ମନୋରଞ୍ଜନ

ନୂଆ ଓଡ଼ିଆ ଚଳଚ୍ଚିତ୍ର ’ଧନ ମୋ ଜୀବନ’

ମା’, ପୁଅ ଓ ପ୍ରଭୁ ଜଗନ୍ନାଥଙ୍କ କଥାବସ୍ତୁକୁ ନେଇ ଏହାରା କାହାଣୀ ପର୍ଯ୍ୟବସିତ। ତେବେ ଏହାର ଶୀର୍ଷକ ହିନ୍ଦୀ କି ଇଂରାଜୀ ଭାଷାରେ ନୁହେଁ, ସମ୍ପୂର୍ଣ୍ଣ ଓଡ଼ିଆରେ ଦିଆଯାଇଛି। ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଧନ ଧନ ଡାକି ଗଲା ମୋ ଜୀବନ। ମଞ୍ଜୁରାଣୀ ଫିଲ୍ମସ୍‌ ବ୍ୟାନର ନିବେଦିତ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ମଞ୍ଜୁରାଣୀ ପ୍ରଧାନ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ମନ୍ମୟ କୁମାର ମହାପାତ୍ର। ଅତୀତରେ ଓଡ଼ିଆ ଆଲବମ୍ ଓ କ୍ଷୁଦ୍ର ଚଳଚ୍ଚିତ୍ରରେ ସହ ନିର୍ଦ୍ଦେଶକ ଭାବେ […]

ମନୋରଞ୍ଜନ

ପୁଣି ରବିନାଙ୍କ ରିଲ୍ ରୋମାନ୍ସ

ପୁଣି ପରଦାକୁ ଆସୁଛନ୍ତି ବଲିଉଡ୍‌ର ରୋମାନ୍ସ ଗର୍ଲ ରବିନା ଟଣ୍ଡନ୍। ଆକ୍ସନ୍ ଷ୍ଟାର୍ ଅକ୍ଷୟ କୁମାରଙ୍କ ସହ କିଛି ସିନେମାରେ ଜବରଦସ୍ତ ରୋମାନ୍ସ କରିଥିବା ରବିନା ଏଥର କିନ୍ତୁ ଅକ୍ଷୟ ଖାନ୍ନାଙ୍କ ସହ ରୋମାନ୍ସ କରିବେ। ଏକଥା ଶୁଣି ରବିନାଙ୍କ ଫ୍ୟାନ୍‌ମାନେ ଉତ୍ସାହିତ ହେଲେଣି। ଏହା ଏକ ୱେବ୍ ସିରିଜ୍, ଯାହା ବିଶ୍ବର ସବୁ ସିନେ ଦର୍ଶକଙ୍କ ପାଇଁ ମନୋରଂଜନର ଖୋରାକ୍ ଯୋଗାଇବ ବୋଲି ନିର୍ଦ୍ଦେଶକ ବିଜୟ ଗୁଟ୍ଟି ଆଶା କରିଛନ୍ତି। ବିଜୟ ଅତୀତରେ ‘ଦ ଆକ୍ସିଡେଣ୍ଟାଲ୍ […]

ମନୋରଞ୍ଜନ

ବିଦାୟ ବିକ୍ରମ

ମେଜର ବିକ୍ରମଜିତ କନୱରପଲ ଆଉ ନାହାନ୍ତି। ଗତ ୧ ତାରିଖରେ କରୋନାରେ ତାଙ୍କର ଦେହାନ୍ତ ହେଇଯାଇଛି। ବଲିଉଡ୍ ଫିଲ୍ମ ଏବଂ କିଛି ଲୋକପ୍ରିୟ ଟେଲି ଧାରାବାହିକରେ ଅଭିନୟ କରି ସେ ଦର୍ଶକଙ୍କ ଆଦରଣୀୟ ହେଇଥିଲେ। ଅଭିନେତ୍ରୀ ତଥା ପ୍ରଯୋଜିକା ପୂଜା ଭଟ୍ଟ ବିକ୍ରମଜିତଙ୍କୁ ମନେ ପକାଇ ବେଶ୍ ମର୍ମାହତ ହେଇଛନ୍ତି। ୨୦୦୨ରେ ଭାରତୀୟ ସେନାରୁ ମେଜର ଭାବେ ଅବସର ନେଇ ଯେତେବେଳେ ବିକ୍ରମଜିତ୍ ମୁମ୍ବାଇ ଆସିଥିଲେ ସେତେବେଳେ ପୂଜା ହିଁ ତାଙ୍କୁ ପ୍ରଥମେ ଫିଚର ଫିଲ୍ମ ‘ପାପ’ରେ […]

