ଖେଳ

ଆଜି ଡବଲ୍ ଫାଇଟ୍ : ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ରାଜସ୍ଥାନ ଓ ହାଇଦ୍ରାବାଦ, ଦ୍ୱିତୀୟରେ ଦିଲ୍ଲୀ ବନାମ ପଞ୍ଜାବ

ଭୁବନେଶ୍ୱର, ୦୨|୦୫ : ରବିବାର ଆଇପିଏଲର ଖେଳାଯିବ ଦୁଇଟି ମୁକାବିଲା । ଅର୍ଥାତ ଡବଲ୍ ପାଇଟ୍ । ୨୮ ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ସେହିପରି ୨୯ ତମ ଲିଗ୍ ମୁକାବିଲାରେ ସାମ୍ନାସାମ୍ନି ହେବେ କିଙ୍ଗସ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିବେ ରାଜସ୍ଥାନ ଓ ହାଇଦ୍ରାବାଦ । ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଉଭୟ […]

ଖେଳ

କରୋନା ବିରୋଧରେ ସଂଘର୍ଷ: ନୀଳ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ ଆରସିବି, ସାହାଯ୍ୟ ପାଇଁ ଯୋଗାଡ କରିବ ରାଶି

ନୂଆଦିଲ୍ଲୀ ୦୨/୦୫ : ବର୍ତ୍ତମାନ ସାରା ଦେଶ କରୋନାର ଦ୍ୱିତୀୟ ଲହର ଦେଇ ଗତି କରୁଛି । କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଘାତକ ପ୍ରମାଣିତ ହୋଇଛି । ହସ୍ପିଟାଲମାନଙ୍କରେ ରୋଗୀଙ୍କୁ ବେଡ଼ ମିଳୁନାହିଁ । ଅକ୍ସିଜେନ ନ ପାଇ ଅନେକ ରୋଗୀ ପ୍ରାଣ ହରାଇଛନ୍ତି । ହସ୍ପିଟାଲ, ବେଡ୍, ଔଷଧ ଆଦି ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି । ଏହି ସଙ୍କଟ ପରିସ୍ଥିତିରୁ ବାହାରିବାକୁ ସମସ୍ତେ ସଂଘର୍ଷ କରୁଛନ୍ତି। ଏହି ସଙ୍କଟମୟ ସ୍ଥିତିର ମୁକାବିଲା […]

ମନୋରଞ୍ଜନ

ମହାରାଷ୍ଟ୍ରରେ କରୋନା ସ୍ଥିତି ଦେଖି ଚିନ୍ତିତ ଲତା ମଙ୍ଗେସକର, ରାଜ୍ୟ ସରକାରଙ୍କୁ ଦେଲେ ନଗଦ ଅର୍ଥ

ମୁମ୍ୱାଇ ୨/୫: ଦେଶରେ ପ୍ରବାହିତ ୨ୟ ଲହରରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ଛତିଶଗଡରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଦୈନିକ ସଂକ୍ରମଣର ରେକର୍ଡ ସହ ମୃତ୍ୟୁ ସଂଖ୍ୟା ବି ଥମୁନି । ଏପରିସ୍ଥିତିରେ ମହାରାଷ୍ଟ୍ରବାସୀଙ୍କୁ ସହଯୋଗ କରିଛନ୍ତି ମହାନ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେସକର । ଏଠାକାର ସରକାରଙ୍କୁ ରିଲିଫ ଫଣ୍ଡକୁ ୭ ଲକ୍ଷ ଅର୍ଥରାଶି ଦାନ କରିଛନ୍ତି ଲତା ଦିଦି । ସୋସିଆଲ ମିଡିଆରେ ମହାରାଷ୍ଟ୍ର ସରକାରଙ୍କ […]

ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଆକ୍ରାନ୍ତ ଥିବା ମାଓବାଦୀ ବିନୋଦ ବିହାରୀ ନାୟକର ପରଲୋକ

