ଖେଳ

ଆଇପିଏଲ୍‌ ପରେ ଭାରତୀୟ ଦଳ ସହ ଲଣ୍ଡନ୍‌ ଯିବେ ଅଷ୍ଟ୍ରେଲିଆ ଖେଳାଳି!

ନୂଆଦିଲ୍ଲୀ : ଆଇପିଏଲ୍‌ ଶେଷ ହେବା ପରେ ବିଦେଶୀ ଖେଳାଳିମାନଙ୍କର ଘର ବାହୁଡ଼ା ନେଇ ଏବେଠାରୁ ଚିନ୍ତା ବଢ଼ିଲାଣି। ଆଇପିଏଲ୍‌ ପରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରି ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ବେଳେ ସମାନ ଚାଟାର୍ଡ ଫ୍ଲାଇଟରେ ନ୍ୟୁଜିଲାଣ୍ଡ୍‌, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଖେଳାଳି ବି ଯାତ୍ରା କରିବାର ସମ୍ଭାବନା ରହିଛି। ଏଭଳି ସମ୍ଭାବନା ଥିଲେ ଯାତ୍ରା କରିବାରେ କିଛି […]

ଖେଳ

ପ୍ରଥମ ଦେଖାରେ ଅହଙ୍କାରୀ ଲାଗିଥିଲେ ବିରାଟ : ବର୍ଥ ଡେରେ ଖୁଲ୍ଲାସା କଲେ ଅନୁଷ୍କା

ମୁମ୍ୱାଇ୧/୫ : ନାମିଦାମୀ ସେଲିବ୍ରିଟି ଯୋଡିରେ ଗଣାହୁଅନ୍ତି କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା । ଉଭୟଙ୍କ ସମ୍ପର୍କ ନେଇ ସେ ସଦା ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ଏହି ଷ୍ଟାରକାଷ୍ଟ ଦମ୍ପତ୍ତି ଉଭୟ ଉଭୟ ରିଲେସନକୁ ନେଇ ଅନେକ ରୋଚକ ତଥ୍ୟ ଦର୍ଶକଙ୍କୁ ଜଣାଇଥାନ୍ତି । ଏମିତି ପୁଣି ଗୋଟେ ଖୁଲ୍ଲାସା କରିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା । ସେ କହିଛନ୍ତି ପ୍ରଥମ ଦେଖାରେ କୋହଲି ମୋତେ ବହୁତ ଅହଙ୍କାରୀ ଲାଗିଥିଲେ । […]

ସ୍ୱାସ୍ଥ୍ୟ

ଲେମ୍ବୁରେ ଅଛି କରୋନା ସହ ଲଢ଼ିବାର ଗୁଣ, ଦୈନିକ ଖାଦ୍ୟରେ କରନ୍ତୁ ସାମିଲ୍‌

ଦୈନିକ କାଗିଜି ଲେମ୍ବୁ ଖାଇବାର ଅଭ୍ୟାସ ଅଛି ତ? ଯଦି ନାହିଁ ତାହାଲେ ଆଜିଠାରୁ ହିଁ ଅଭ୍ୟାସ ଆରମ୍ଭ କରିଦିଅନ୍ତୁ। ଏଥିରେ ଏପରି ସବୁ ଗୁଣ ରହିଛି ଯାହାକି ଅନେକ ସମସ୍ୟାକୁ ଚୁଟ୍‌କିରେ ସମାଧାନ କରିଥାଏ। ଲେମ୍ବୁକୁ ଆପଣ ଖ‌ାଇବା ରୁ ନେଇ , ସରବତ କରି ପିଅନ୍ତୁ କିମ୍ବା ଲେମ୍ବୁ ଚା କରି ପିଅନ୍ତୁ ଏଥିରୁ ଆପଣଙ୍କୁ ଅନେକ ସୁଫଳ ମିଳିବ। ଏବେର ସମୟ ପାଇଁ ଲେମ୍ବୁ ଖାଇବା ନିହାତି ଜରୁରି। କାରଣ ଏଥିରେ ମହାମାରୀ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ବିଷୟ ପ୍ରତି ଆକର୍ଷିତ ହେବ। ପ୍ରତିଟି କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିବେ। ବ୍ୟବସାୟରେ ପୂର୍ବରୁ ନେଇଥିବା ନିଷ୍ପତ୍ତି ଲାଭପ୍ରଦ ହେବ। ବୃଷ: ସାରାଦିନ କାମରେ ବ୍ୟସ୍ତ ରହିବେ। ଉପରିସ୍ଥ କର୍ମଚାରୀଙ୍କ ଠାରୁ ଆପଣଙ୍କୁ ପ୍ରଶଂସା ମିଳିପାରେ। ଅର୍ଥ ସଂପର୍କିତ କୌଣସି ମାମଲାର ସମାଧାନ ହୋଇଯିବ। ମିଥୁନ: ପୂର୍ବରୁ ଲାଗି ରହିଥିବା ଚିନ୍ତା ଦୂର ହେବ। କୌଣସି ନୂଆ ସୁଯୋଗ ମିଳିବା ହେତୁ ଜୀବନରେ ପରିବର୍ତ୍ତନ ଆସିବ। ଦାମ୍ପତ୍ୟ ଜୀବନରେ ମଧୁରତା […]

