NewsLaxmi7

About Author

13559

Articles Published
ଅପରାଧ ରାଜ୍ୟ

ଶବ ନେବାକୁ ମିଳିଲାନି ଆମ୍ବୁଲାନ୍ସ, କାନ୍ଧେଇ କାନ୍ଧେଇ ଘରକୁ ବୋହିନେଲେ ପରିବାରଲୋକ

ଟାଙ୍ଗୀ ୨୧।୬: ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କୁ ଚିକିତ୍ସା ପୂର୍ବରୁ ଡାକ୍ତର ମୃତ ଘୋଷଣା କରିଥିଲେ । ମହିଳାଙ୍କ ପରିବାର...
ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସବୁ ଓମିକ୍ରନ୍ ଭାରିଆଣ୍ଟର : ସ୍ବାସ୍ଥ୍ୟ...

ଭୁବନେଶ୍ବର ୨୧।୬: ରାଜ୍ୟରେ କୋଭିଡ୍ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଟିମ୍‌ ଇଣ୍ଡିଆକୁ ଝଟ୍‌କା, କରୋନା ସଂକ୍ରମିତ ହେଲେ ରବିଚନ୍ଦ୍ରନ୍‌ ଅଶ୍ୱିନୀ

ମୁମ୍ବାଇ ୨୧।୦୬ : ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା । ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନୀ କରୋନାରେ ସଂକ୍ରମିତ ହୋଇଛନ୍ତି ।...
ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଲକାନଗିରି ସୀମାନ୍ତରେ ମାଓ ହିଂସା, ରାସ୍ତା ନିର୍ମାଣରେ ନିୟୋଜିତ ଥିବା ଗାଡିକୁ ପୋଡିଲେ

ମାଲକାନଗିରି ୨୧।୦୬ : ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ପୁଣି ମାଓ ହିଂସା । ଭଣ୍ଡାରି କୋତ୍ତାଗୂଡେମ ଜିଲ୍ଲାରେ ଗାଡି ପୋଡିଦେଲେ ମାଓବାଦୀ । ଖବର ଅନୁଯାୟୀ, ଚେରଲା...
ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୫୩ କୋଭିଡ୍ ସଂକ୍ରମିତ

ଭୁବନେଶ୍ୱର ୨୧।୦୬ : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩ ଜଣ କରୋନା ପଜିଟିଭ୍ ଚିହ୍ନଟ...
ଅପରାଧ ରାଜ୍ୟ

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମଗିରି ୨୧।୬: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ପୁରୀ ଚୁଡଙ୍ଗ ସାହିର କାହ୍ନ ସ୍ବାଇଁ । ସୂଚନାଯୋଗ୍ୟ ଯେ,...
ରାଜ୍ୟ ରାଶିଫଳ ସ୍ପେଶାଲ ରିପୋର୍ଟ

ଜୁନ୍‌ ୨୧ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ...

ମେଷ– ରୋଗପୀଡା ଭୋଗ କରୁଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ । ଭୁଲ୍ ବୁଝାମଣା କାରଣରୁ ବନ୍ଧୁ ସମ୍ପର୍କରେ ଅବନତି ଦେଖା ଦେଇପାରେ । ପିଲାମାନଙ୍କ...
ଅପରାଧ ରାଜ୍ୟ

ମାହାଙ୍ଗା ଡବଲ ମର୍ଡର ଘଟଣା, କୋର୍ଟରେ ଅପ ଟୁ ଡେଟ୍ କେସ୍‌ ଡାଏରୀ...

ସାଲେପୁର ୨୦।୦୬ : ମାହାଙ୍ଗା ଡବଲ ମର୍ଡର ଘଟଣା। ଜେଏମ୍ଏଫସି କୋର୍ଟଙ୍କ ନିର୍ଦ୍ଦେଶ ମୁତାବିକ ମାହାଙ୍ଗା ଥାନା ପକ୍ଷରୁ ସାଲେପୁର ଏସ୍‌ଡିପିଓ ଅପ ଟୁ ଡେଟ କେସ୍‌...
ଅପରାଧ ରାଜ୍ୟ

ମାସେ ନ ପୂରୁଣୁ ଆଉ ଏକ ଘଟଣା : ଚୋରି ଅଭିଯୋଗରେ ଯୁବକଙ୍କୁ...

ପାରାଦୀପ ୨୦/୦୬ : ମାସେ ନପୂରୁଣୁ ଆଉ ଏକ ଘଟଣା । ଚୋରି ଅଭିଯୋଗରେ ଜଣେ ଯୁବକକୁ ପାରାଦୀପରୁ ହାତ, ଗୋଡ଼ ବାନ୍ଧି ମାଡମାରି ଟ୍ରକ ଡାଲାରେ...
ଅପରାଧ ରାଜ୍ୟ

ପୋଲିସକୁ ଚକ୍‌ମା ଦେଇ ହାଜତରୁ ଫେରାର ହୋଇଗଲା ବ୍ରାଉନସୁଗାର ବେପାରୀ

ଜଳେଶ୍ବର ୨୦।୬: ପୋଲିସକୁ ଚକ୍‌ମା ଦେଇ ବ୍ରାଉନସୁଗାର ବେପାରୀ ଫେରାର । ଥାନା ହାଜତରେ ଥିବା ବ୍ରାଉନସୁଗାର ବେପାରୀ ମୁକ୍ତାର ଖାନ୍ ରବିବାର ବିଳମ୍ବିତ ରାତିରେ ପୋଲିସକୁ...