ସମ୍ବଲପୁର: କରୋନା ଆକ୍ରାନ୍ତ ଥିବା ମାଓବାଦୀ ବିନୋଦ ବିହାରୀ ନାୟକର ମୃତ୍ୟୁ। ଗତ ୨୦୧୬ରୁ ମାଓବାଦୀ ବିନୋଦ ବିହାରୀ ଜେଲଦଣ୍ଡ ଭୋଗୁଥିଲା। ହେଲେ ଦୁଇ ବର୍ଷ ତଳେ ତା’ର ପକ୍ଷାଘାତ ହୋଇଥିବା ବେଳେ ସମ୍ବଲପୁର ସରକାରୀ ଜେଲରେ ତା’ର ଚିକିତ୍ସା ଚାଲିଥିଲା। ତାଙ୍କ ଭାଇ ମନୋରଞ୍ଜନ ନାୟକ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ୨୦୨୦ରେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ବିନୋଦଙ୍କୁ ଜାମିନ ମିଳିନଥିଲା। ଗତ ୪ଦିନ ତଳେ ସେ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ଇମ୍ପାକ୍ଟ : ସ୍ପାଇସଜେଟ୍ କର୍ମଚାରୀଙ୍କ ୫୦ ପ୍ରତିଶତ ଦରମା କଟିଲା

ନୂଆଦିଲ୍ଲୀ୨/୫: କରୋନା ପାଇଁ ପୁଣି ବିଗିଡିବାରେ ଲାଗିଛି ଦେଶର ଅର୍ଥନୀତି । ବିଭିନ୍ନ ସ୍ଥାନରେ କାମ କରୁଥିବା କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ପଡିଛି । ବିଶେଷ କରି କର୍ପୋରେଟ ସେକ୍ଟରରେ ବଡ ଘାଟା ହୋଇଛି । ଛୋଟ ବଡ କମ୍ପାନୀ ନିଜର ବେପାର ମାନ୍ଦା ଥିବାରୁ କର୍ମଚାରୀଙ୍କୁ ଦରମା କାଟିବାରେ ଲାଗିଛନ୍ତି । ଏ କ୍ଷେତ୍ରରେ ସାମିଲ ହୋଇଛି ଭାରତର କିମ୍ୱଦନ୍ତୀ ଏୟାରଲାଇନ୍ସ ସଂସ୍ଥା ସ୍ପାଇସଜେଟ୍ । ଏପ୍ରିଲ ମାସର ଦରମାରୁ ୧୦ରୁ ୫୦ ପ୍ରତିଶତ […]

ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଓଡିଶାରେ ୧୪ ଦିନିଆ ଲକଡାଉନ୍ : ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ବନ୍ଦ…

ଭୁବନେଶ୍ୱର, ୦୨|୦୫: କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ସାରା ରାଜ୍ୟରେ ଲାଗିଲା ଲକଡାଉନ୍ । ସବୁ ବନ୍ଦ । ମେ ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ କରାଯାଇଛି ୧୪ ଦିନିଆ ଲକଡାଉନ୍ । ଆସନ୍ତୁ ନଜର ପକାଇବା ଲକଡାଉନ୍ ବେଳେ କଣ ଖୋଲା ରହିବ ଓ କଣ ବନ୍ଦ । ଏହି ସମୟରେ ରାସନ, ପରିବା ଓ କ୍ଷୀର ଦୋକାନ ଖୋଲା ରହିବ । ପ୍ରତିରକ୍ଷା, କେନ୍ଦ୍ରୀୟ ଫୋର୍ସ, ଟ୍ରେଜେରୀ, ପୋଷ୍ଟାଲ […]

ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମେ ୫ରୁ ୧୯ ଯାଏଁ ଓଡିଶାରେ ଲକଡାଉନ୍, ୧୪ ଦିନ ପାଇଁ ସବୁ ବନ୍ଦ

ଭୁବନେଶ୍ୱର, ୦୨।୦୫: ଲାଗିଲା ଲକଡାଉନ୍ । କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବାକୁ ଶେଷରେ କଡା ପଦକ୍ଷେପ ନେଲେ ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ସଂକ୍ରମଣ ଚେନରେ ବ୍ରେକ୍ ଦେବାକୁ ଶେଷ ବିକଳ୍ପ ନିଆଯାଇଛି । ରାଜ୍ୟରେ ଲାଗିଛି ୧୪ ଦିନିଆ ଲକଡାଉନ୍ । ଲକଡାଉନ୍ ନେଇ ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ବୁଧବାରରୁ ଲକଡାଉନ୍ ଲାଗୁ ହେବ । ଏହି ସମୟରେ ସମସ୍ତ ସାଧାରଣ ଚଳାଚଳ ବନ୍ଦ ରହିବ […]