ଖେଳ

ଭାରତ ଟ୍ବେଣ୍ଟି-୨୦ରେ ୨, ଦିନିକିଆରେ ୩

ଦୁବାଇ: ସୋମବାର ପ୍ରକାଶିତ ଆଇସିସି ବାର୍ଷିକ ଟି-୨୦ ମାନ୍ୟତାରେ ଭାରତ ଦ୍ବିତୀୟରେ ରହିଥିଲା ବେଳେ ଦିନିକିଆରେ ଗୋଟିଏ ସ୍ଥାନ ଖସି ତୃତୀୟରେ ରହିଛି। ଟି-୨୦ରେ ଭାରତ (୨୭୨) ଆଗରେ ଇଂଲଣ୍ଡ (୨୭୭) ଅଛି। ନ୍ୟୁଜିଲାଣ୍ଡ ଦୁଇଟି ସ୍ଥାନ ଉପରକୁ ଉଠି ପଞ୍ଚମରୁ ତୃତୀୟରେ ପହଞ୍ଚିଛି। ଏମାନଙ୍କ ପଛକୁ ପାକିସ୍ତାନ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଆଫ୍‌ଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍‌ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହିଛନ୍ତି। ଦିନିକିଆ ମାନ୍ୟତାରେ ଇଂଲଣ୍ଡକୁ ହଟାଇ ନ୍ୟୁଜିଲାଣ୍ଡ ଶୀର୍ଷ ସ୍ଥାନ […]

ଖେଳ

ଆଇପି‌ଏଲ୍‌ ମହାସଂଗ୍ରାମ: ମୁମ୍ବାଇଠୁ ପ୍ରତିଶୋଧ ଆଶାରେ ହାଇଦ୍ରାବାଦ

ନୂଆଦିଲ୍ଲୀ : ଚଳିତ ଆଇପି‌ଏଲ୍‌ରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ସହିତ ମୁକାବିଲା କରିବ ସନ୍‌ରାଇଜର୍ସ ହାଇଦ୍ରାବାଦ। ଦୁଇ ଦଳ ମଧ୍ୟରେ ଚଳିତ ବର୍ଷର ଏହା ଦ୍ବିତୀୟ ମୁକାବିଲା। ଏପ୍ରିଲ୍‌ ୧୭ ତାରିଖରେ ପ୍ରଥମ ଭେଟରେ ମୁମ୍ବାଇ ଇଣ୍ଡିଆନ୍ସ ୧୩ ରନ୍‌ରେ ବିଜୟୀ ହୋଇଥିଲା। ଏହି ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ହାଇଦ୍ରାବାଦ ରହିଥିଲେ ମଧ୍ୟ ସଂଘର୍ଷରତ ଏହି ଦଳ ପାଇଁ ବିଜୟ ସହଜ ହେବ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ଅସ୍ଥିର ପ୍ରଦର୍ଶନ ଦେଉଥିଲେ ମଧ୍ୟ ଗତ ମ୍ୟାଚ୍‌ରେ […]

