅଭିଯୁକ୍ତ ୩୬ଜଣ ବିଦେଶୀଙ୍କୁ ଦୋଷମୁକ୍ତ କଲେ ଦିଲ୍ଲୀ ଅଦାଲତ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ମହାମାରୀ ବ୍ୟାପିବା ପରେ ଜାରି ହୋଇଥିବା ମାର୍ଗଦର୍ଶିକା ଏବଂ ଭିସା ନିୟମ ଉଲ୍ଲଂଘନ କରି ଜାତୀୟ ରାଜଧାନୀରେ ତବଲିଗି ଜମାତ ସମାବେଶରେ ଯୋଗ ଦେଇଥିବା ୩୬ଜଣ ବିଦେଶୀଙ୍କୁ ମଙ୍ଗଳବାର ଦିନ ଦିଲ୍ଲୀର ଏକ ଅଦାଲତ ଦୋଷମୁକ୍ତ କରିଛନ୍ତି। ସରକାରଙ୍କ ମାର୍ଗଦର୍ଶିକାକୁ ଅମାନ୍ୟ କରିଥିବାରୁ ସେମାନଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା। ୧୪ଟି ଦେଶର ଏହି ବିଦେଶୀ ନାଗରିକମାନଙ୍କୁ ମଙ୍ଗଳବାର ଦିନ ଚିଫ୍‌ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଅରୁଣ କୁମାର ଗର୍ଗ ସମସ୍ତ ଅଭିଯୋଗରୁ […]

୨୪ ଘଣ୍ଟା ମଧ୍ୟରେ ୨୬,୩୮୨ ନୂଆ ସଂକ୍ରମଣ ସହ ୯୯.୩୨ ଲକ୍ଷରେ ପହଞ୍ଚିଲା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୬,୩୮୨ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୯.୩୨ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୬,୩୮୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୮୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧୪୪, ୦୯୬ରେ ପହଞ୍ଚିଛି। ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ […]

କରୋନା ମୁକାବିଲା: ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ପାଇଁ ୨୮୯.୪୨ କୋଟିର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇ କ୍ଷେତ୍ର ପାଇଁ ୧୮୯.୪୨ କୋଟି ଟଙ୍କାର ଏକ ପ୍ୟାକେଜକୁ ଆଜି (ମଙ୍ଗଳବାର) ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ୟାକେଜରେ ଅନେକଗୁଡ଼ିଏ ସହାୟତା ପଦକ୍ଷେପ ଅନ୍ତର୍ଭୁକ୍ତ କରାଯାଇଛି। ଯେପରିକି ସୁଧ ସବଭେନ୍‌ସନ୍‌, ଟପ୍‌ ଅପ୍‌ ସବସିଡି, ରାଜ୍ୟ ଜିଏସ୍‌ଟିର ଫେରସ୍ତ ଏବଂ ବାର୍ଷିକ ଅନୁଷ୍ଠାନ ରକ୍ଷଣାବେକ୍ଷଣ ଦେୟ ଛାଡ ଇତ୍ୟାଦି। କୋଭିଡ-୧୯ ମହାମାରୀ ଦ୍ୱାରା ସୃଷ୍ଟ ଅପ୍ରତ୍ୟାଶିତ ଆହ୍ଵାନରୁ ମୁକ୍ତି ପାଇବା ପାଇଁ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର; ଜାନୁଆରି ୩ରୁ ସର୍ବସାଧାରଣ କରିପାରିବେ ଦର୍ଶନ ଦର୍ଶନ ଲାଗି ଜରୁରୀ କୋଭିଡ୍ ନେଗେଟିଭ ରିପୋର୍ଟ

ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀ ସଂକ୍ରମଣ ପାଇଁ ଗତ ମାର୍ଚ୍ଚ ମାସ ଠାରୁ ବନ୍ଦ ଥିବା ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ମନ୍ଦିର ଆସନ୍ତା ୨୭ ତାରିଖରୁ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ସେବାୟତ ପରିବାର ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ବାସିନ୍ଦା ଓ ଏହାପରେ ରାଜ୍ୟବାସୀ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ। ଆଜି ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ […]

