ମନୋରଞ୍ଜନ

ଆଇସିୟୁରୁ ବାହାରିଲେ ରଣଧୀର

କରୋନା ସଂକ୍ରମିତ ହୋଇ ଆଇସିୟୁରେ ଭର୍ତି ହୋଇଥିବା ଅଭିନେତା ରଣଧୀର କପୁର ଏବେ ଆଇସିୟୁ ବାହାରିଛନ୍ତି। ମୁମ୍ୱାଇର ଏକ ହସ୍ପିଟାଲରେ କୋଭିଡ୍‌ ଚିକିତ୍ସା କରାଉଥିବା ରଣଧୀର ଆଇସିୟୁରୁ ବାହାରିବା କଥା ରବିବାର ଦିନ କହିଛନ୍ତି। ଏହି ସପ୍ତାହର ଆରମ୍ଭରେ ୭୪ ବର୍ଷୀୟ ଅଭିନେତା ରଣଧୀର କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ସେ କୋକିଲାବେନ୍‌ ଧୀରୁଭାଇ ଅମ୍ୱାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରଣଧୀର କହିଛନ୍ତି, ସେ ଏବେ ପ୍ରଥମ ଅପେକ୍ଷା ବହୁତ ଭଲ ଅଛନ୍ତି। ଗୋଟିଏ ଦିନ ଆଇସିୟୁରେ […]

ଖେଳ

ପିଚ୍‌ରେ ରେସ୍ କଲେ ପଞ୍ଜାବର ବ୍ୟାଟ୍ସମ୍ୟାନ୍, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ, ୦୩/୦୫: ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲର ୨୯ତମ ମୁକାବିଲାରେ ପଞ୍ଜାବ କିଙ୍ଗସକୁ ୭ ଓ୍ୱିକେଟରେ ପରାସ୍ତ କରିଛି । ଦିଲ୍ଲୀ ଟସ୍ ଜିତି ପଞ୍ଜାବକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଅଧିନାୟକ ମୟଙ୍କ ଅଗ୍ରଓ୍ୱାଲଙ୍କ ୯୯ ରନ୍ ବଳରେ ଦଳ ୨ ୦ଓଭରରେ ୬ ଓ୍ୱିକେଟ୍ ହରାଇ ୧୬୬ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୧୭.୪ ଓଭରରେ ୩ ଓ୍ୱିକେଟ୍ ହରାଇ ୧୬୭ ରନ୍ କରି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା […]

ଖେଳ

ନାଇଟ୍ ରାଇଡର୍ସ ଖେଳାଳି କୋଭିଡ୍ ପଜିଟିଭ୍, ବାତିଲ ହେଲା ଆରସିବି-କେକେଆର ମ୍ୟାଚ୍

ଅହମ୍ମଦାବାଦ, ୦୩/୦୫: ଆଇପିଏଲ ଉପରେ କରୋନା ମାଡ । ବାତିଲ ହେଲା ସୋମବାର ମ୍ୟାଚ୍ । କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ବାତିଲ କରାଯାଇଛି । କେକେଆରର ୨ ଜଣ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ ମ୍ୟାଚକୁ ବାତିଲ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଚଳିତ ସିଜିନର ୩୦ ତମ ଲିଗ୍‌ ମ୍ୟାଚରେ ମୁହାଁମୁହିଁ ହୋଇଥାନ୍ତେ କେକେଆର ଓ ଆରସିବି । ଅହମ୍ମଦାବାଦରେ ଏହି […]

ଖେଳ

ପ୍ରୀତି ଜିଣ୍ଟାଙ୍କ ଟିମ୍ ପଞ୍ଜାବ କିଙ୍ଗ୍ସ ଇଲେଭେନ୍ ଆବଶ୍ୟକୀୟଙ୍କୁ ଯୋଗାଇବ ଅକ୍ସିଜେନ୍

ନୂଆଦିଲ୍ଲୀ ୦୩/୦୫ : ଦେଶ ବର୍ତ୍ତମାନ କରୋନା ମହାମାରୀ ବିରୋଧରେ ସଂଗ୍ରାମ କରୁଛି । ଏଥିରେ ବଲିଉଡ ତାରକା ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି । ଅଭିନେତ୍ରୀ ତଥା ପଞ୍ଜାବ କିଙ୍ଗ୍ସ ଇଲେଭେନ ଟିମର ମାଲିକ ପ୍ରୀତି ଜିଣ୍ଟା ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ଆଇପିଏଲ ଟିମ ଆବଶ୍ୟକୀୟ ଲୋକଙ୍କୁ ଅକ୍ସିଜେନ କନ୍ସେନଟ୍ରେଟର (Oxygen Concentrators) ଯୋଗାଇବ । ଏଥିପାଇଁ ପଞ୍ଜାବ ଫ୍ରାଞ୍ଚାଇଜି ରାଉଣ୍ଡ ଟେବୁଲ ଇଣ୍ଡିଆ (RTI) ନାମକ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଦିଲ୍ଲୀପ କୁମାର, ପତ୍ନୀ ସାୟରା ବାନୁ କହିଲେ ଏବେ ଠିକ୍ ଅଛି ସ୍ୱାସ୍ଥ୍ୟାବସ୍ଥା

