ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆଜି ରାଜ୍ୟରେ ୨୧୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ୨୧୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୬ ଓ ୮୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୬ ହଜାର ୩୩୭ ଜଣ ଓ ଏବେ […]

କଳା ଓ ସଂସ୍କୃତି ଧର୍ମ

ହୋଲିରେ ଏହି ଉପାୟରେ କରନ୍ତୁ ହନୁମାନଙ୍କ ପୂଜା: କଷ୍ଟରୁ ମିଳିବ ମୁକ୍ତି

ଭୁବନେଶ୍ୱର ୨୪/୦୩ : ହିନ୍ଦୁ ଧର୍ମରେ ସବୁ ପର୍ବପର୍ବାଣିର ବିଶେଷ ମହତ୍ତ୍ୱ ରହିଛି। ଠିକ୍ ସେହିଭଳି ହୋଲିର ମଧ୍ୟ ଅନେକ ମହତ୍ତ୍ୱ ରହିଛି। ହିନ୍ଦୁ ପାଞ୍ଜି ଅନୁସାରେ ଫାଲଗୁନ ମାସ ପୂର୍ଣ୍ଣିମାରେ ହୋଲି ପର୍ବ ପାଳନ କରାଯାଏ। ହୋଲି ରଙ୍ଗର ପର୍ବ। ଏହି ଦିନ ଲୋକ ସବୁ ବାଦବିବାଦ, ରାଗ-ରୋଷ ଭୁଲି ଏକାଠି ହୋଇ ପରସ୍ପରକୁ ରଙ୍ଗ ଲଗାଇ ଖୁସି ପାଳନ କରନ୍ତି।ଏଥର ମାର୍ଚ୍ଚ ୨୯ ତାରିଖ ସୋମବାର ଦିନ ହୋଲି ପଡୁଛି। ଏହିଦିନ ଲୋକେ ପରସ୍ପରକୁ […]

ଦେଶ ବିଦେଶ ମନୋରଞ୍ଜନ

କଙ୍ଗନା ରଣାୱତଙ୍କୁ କ୍ଷମା ମାଗିଲେ ରାମ ଗୋପାଲ ବର୍ମା: କହଲେ, ଦୁନିଆରେ ତୁମ ଭଳି ଅଭିନେତ୍ରୀ ନାହାଁନ୍ତି

ମୁମ୍ବାଇ ୨୫/୦୩: ବଲିଉଡ କ୍ୱିନ୍ କଙ୍ଗନା ରଣାୱତ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ଗୋଟିଏ ପଟେ ତାଙ୍କୁ ବେଷ୍ଟ ଆକ୍ଟ୍ରେସ୍ ର ନେସନାଲ୍ ଆୱାର୍ଡ ମିଳିଥିବା ବେଳେ ଅନ୍ୟ ପଟେ ତାଙ୍କ ଫିଲ୍ମ ‘ଥଲାଇବି’ର ଟ୍ରେଲର୍ ରିଲିଜ୍ ହୋଇଛି । ଏହି ଟ୍ରେଲର ପାଇଁ କଙ୍ଗନାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ଏଥି ସହିତ କଙ୍ଗନାଙ୍କୁ ଇଣ୍ଡଷ୍ଟ୍ରିର ଜଣାଶୁଣା ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି । ଏହା […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଟ୍ୟାନ୍ ହଟାଇବା ପାଇଁ ବ୍ୟବହାର କରନ୍ତୁ ତରଭୁଜ ଜେଲ୍, ଗୋଟିଏ ଦିନରେ ଦେଖାଇବ ଚମତ୍କାର

ଭୁବନେଶ୍ୱର ୨୪/୦୩: ଗ୍ରୀଷ୍ମ ଋତୁରେ ତରଭୁଜ ଖାଇବାର ମଜା ଟିକିଏ ନିଆରା । କିନ୍ତୁ ଏହାକୁ ଖାଇବା ସହିତ ଚେହେରାର ସୌନ୍ଦର୍ଯ୍ୟ ବଢାଇବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଗ୍ରୀଷ୍ମ ଦିନରେ ଶକ୍ତିଶାଳୀ ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ଟ୍ୟାନ୍ ଏବଂ ସ୍କିନ୍ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଯାଇଥାଏ । ତେଣୁ ଏଥିପାଇଁ ଆପଣ ତରଭୁଜରୁ ସ୍ୱତନ୍ତ୍ର ଜେଲ୍ ପ୍ରସ୍ତୁତ୍ କରି ବ୍ୟବହାର କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତ୍ ଏବଂ […]