ମନୋରଞ୍ଜନ

ବଲିଉଡରେ କରୋନା ପ୍ରହାର : OTT ପ୍ଲାଟଫର୍ମରେ ରିଲିଜ ହେବ ବଡ ବଜେଟ୍ ଫିଲ୍ମ

ମୁମ୍ୱାଇ୧/୫ : ବଲିଉଡରେ ପଡିଛି ମହାମାରୀର ସାଇଡ ଇଫେକ୍ଟ । ଦୀର୍ଘ ବର୍ଷେରୁ ଅଧିକ ହେବ ବଡ ପରଦାରେ ରିଲଜ ହୋଇପାରୁନି ଅର୍ଦ୍ଧାଧିକ ଫିଲ୍ମ । ଏମିତି ସମୟ ପଡିଛି ଯେ ଦର୍ଶକଙ୍କ ସହ ଫିଲ୍ମ ନିର୍ମାତାମାନେ ଚିନ୍ତାରେ ପଡିଯାଇଛନ୍ତି । ଆସନ୍ତା ମାସରେ ବି ଅନେକ ଚଳଚିତ୍ର OTT ପ୍ଲାଟଫର୍ମରେ ରିଲିଜ ହେବା ଅପେକ୍ଷାରେ ଅଛି । ତେବେ ଏହି ଲିଷ୍ଟରେ ସାମିଲ ହୋଇଛି ସଲମାନଙ୍କ ବହୁ ପ୍ରତିକ୍ଷୀତ ଚଳଚିତ୍ର ରାଧେ । କେବଳ ରାଧେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଆମେ ଆମ ନିଜ ପାଖରେ ଉତ୍ତରଦାୟୀ

ଦେଶରେ କରୋନା ସଂକ୍ରମଣ ଓ ସେଥିଯୋଗୁଁ ମୃତ୍ୟୁର ହାର ବଢ଼ି ଚାଲିଥିବାବେଳେ ଅଧିକାଂଶ ଲୋକ ସରକାର ଓ ବ୍ୟବସ୍ତାକୁ ସମାଲୋଚନା କରି ନିଜର କର୍ତ୍ତବ୍ୟ ‌ଶେଷ କରୁଛନ୍ତି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସଂଖ୍ୟାରେ ହସ୍‌ପିଟାଲ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ, ବେଡ୍, ଔଷଧ ଓ ଅକ୍ସିଜେନ ଆଦିର ଅଭାବ ପାଇଁ ସରକାରଙ୍କୁ ଦୋଷ ଦେବା ଯଦିଓ ସ୍ବାଭାବିକ ଓ ଯୁକ୍ତିଯୁକ୍ତ, କିନ୍ତୁ ବ୍ୟକ୍ତିଗତ ସ୍ତରରେ ଲୋକମାନଙ୍କର ଅବହେଳା ମଧ୍ୟ ଆଜିର ଏହି ଦୁଃସମୟ ପାଇଁ ଦାୟୀ। […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଭାରତରେ କରୋନା ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ହିଁ ଭଲ ଉପାୟ, ପରାମର୍ଶ ଦେଲେ ଆମେରିକାର ବରିଷ୍ଠ ଡାକ୍ତର

ନୂଆଦିଲ୍ଲୀ ୧/୫: ଭାରତରେ କରୋନା ସଂକ୍ରମଣ ଥିମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ୪ ଲକ୍ଷ ପାର କରିଛି। ଦେଶରେ କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବାକୁ ହେଲେ ପୁଣି ଥରେ ଲକ୍‌ଡାଉନ୍‌ ଲଗାଇବାକୁ ପଡ଼ିବ। ସଂକ୍ରମଣ ରୋକିବାକୁ ହେଲେ ଗତବର୍ଷ ଭଳି ଏଥର ଭରତ ସରକାର ଲକ୍‌ଡାଉନ୍‌ ଲଗାଇବା ଦରକାର ବୋଲି ଆମେରିକାର ଜଣେ ବରିଷ୍ଠ ଏପିଡେମିଓଲୋଜିଷ୍ଟ ଆନ୍ଥୋନୀ ଫାଓଚି କହିଛନ୍ତି। ଭାରତରେ କିଛି ସପ୍ତାହ ପାଇଁ ଲକଇଡାଉନ୍‌ ଲାଗୁ ହେଲେ ସଂକ୍ରମଣ ଉପରେ କାବୁ ଆସିପାରିବ […]