ଖେଳ ସ୍ୱାସ୍ଥ୍ୟ

ଏକାଧିକ ଖେଳାଳୀ କରୋନା ଆକ୍ରାନ୍ତ ହେବା ପରେ ସ୍ଥଗିତ ରହିଲା ଚଳିତ ବର୍ଷର ଆଇପିଏଲ

ନୂଆଦିଲ୍ଲୀ: କରୋନା କବଳରେ ଆଇପିଏଲ । ଏକାଧିକ ଖେଳାଳୀ କରୋନା ଆକ୍ରାନ୍ତ ହେବା ପରେ କିଛି ମ୍ୟାଚକୁ ସ୍ଥଗିତ ରଖାଯାଇଥିବା ବେଳେ ଏବେ ଆଇପିଏଲର ୧୪ତମ ସଂସ୍କକରଣକୁ ସ୍ଥଗିତ ରଖିଛି ବିସିସିଆଇ। ଏନେଇ ଏଏନଆଇ ଖବର ସରବରାହକୁ ସୂଚନା ଦେଇଛନ୍ତି ବିସିସିଆଇ ଉପାଧ୍ୟକ୍ଷ ରାଜୀପ ଶୁକ୍ଲା। ଚେନ୍ନାଇ ସୁପରକିଙ୍ଗର ଦୁଇଜଣ ସଦସ୍ୟ କରୋନାରେ ସଂକ୍ରମିତ ହେବା ଯୋଗୁଁ ବୁଧବାର ହେବାକୁ ଥିବା ମ୍ୟାଚ ସ୍ଥଗିତ ରଖାଯାଇଥିଲା । ବୋଲିଂ କୋଚ ଲକ୍ଷ୍ମୀପତି ବାଲାଜୀ ଓ ଅନ୍ୟଜଣେ ସଦସ୍ୟ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ବିହାରରେ ବଢୁଛି କରୋନା ସଂକ୍ରମଣ: ମେ ୧୫ ଯାଏଁ ପୂରା ରାଜ୍ୟକୁ ଲକଡାଉନ କଲେ ସରକାର

ପାଟନା: ବିହାରରେ ବଢି ଚାଲିଛି କରୋନା ସଂକ୍ରମଣ । ଏହାକୁ ନଜରରେ ରଖି ରାଜ୍ୟ ସରକାର ମେ ୧୫ ଯାଏଁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ବିହାରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଏହାସହ ହସ୍ପିଟାଲରେ ଶଯ୍ୟାର ଅଭାବ ଓ ଅମ୍ଲଜାନର ଅଭାବ ମଧ୍ୟ ସାମ୍ନାକୁ ଆସୁଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ ଘୋଷଣା କରିବା ପାଇଁ ସରକାରଙ୍କ ଉପରେ ଚାପ ପଡ଼ିଆସୁଥିବା ବେଳେ ଏବେ ବିହାର […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ନେଲା ଆଉ ୧୫ଜଣଙ୍କ ଜୀବନ, ୨୦୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର ୦୪।୦୫: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୨୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୮୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ନୂଆ ସମୟ ନୂଆ କଥା : ସ୍ମରଣ ଶକ୍ତି ବଢ଼ାଏ ଯୋଗ ଏବଂ ସମୁଦ୍ରରୁ ଭୂମିକମ୍ପ ସମ୍ପର୍କରେ ଜାଣିହେବ

ସ୍ମରଣ ଶକ୍ତି ବଢ଼ାଇବାର ଏକ ନୂଆ ଉପାୟ ରହିଛି। ଯଦି ଜଣେ ବ୍ୟକ୍ତି ନିୟମିତ କିଛି ସମୟ ଯୋଗ, ପ୍ରାଣାୟମ କରନ୍ତି ତେବେ ତାହାର ସୁପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। କେବଳ ସେତିକି ନୁହେଁ, ଏହାଦ୍ବାରା ସଂପୃକ୍ତ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ଆହୁରି ପ୍ରଖର ହୋଇଥାଏ ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ‘ସ୍ମରଣ ଶକ୍ତି ଓ ଯୋଗ’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ୍‌ ଲଣ୍ଡନ୍‌ର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ଦୁଇ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ପ୍ରତିଟି କାମ ସହଜରେ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ସମ୍ବନ୍ଧରେ ସୁଧାର ଆଣିବା ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ଠିକ୍ ରହିବ। ବୃଷ: ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗିବ। ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ବେପାର ବୃଦ୍ଧି ପାଇଁ କୌଣସି ବଡ଼ କଂପାନି ସହିତ ଡିଲ୍ କରିବେ। ମିଥୁନ: ମାତା-ପିତାଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ପଡ଼ୋଶୀ ମତଭେଦ ପାସୋରି ବନ୍ଧୁତାର ହାତ ବଢ଼ାଇବେ। କଂପ୍ୟୁଟର ବ୍ୟବସାୟୀଙ୍କୁ […]