ଖେଳ ଦେଶ ବିଦେଶ

ପଦାର୍ପଣ ମ୍ୟାଚରେ ୪ ଓ୍ୱିକେଟ୍ ନେଲେ ପ୍ରସିଦ୍ଧ : ଅଷ୍ଟ୍ରେଲିଆର ଏହି ମହାନ ଖେଳାଳିଙ୍କୁ ଦେଲେ ଶ୍ରେୟ, କହିଲେ…

ପୁନେ,୨୫/୦୩ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଗ୍ଲେନ୍ ମ୍ୟାକଗ୍ରା ଭାରତୀୟ ବୋଲର ପ୍ରସିଦ୍ଧି କୃଷ୍ଣାଙ୍କୁ ପଦାର୍ପଣ ମ୍ୟାଚ୍ ପୂର୍ବରୁ ଶୁଭକାମନା ଜଣାଇଥିଲେ । ମ୍ୟାକଗ୍ରା ୨୦୧୭ରେ ଚେନ୍ନାଇ ଏମଆରଏଫ ପେସ୍ ଆକାଡେମୀରେ ପ୍ରସିଦ୍ଧଙ୍କୁ ବୋଲିଂ କୌଶଳ ଶିଖାଇଥିଲେ । ମ୍ୟାକଗ୍ରା ନିଜ ଅଫିସିଆଲ ଇନଷ୍ଟଗ୍ରାମ ପେଜରେ ମ୍ୟାଚ୍ ପରେ ଲେଖିଥିଲେ ଯେ, ପ୍ରସିଦ୍ଧି ୫୪ ରନ ଦେଇ ୪ ଓ୍ୱିକେଟ୍ ନେଇଛନ୍ତି । ଏହାସହ ପଦାର୍ପଣ ମ୍ୟାଚରେ ସର୍ବାଧିକ ଓ୍ୱିକେଟ୍ ନେଇଥିବା ଭାରତୀୟ ଖେଳାଳି ହୋଇଛନ୍ତି । […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍ ଭାକସିନ୍ ରପ୍ତାନୀ ଉପରେ ରୋକ୍ ! ଦେଶରେ ଜୋରଦାର ହେବ ଟିକାକରଣ

ନୂଆଦିଲ୍ଲୀ,୨୫/୦୩ ଦେଶରେ କରୋନା ମାମଲା ବଢିବାରେ ଲାଗିଛି । ଅନେକ ରାଜ୍ୟ ଲକଡାଉନ୍ ଲାଗୁ କଲେଣି । ଏହାମଧ୍ୟରେ ଦେଶରେ ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ ହୋଇଯାଇଛି । ସରକାର ଟିକାକରଣରୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯିବ । ଏହାବ୍ୟତୀତ ସରକାର ଟିକାର ରପ୍ତାନୀ ନକରି ଦେଶରେ ହିଁ ଭାକସିନେସନକୁ ଜୋରଦାର କରିବେ । ସୂତ୍ରାନୁସାରେ, ଟିକା ରପ୍ତାନୀ କରାଯିବ ନାହିଁ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ନିୟମିତ ଗୁଜୁରାତି ଖାଆନ୍ତୁ, ସିଗାରେଟ୍ ଅଭ୍ୟାସରୁ ମୁକ୍ତି ପାଆନ୍ତୁ

