ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ, ମ୍ୟୁଜିକ କନସର୍ଟ ବାହାରେ ଆଖିବୁଜା ଗୁଳିମାଡ
ନୂଆଦିଲ୍ଲୀ ୨୦/୦୬: ଆମେରିକାରେ ଥମୁନି ଗୁଳିକାଣ୍ଡ । ସୋମବାର ଓ୍ୱାଶିଂଟନର ଏକ ମୁଖ୍ୟ ରାସ୍ତା ମଝିରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ କରିଛନ୍ତି । ଏଥିରେ ଅନେକ ମୃତଦାହ...