କଳା ଓ ସଂସ୍କୃତି ଧର୍ମ

ହନୁମାନଙ୍କ ଏହି ଫଟୋ ଭୁଲରେ ବି ଘରେ ଲଗାନ୍ତୁନି: ଜାଣନ୍ତୁ କେଉଁ ପ୍ରତିମା ରଖିବା ଉଚିତ ଏବଂ କେଉଁଟି ଅନୁଚିତ

ଭୁବନେଶ୍ୱର ୧୫/୧୨ : ସଂକଟମୋଚନ ହନୁମାନ ନିଜ ଭକ୍ତଙ୍କ ସବୁ ସଙ୍କଟ ଦୂର କରନ୍ତି। ଭଗବାନ ହନୁମାନ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ। ହନୁମାନଙ୍କୁ ପ୍ରସନ୍ନ କରିବାକୁ ବେଶୀ କିଛି କରିବାକୁ ପଡ଼ିନଥାଏ। ଭକ୍ତଙ୍କ ଶ୍ରଦ୍ଧା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନଙ୍କ ଶରଣ ନେଲେ ସବୁ ସଙ୍କଟ ଦୂର ହୋଇଥାଏ। ହନୁମାନଙ୍କ ଭକ୍ତଙ୍କ ଉପରେ ସବୁ ଦେବାଦେବୀଙ୍କ ବିଶେଷ କୃପା ଦୃଷ୍ଟି ରହିଥାଏ। ଲୋକେ ଘରେ ହନୁମାନଙ୍କ ମୂର୍ତ୍ତି ରଖି […]

କରୋନା ଅନ୍ଧାର ପାଇଁ ଫିକା ହେବ ନୂଆ ବର୍ଷର ସ୍ଵାଗତ, ଜିରୋ ନାଇଟ୍ ସେଲିବ୍ରେସନ ଉପରେ ଚେକ୍

ଭୁବନେଶ୍ଵର ୧୫।୧୨: ବର୍ଷ ୨୦୨୦କୁ ପୂରା ଫିକା କରି ସାରିଛି ମହାମାରୀ କରୋନା। ଏହି କରୋନା ଅନ୍ଧାର ପାଇଁ ରାଜଧାନୀ ଭୁବନେଶ୍ଵରରେ ଏଥର ନୂଆ ବର୍ଷରେ ଜିରୋ ନାଇଟ୍‌ ସେଲିବ୍ରେସନ ମନା। କରୋନା ଗାଇଡ୍‌ ଲାଇନ୍ ଅନୁଯାୟୀ ୩୧ ତାରିଖ ରାତିରେ ଉତ୍ସବ ମନା ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ। ନୂଆ ବର୍ଷ ପାଳନ ପାଇଁ ରାତିରେ ଉତ୍ସବ ଆୟୋଜନ ହୋଇ ପାରିବ ନାହିଁ। ଅପରପକ୍ଷେ ଡିସେମ୍ବର ୨୫ ତାରିଖ ବଡ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ଗାୟିକା ଏବେ ଘର ଘର ବୁଲି ଦେଉଛନ୍ତି ପାର୍ସଲ, କରୋନା ବଦଳାଇଦେଲା ଇଚ୍ଛା ଓ ବୃତ୍ତି

କଟକ ୧୫।୧୨: ଭଜନ ଗାୟିକା ସାଜିଲେ ହୋମ୍ ଡେଲିଭରି ଗାର୍ଲ । ଦିନେ ଗୋଟିଏ ପରେ ଗୋଟିଏ ମଞ୍ଚରେ ନିଜର ଭଜନ ଗୀତରେ ଲୋକଙ୍କ ଭକ୍ତି ଭାବ ସହିତ ବନ୍ଧି ରଖୁଥିଲେ । ଆଜିର ଦିନରେ ନିଜ ସ୍କୁଟିରେ ଘରକୁ ଘର ବୁଲି ଦେଉଛନ୍ତି ଅନଲାଇନ୍ ପାର୍ସଲ । କରୋନା ପାଇଁ ରୋଜଗାର ହରାଇବା ପରେ ଘର ପରିବାର ପେଟପୋଷଣ ପାଇଁ ଭଜନ ଗାୟିକାରୁ ହୋମ୍ ଡେଲିଭରି ଗାର୍ଲ ପାଲଟିଛନ୍ତି ଜ୍ୟୋସ୍ନା ପାତ୍ର । ଦିନେ ମଞ୍ଚ […]