ଭୁବନେଶ୍ୱର ୨୫/୦୩: ରୋଷେଇ ସହିତ ପାଟିର ସ୍ୱାଦ ବଦଳାଇବା ପାଇଁ ଲୋକମାନେ ବିଶେଷ କରି ଗୁଜୁରାତି କିମ୍ୱା ପାନମଧୁରୀ ଖାଇଥାନ୍ତି । କିନ୍ତୁ ଏଥିରେ ଥିବା ଔଷଧୀୟ ଗୁଣ ମଧ୍ୟ ସ୍ୱାସ୍ଥ୍ୟକୁ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ । ଏଥି ସହିତ ନିଶା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ଦେଖିବାକୁ ଛୋଟ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ଦ୍ୱାରା ନିଶା ସେବନ ବା ନିକୋଟିନ୍ ସମସ୍ୟାରୁ ମୁକ୍ତି ମିଳିଥାଏ । ତେବେ ଚାଲନ୍ତୁ […]

ଦେଶ ବିଦେଶ ମନୋରଞ୍ଜନ ରାଜନୀତି ସ୍ପେଶାଲ ରିପୋର୍ଟ

ପଶ୍ଚିମବଙ୍ଗ ନିର୍ବାଚନ : ଆଜି ମିଥୁନଙ୍କ ରୋଡ୍ ସୋ’, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍

କୋଲକାତା,୨୫/୦୩ ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହେବା ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରଚାର କରିବେ । ସେ ସର୍ବପ୍ରଥମେ ବାଙ୍କୁରା ଜିଲ୍ଲାର ଛଠନା ବିଧାନସଭା କ୍ଷେତ୍ରରେ ପ୍ରଚାର ଅଭିଯାନର ନେତୃତ୍ୱ ନେବେ । ଏହି ଅବସରରେ ସେ ବଙ୍ଗଲାର ମଠରୁ ରାଲି କରି ବାଂଲା ବଜାର, ବିଡିଓ ଅଫିସ୍ ଦେଇ ହେଲିପ୍ୟାଡ୍ ଯାଏଁ ରୋଡସୋ କରିବେ । ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ଓ ଟିଏମସି ମଧ୍ୟରେ ହାଇ ଭୋଲଟେଜ୍ ମୁକାବିଲା ଦେଖିବାକୁ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଡରାଇଲାଣି ଶିକ୍ଷାନୁଷ୍ଠାନ ସଂକ୍ରମଣ, କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର କରୋନା ପଜିଟିଭ୍

ଭୁବନେଶ୍ୱର ୨୫।୦୩: ଡରାଇଲାଣି ଶିକ୍ଷାନୁଷ୍ଠାନର ସଂକ୍ରମଣ । ପ୍ରଥମେ କଟକ ଆଉ ଏବେ ଭୁବନେଶ୍ୱରର ଅନେକ ଶିକ୍ଷାନୁଷ୍ଠାନରୁ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ଏହିପ୍ରରିପେକ୍ଷୀରେ ଆଜି କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଗତ ଶନିବାର ଛାତ୍ର ଜଣଙ୍କ ପରୀକ୍ଷା ଦେବାକୁ ଆସିଥିଲେ । ଛାତ୍ରଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ପଜିଟିଭ ଚିହ୍ନଟ ପରେ ସବୁ ଛାତ୍ରଛାତ୍ରୀଙ୍କ ହେବ କୋଭିଡ୍ ଟେଷ୍ଟ । ବିଏମସି ତରଫରୁ କ୍ୟାମ୍ପ କରାଯାଇ କୋଭିଡ୍ ଟେଷ୍ଟ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ମାଲକାନଗିରି ପରେ ଆଉ ଏକ ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ, ରାତି ୮ଟାରୁ ସକାଳ ୬ଟା, କୋଭିଡ୍ ପାଇଁ ଲାଗିଲା କଟକଣା

ନବରଙ୍ଗପୁର ୨୪।୦୩: ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କଠୁ ନେଇ ସ୍ଥାନୀୟ ପ୍ରଶାସନ ସତର୍କ ହୋଇ ଉଠିଛନ୍ତି। ରାଜ୍ୟରେ ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ଆସନ୍ତାକାଲିଠୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ। ଏନେଇ ନବଙ୍ଗପୁର ଜିଲ୍ଲାପାଳ ବୁଧବାର ଘୋଷଣା କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। […]