ମୁମ୍ୱାଇ ୨/୫: ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡର ଭେଟେରାନ ଆକ୍ଟର ଦିଲ୍ଲୀପ କୁମାର । ନିଜର ରୁଟିନ ଚେକ ଅପ୍ ପରେ ସେ ମୁମ୍ୱାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରୁ ଭର୍ତ୍ତି ହୋଇଥିଲେ । ପତ୍ନୀ ସାୟରା ବାନୁୁ ସୋସିଆଲ ମିଡିଆରେ ଫ୍ୟାନକୁ ଏକଥା କହିଛନ୍ତି । ସେ କହିଛନ୍ତି ସମସ୍ତଙ୍କ ପ୍ରାର୍ଥନା ଓ ଡାକ୍ତରଙ୍କ ପାଇଁ ଦିଲ୍ଲୀପ ବର୍ତ୍ତମାନ ସୁସ୍ଥ ଅଛନ୍ତି । ୨ ଦିନ ତଳେ ରୁଟିନ ଚେକଅପ୍ ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ […]

ମନୋରଞ୍ଜନ

ରାତି ଅଧରେ ଲୋକଙ୍କ ପାଇଁ ଅକ୍ସିଜେନ୍-ବେଡ୍-ଭେଣ୍ଟିଲେଟର୍ ବ୍ୟବସ୍ଥା କଲେ ସୋନୁ ସୁଦ୍: ‘ରାତିରେ ଚେତା ରହିବା ବି ଭଲ’

ମୁମ୍ବାଇ ୦୩/୦୫ : ଖାଦ୍ୟ, କପଡା ଓ ଘର ବଞ୍ଚିବା ପାଇଁ ମଣିଷର ସବୁଠାରୁ ଆବଶ୍ୟକୀୟ ଜିନିଷ । କିନ୍ତୁ କରୋନାର ଦ୍ୱିତୀୟ ଲହରରେ ହସ୍ପିଟାଲ ବେଡ଼ ଓ ଅକ୍ସିଜେନ ଲୋକଙ୍କର ପ୍ରଥମ ଆବଶ୍ୟକତା ହୋଇଯାଇଛି । ବେଡ୍ ଓ ଅକ୍ସିଜେନ ନ ପାଇ ଧନୀ ଲୋକ ମଧ୍ୟ ନିଜକୁ ଅସହାୟ ମନେକରୁଛନ୍ତି । ସ୍ଥିତି ଏମିତି ହୋଇଗଲାଣି ଯେ ପାଖରେ ଟଙ୍କା ଥିଲେ ବି ଏହି ଆବଶ୍ୟକତା ପୂରଣ ହୋଇପାରୁନାହିଁ । ଏହିଭଳି ସଙ୍କଟ ସ୍ଥିତିରେ […]

ମନୋରଞ୍ଜନ

ଖୁବ୍‌ଶୀଘ୍ର ରିଲିଜ୍ ହେବ ଭାଇଜାନଙ୍କ ‘ରାଧେ’

ଇଦ୍ ଆସିବ ଆଉ ଭାଇଜାନ ସଲମାନ୍‌ଙ୍କ ଫିଲ୍ମ ଆସିବେନି; ଏମିତି କ’ଣ ହେଲାଣି। ଗତବର୍ଷ ଲକ୍‌ଡାଉନ ଯୋଗୁଁ ସଲମାନ୍‌ଙ୍କ ଏଇ ଟ୍ରେଣ୍ଡରେ ବିରାମ ଲାଗିଥିଲା। କିନ୍ତୁ ଚଳିତ ବର୍ଷ ସଲମାନ୍ ଏଥିରେ କୌଣସି ବୁଝାମଣା ଚାହାନ୍ତି ନାହିଁ। ସଲମାନ୍ ନିଜର ବିଗ୍ ବଜେଟ ଚଳଚ୍ଚିତ୍ର ‘ରାଧେ’ କୁ ନେଇ ବଡ଼ ଘୋଷଣା କରିଛନ୍ତି। ରାଧେ ଚଳିତ ଇଦ୍‌ରେ ହିଁ ମୁକ୍ତିଲାଭ କରିବ। ଏ ନେଇ ଆଗୁଆ ଟିକେଟ ବୁକିଂ ବି ସରିଲାଣି। ଭାରତରେ କରୋନାକୁ ନେଇ ଯେଉଁ […]

