Subscribe to Updates

    Get the latest creative news from FooBar about art, design and business.

    What's Hot

    ବଙ୍ଗୋପସାଗରରେ ଆସୁଛି ବାତ୍ୟା: ଗତିପଥ ନେଇ ସ୍ପଷ୍ଟ ହୋଇନି ଚିତ୍ର

    November 30, 2023

    ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ରଘୁବର ଦାସଙ୍କ ଅଧ୍ୟକ୍ଷତାରେ କୁଳପତିଙ୍କ ସମ୍ମିଳନୀ ଆରମ୍ଭ

    November 30, 2023

    କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ବନ୍ଧା ହେଲେ ଇଂରାଜି ଶିକ୍ଷକ

    November 30, 2023
    Facebook X (Twitter) Instagram
    Trending
    • ବଙ୍ଗୋପସାଗରରେ ଆସୁଛି ବାତ୍ୟା: ଗତିପଥ ନେଇ ସ୍ପଷ୍ଟ ହୋଇନି ଚିତ୍ର
    • ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ରଘୁବର ଦାସଙ୍କ ଅଧ୍ୟକ୍ଷତାରେ କୁଳପତିଙ୍କ ସମ୍ମିଳନୀ ଆରମ୍ଭ
    • କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ବନ୍ଧା ହେଲେ ଇଂରାଜି ଶିକ୍ଷକ
    • ଆଗକୁ ଓଡ଼ିଶାର ସମ୍ପୂର୍ଣ୍ଣ ବିକାଶର ଦୃଶ୍ୟ ଦେଖାଯାଉଛି: ରାଜ୍ୟପାଳ ରଘୁବର ଦାସ
    • ଘୁ.ଉଦୟଗିରି ଏନଏସି ଅଧ୍ୟକ୍ଷା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ
    • ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ଉ
    • ତଥାପି ଜମିଲାନି…ବାଲିଯାତ୍ରାରେ ଫାଙ୍କା ପଡ଼ିଲା ଦେଢ଼ଶହ ଷ୍ଟଲ୍‌
    • ଆଞ୍ଚଳିକ ବୈଷମ୍ୟ କମିଟି ଗଠନ କରାଯାଉ: କଂଗ୍ରେସ
    Friday, December 1
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»କୋଟିଆରେ ଜୟ ଜଗନ ନାରା: ୨୪ଟି ଯୋଜନାର ପ୍ରଚାରକଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ
    ରାଜ୍ୟ

    କୋଟିଆରେ ଜୟ ଜଗନ ନାରା: ୨୪ଟି ଯୋଜନାର ପ୍ରଚାରକଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

    NewsLaxmi7By NewsLaxmi7May 3, 2023Updated:May 3, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ପଟାଙ୍ଗି: ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପି. ରାଜନ ଦୋରାଙ୍କ କୋଟିଆ ଗସ୍ତ ପୁଣିଥରେ ଚର୍ଚ୍ଚାରେ। ଗୋଟିଏପଟେ ଓଡ଼ିଶା ସରକାରଙ୍କ ସିଧାସଳଖ ସମାଲୋଚନା ନକରି ତାଙ୍କ ସରକାରଙ୍କ ଯୋଜନା ଏବଂ କୋଟିଆବାସୀଙ୍କ ପାଇଁ ଏହା କେତେଦୂର ସହାୟକ ହୋଇପାରିବ, ସେ ସମ୍ପର୍କରେ ଗୋଟିଗୋଟି କରି ବଖାଣିଥି‌ଲେ। ଅନ୍ୟପଟେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିବାକୁ ବି ପଛାଇ ନଥିଲେ। ଯେନତେନ ପ୍ରକାରେଣ କୋଟିଆକୁ ଅକ୍ତିଆର କରିବା ପାଇଁ ଆନ୍ଧ୍ର ଯେ ଗୋଟିଏ ପରେ ଗୋଟିଏ ବାଟ ପରିଷ୍କାର କରିଚାଲିଛି, ଉପମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରୁ ସ୍ପଷ୍ଟଭାବେ ଜଣାପଡ଼ିଛି।