ମନୋରଞ୍ଜନ

ଟିକାକରଣକୁ ନେଇ ସତର୍କ ବାର୍ତ୍ତା ଦେଇ ଇନ୍‌ଷ୍ଟା ପୋଷ୍ଟ୍‌ କଲେ ସୋନମ କପୁର

ମୁମ୍ବାଇ: କରୋନା ଭାଇରସର ଦ୍ବିତୀୟ ଲହର ସାରା ଜନଜଗତ୍ରକୁ ଆତଙ୍କିତ କରିଥିବା ବେଳେ ସେଲିବ୍ରିଟିମାନେ ଏହି ସଙ୍କଟର ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଅଭିନେତ୍ରୀ ସୋନମ କପୁର କୋଭିଡ୍‌-୧୯କୁ ନେଇ ନିଜ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ସତର୍କତାମୂଳକ ବାର୍ତ୍ତା ପ୍ରଦାନ କରିଛନ୍ତି। ସେ ଶୁକ୍ରବାର ଟିକାକରଣକୁ ନେଇ ଏକ ଗାଇଡ୍ ସେୟାର କରିବା ସହ ସମସ୍ତଙ୍କୁ ଟିକା ନେବା ପାଇଁ ନିବେଦନ କରିଛନ୍ତି। ସେ ସମସ୍ତଙ୍କୁ କରୋନା ଟିକା ନେବାକୁ ପଞ୍ଜିକରଣ କରିବାକୁ ତାଙ୍କ […]

ମନୋରଞ୍ଜନ

ଖୁବ୍‌ଶୀଘ୍ର ସୁଟିଂ ଫ୍ଲୋର୍‌କୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ’ସୁପର ବାଳୁଙ୍ଗା’

ଖୁବ୍‌ଶୀଘ୍ର ସୁଟିଂ ଫ୍ଲୋର୍‌କୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ସୁପର୍‌ ବାଳୁଙ୍ଗା’। ଏଇ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ ସୋହମ୍ ସିଂହ ଓ ଶ୍ରଦ୍ଧା ପାଣିଗ୍ରାହୀ। ପୂର୍ବରୁ ସୋହମ୍ ‘ଅଜାତ ଶତ୍ରୁ’ ଓ ‘ଲଭ୍ ୟୁ ପ୍ରିୟା’ର ନାୟକ ସାଜି ଦର୍ଶକଙ୍କୁ ତାଙ୍କ ରୋମାଣ୍ଟିକ୍ ଚମକ ଦେଖାଇଛନ୍ତି। ସେମିତି ଶ୍ରଦ୍ଧା ଏହା ପୂର୍ବରୁ ‘ମିଠା ମିଠା’ ଓ ‘ଫର୍ ମି ଟୁ ୟୁ’ର ନାୟିକା ସାଜି ନିଜ ଅଭିନୟ ନିପୁଣତା ଦେଖାଇଛନ୍ତି। ଉଭୟଙ୍କ ପାଇଁ ‘ସୁପର୍‌ […]

ମନୋରଞ୍ଜନ

ସୋନୁ ସୁଦ୍ ରାଜନୀତିକୁ ଆସିଲେ ମୁଁ ଭୋଟ୍ ଦେଇ ଜିତାଇବି : ଆଦିତ୍ୟ କହିଲେ ମନକଥା

କରୋନା କାଳରେ ସମସ୍ତଙ୍କ ପାଇଁ ଦେବଦୂତ ବନିଯାଇଛନ୍ତି ଅଭିନେତା ସୋନୁ ସୁଦ୍ । ପାଖାପାଖି ଦୀର୍ଘ ଦିନ ଧରି ଦେଶ ନୁହେଁ ବିଭିନ୍ନ ରାଜ୍ୟର ଲୋକଙ୍କ ପାଇଁ ସ୍ୱଇଚ୍ଛାରେ କରିଚାଲିଛନ୍ତି ସହାୟତା । କେବଳ ସାଧାରଣ ଲୋକ ନୁହେଁ ଅନେକ ସ୍ଥାନରେ ଫସିରହିଥିବା ପ୍ରବାସୀଙ୍କୁ ସେ ସହଯୋଗ କରିଛନ୍ତି । ଅଧିକାଂଶ ଚଳଚିତ୍ରରେ ସେ ଖଳନାୟକରେ ଅଭିନୟ କରୁଥିବାବେଳେ ଏବେ ଦୁଃଖଦ ସମୟରେ ସେ ବନିଯାଇଛନ୍ତି ରିଅଲ ହିରୋ । ଆଜି ତାଙ୍କର ପ୍ରଶଂସାରେ ସତମୁଖ ପୂରା […]