ମନୋରଞ୍ଜନ

ପିତାଙ୍କୁ ହରାଇଲେ ଆଉ ଜଣେ ଅଭିନେତ୍ରୀ: ସେୟାର କଲେ ଇମୋସନାଲ ପୋଷ୍ଟ

ମୁମ୍ୱାଇ ୨/୫: ପିତାଙ୍କୁ ହରାଇଲେ ଆଉ ଜଣେ ଅଭିନେତ୍ରୀ । କରୋନା ପାଇଁ ଚାଲିଗଲା ବାପାଙ୍କ ଜୀବନ । ସୋସିଆଲ ମିଡିଆରେ ଇମୋସନାଲ ପୋଷ୍ଟ କରି ଦର୍ଶକଙ୍କୁ ଜଣାଇଲେ । ଗତ କିଛିଦିନ ତଳେ ନିମୋନିଆରେରେ ପୀଡିତ ଥିଲେ ଟେଲି ଅଭିନେତ୍ରୀ ସ୍ନେହା ବାଘଙ୍କ ପିତା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଟେଷ୍ଟ କରାଯିବାରୁ କରୋନାରେ ସଂକ୍ରମିତ ଥିବା ଜଣାପଡିଥିଲା । ପରେ ଦିନାତିକ୍ରମେ ସ୍ୱାସ୍ଥ୍ୟବସ୍ଥାରେ […]

ମନୋରଞ୍ଜନ

କରୋନା କାଳରେ ସହାୟତାର ହାତ ବଢାଇଲେ ଆଉ ଜଣେ ଅଭିନେତା: ନିଜ ବାଇକ୍ ବିକି ଲୋକଙ୍କୁ କରିବେ ସାହାଯ୍ୟ

ମୁମ୍ବାଇ ୦୨/୦୫ : ଦେଶରେ କରୋନା ମହାମାରୀ ସ୍ଥିତି ବେଲଗାମ ହୋଇଗଲାଣି। ଏହି ସ୍ଥିତିକୁ ଦେଖି ପ୍ରତ୍ୟେକ ବ୍ୟକ୍ତି ନିଜ ତରଫରୁ କିଛି ଯୋଗଦାନ କରିବାକୁ ଚାହୁଁଛନ୍ତି। ବିଶେଷକରି ସେଲିବ୍ରିଟି ଏହି ସଙ୍କଟ ସମୟରେ ସହାୟତାର ହାତ ବଢାଉଛନ୍ତି। ବଲିଉଡ ସେଲିବ୍ରିଟି ନିଜ ସ୍ଥରରୁ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଏହି ତାଲିକାରେ ବଲିଉଡ ଅଭିନେତା ହର୍ଷବର୍ଦ୍ଧନ ରାଣେଙ୍କ ନାଁ ଯୋଡି ହୋଇଯାଇଛି। ଅଭିନେତା ହର୍ଷବର୍ଦ୍ଧନ ଅକ୍ସିଜେନ କଷ୍ଚ୍ରେଟର କିଣିବାକୁ ନିଜ ବାଇକ ବିକିଦେବାକୁ […]

ଖେଳ

ପୋଲାର୍ଡ ଝଡ : ୪ ଓ୍ୱିକେଟରେ ଚେନ୍ନାଇକୁ ହରାଇଲା ମୁମ୍ବାଇ, ଚେଜ୍ କଲା ବିଶାଳ ଲକ୍ଷ୍ୟ

ନୂଆଦିଲ୍ଲୀ, ୦୨|୦୫ : ହାଇଭୋଲଟେଜ୍ ଓ ହାଇସ୍କୋରିଂ ମୁକାବିଲାରେ ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ । ଚେନ୍ନାଇ ସୁପର କିଙ୍ଗସ ଦେଇଥିବା ବିଶାଳ ଟାର୍ଗେଟକୁ ଶେଷ ବଲରେ ହାସଲ କଲା ମମ୍ବାଇ । ଆଇପିଏଲ ଲିଗ ମ୍ୟାଚରେ ଶନିବାର ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । ଏହି ମୁକାବିଲାରେ ୨୧୯ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ୬ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଛି । ମ୍ୟାଚରେ ଟସ୍ ହାରି […]