ଓସ୍କାର ଦୌଡ଼ରେ ‘କର୍ମ’
ଓସ୍କାର ପାଇଁ ରଣବୀର କପୁର ଅଭିନୀତ ଫିଲ୍ମ ‘କର୍ମ’ ମନୋନୀତ ହୋଇଛି। ମାତ୍ର ୨୬ ମିନିଟ୍ ଅବଧିର ଏହି କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବର୍ଷୀୟାନ୍ ନିର୍ମାତା-ନିର୍ଦ୍ଦେଶକ ବି.ଆର୍. ଚୋପ୍ରାଙ୍କ ନାତି ଅଭୟ ଚୋପ୍ରା। ଚଳଚ୍ଚିତ୍ରଟି ଆଜି ବାନ୍ଦ୍ରା ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେଇଛି। ଏହାର କାହାଣୀ ଭାରତୀୟ ସମ୍ବିଧାନରେ ଥିବା ଅପରାଧିକ ମୃତ୍ୟୁଦଣ୍ଡ ଉପରେ ପର୍ଯ୍ୟବସିତ। ହେଲେ କାରଗାରର ଜେଲର ନିଜ ପୁଅ ମୃତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ ହେବାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଚଳଚ୍ଚିତ୍ର ‘କର୍ମ’ରେ […]