ମନୋରଞ୍ଜନ

ମୁଁ କଙ୍ଗନାଙ୍କ ହିରୋ ହେବିନି

ଆପଣ ଜାଣନ୍ତି କି ବହୁଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କ ବିପକ୍ଷର ନାୟକ ସାଜିବାକୁ ଦିବଂଗତ ଅଭିନେତା ଇରଫାନ୍ ଖାନ୍ ରୋକଠୋକ୍ ମନା କରିଦେଇଥିଲେ! ଏକଦା ‘ଲଞ୍ଚ୍ ଇଭେଣ୍ଟ୍’ ମୁଭିର ମହୁରତ ସମୟରେ କଙ୍ଗନା ଇରଫାନ୍‌ଙ୍କୁ କହିଥିଲେ, ଆମେ ଦୁହେଁ ଏକାଠି ଗୋଟିଏ ଚଳଚ୍ଚିତ୍ରରେ କାମ କରିବା। ହେଲେ ଇରଫାନ୍ କଙ୍ଗନାଙ୍କୁ ମନା କରିଦେଇଥିଲେ। ସେ କହିଥିଲେ, ଗୋଟିଏ କୋଷରେ ଦୁଇଟି ତରବାରୀ କେବେହେଲେ ଏକାଠି ରହିପାରିବ ନାହିଁ। ପୂର୍ବରୁ ‘ନକ୍ ଆଉଟ୍’ ପରି କିଛି ସିନେମାରେ କଙ୍ଗନାଙ୍କ […]

ମନୋରଞ୍ଜନ

ଏତେ ସାନ ହେଇ ବି ଋଷି ଡାକୁଥିଲେ-ଅମିତାଭ!

୬୭ ବର୍ଷ ବୟସରେ ଷ୍ଟାର୍ ଆକ୍ଟର୍ ଋଷି କପୁର ଦୁନିଆ ଛାଡ଼ି ଚାଲିଗଲେ। ଗତବର୍ଷ ଏପ୍ରିଲ୍ ୩୦ ତାରିଖରେ ତାଙ୍କର ଦେହାନ୍ତ ହେଇଥିଲା। ଅଭିନୟ ତ କରୁଥିଲେ ହେଲେ ସେ ଭାରି ଲାଜକୁଳା ବୋଲି ଅନେକ ଜାଣି ନଥିଲେ। ସେ ତାଙ୍କ ଆତ୍ମଜୀବନୀ ‘ଖୁଲ୍ଲମ୍ ଖୁଲ୍ଲା’ରେ ଅନେକ ଅକୁହା କଥା ଲେଖି ଯାଇଛନ୍ତି। ଏଥିରେ ସେ ନିଜ ପିତା ଅଭିନେତା-ନିର୍ଦ୍ଦେଶକ-ପ୍ରଯୋଜକ ରାଜ କପୁରଙ୍କ ପ୍ରେମସମ୍ପର୍କଠାରୁ ଆରମ୍ଭ କରି ନିଜ ପାଇଁ ପୁରସ୍କାର କିଣିଥିବା କଥା ବି ଲେଖିଛନ୍ତି। […]

ରାଜ୍ୟ ସ୍ୱାସ୍ଥ୍ୟ

ବଢୁଛି କରୋନା ସଂକ୍ରମଣ, ବାଲୁକା କଳା ଜରିଆରେ ଲୋକଙ୍କୁ ସଚେତନ

ପୁରୀ ୦୧।୦୫: ବଢୁଛି କରୋନା ସଂକ୍ରମଣ। ସାରା ବିଶ୍ୱରେ କାୟାବିସ୍ତାର କରିଛି କରୋନାର ଦ୍ୱିତୀୟ ଲହର। ସଂକ୍ରମଣକୁ ରୋକିବା ନେଇ ସରକାର ଉଦ୍ୟମ ଜାରି ରଖିଛନ୍ତି। ସେପଟେ ବିଭିନ୍ନ ସମୟରେ କରୋନାକୁ ନେଇ ବାଲୁକାକୃତି ଜରିଆରେ ଲୋକଙ୍କୁ ସଚେତନ କରାଉଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ସୁବର୍ଣ୍ଣ ବେଳାଭୂମିରେ ଗଢିଥିବା ବାଲୁକାକୃତିରେ ଘରେ ରୁହନ୍ତୁ ଏବଂ ଭ୍ୟାକ୍‌ସିନ୍‌ ନିଅନ୍ତୁ ବୋଲି ସଚେତନ କରାଇଛନ୍ତି। ବାଲୁକାକୃତି ଜରିଆରେ ମୁହଁରେ ସଠିକ୍ ଭାବେ ମାସ୍କ ପିନ୍ଧିବା, ୬ଫୁଟର ସାମାଜିକ ଦୂରତା […]