    ଗତକାଲି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦୋରାଙ୍କ ଫାଟୁସିନେରି, ସଲପଗୁଡ଼ା, କଣାଦୋରା ଏବଂ ଫଗୁଣସିନେରି ଗାଁରେ କାର୍ଯ୍ୟକ୍ରମ ରହିଥିଲା। ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଆନ୍ଧ୍ର ସରକାରଙ୍କ ୨୪ଟି ଯୋଜନାର ଜୋର୍‌ଦାର୍‌ ପ୍ରଚାର କରାଯାଇଥିଲା। ଏଥିସହିତ ‘ଜୟ ଜଗନ’ ନାରାରେ କୋଟିଆ ମାଟି ପ୍ରକମ୍ପିତ ହୋଇ ଉଠିଥିଲା। କିନ୍ତୁ, ଶ୍ରୀ ଦୋରାଙ୍କ ସ୍ବର ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେ କହିଥିଲେ, ‘ ଓଡ଼ିଶା ଏବଂ ଆନ୍ଧ୍ର ଦୁଇ ଭାଇ ସଦୃଶ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବାପା ତୁଲ୍ୟ। ତେଣୁ ତାଙ୍କ ସହ ବନ୍ଧୁତା ସ୍ଥାପନ କରିବାକୁ ଚାହୁଛି।’ ଆହୁରି ମଧ୍ୟ କହିଥିଲେ ‌ଯେ ଏଠାକାର ଅନେକ ହିତାଧିକାରୀଙ୍କ ନିକଟରେ ଓଡ଼ିଶା ସରକାରଙ୍କ ଯୋଜନା ପହଞ୍ଚି ପାରୁନି। ତେବେ, ଆନ୍ଧ୍ର ସରକାରଙ୍କ ଯୋଜନାରୁ ଜଣେ ବି ‌ହିତାଧିକାରୀ ବଞ୍ଚିତ ହୋଇନାହାନ୍ତି। ତଥାପି ବହୁ ବିକାଶ ଆଖିଦୃଶିଆ ହୋଇପାରିନି। ଆଗକୁ ସେହି ଦିଗରେ ଧ୍ୟାନ ଦିଆଯିବ। ଏହି ଅବସରରେ ଆସନ୍ତା ଜାନୁଆରି ମାସରୁ ଆନ୍ଧ୍ର ସରକାରଙ୍କ ଭତ୍ତା ୨୭୫୦ଟଙ୍କାରୁ ୩ହଜାର ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଘୋଷଣା କରିଥିଲେ।

    ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦୋରା ଓଡ଼ିଶା ସରକାରଙ୍କୁ ଆଦୌ ଟାର୍ଗେଟ୍‌ କରିନଥିବା ବେଳେ ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଠିକ୍‌ ନୁହେଁ। ଜଣେ କେନ୍ଦ୍ରମନ୍ତ୍ରୀ ଭାବେ କୌଣସି ରାଜ୍ୟକୁ ସିଧାସଳଖ ଆକ୍ଷେପ କରିବା ଗ୍ରହଣୀୟ ନୁହେଁ। ଆହୁରି ମଧ୍ୟ କହିଥିଲେ ଯେ କୋଟିଆବାସୀ ମଧ୍ୟ ଓଡ଼ିଶା ପ୍ରଶାସନ କିମ୍ବା ରାଜନେତାଙ୍କୁ ଉଚିତ ବ୍ୟବହାର କରୁନାହାନ୍ତି। କିନ୍ତୁ, ଆନ୍ଧ୍ରରୁ କେହି ଆସିଲେ ଭବ୍ୟ ସ୍ବାଗତ ଜଣାଉଛନ୍ତି। ଏଥିରୁ କୋଟିଆବାସୀ କ’ଣ ଚାହୁଛନ୍ତି ସ୍ପଷ୍ଟ ହୋଇଯାଉଥିବା ସେ କହିଥିଲେ। ଏହି ଗସ୍ତ ସମୟରେ ପାର୍ବତୀପୁର ମାନ୍ୟମ ଜିଲ୍ଲା ଅନ୍ତର୍ଗତ ସାଲୁର ବିଡିଓ, ଲାଇବ୍ରେରି ଅଧ୍ୟକ୍ଷ, ସରପଞ୍ଚ ବେତ୍ରୁ ଗେମେଲ, ମଣ୍ଡଳ ପରିଷଦ ସଦସ୍ୟ ତଥା ସମିତି ସଭ୍ୟ ବିଶୁ ଗେମେଲ, ଡିଡିଓ ପ୍ରମୁଖ ଉପସ୍ଥିତ ଥିଲେ। ସିଆଇ ରୋହିଣୀ ପତିଙ୍କ ନେତୃତ୍ବରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କୋଟିଆରେ ନିୟୋଜିତ ଏଜେଣ୍ଟ ଏବଂ ଦଳୀୟ କର୍ମୀ ପୂର୍ବ ପ୍ରସ୍ତୁତି ଅନୁଯାୟୀ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ।

    Share. Facebook Twitter LinkedIn WhatsApp Email
    Previous Article୧୦ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ, ୪ ଗିରଫ
    Next Article ବରେଲିରେ ୧୨ ବର୍ଷ ବାଳକକୁ କାମୁଡ଼ି ମାରି ପକାଇଲେ ବୁଲା କୁକୁର
    NewsLaxmi7
    • Website

    Related Posts

    ବଙ୍ଗୋପସାଗରରେ ଆସୁଛି ବାତ୍ୟା: ଗତିପଥ ନେଇ ସ୍ପଷ୍ଟ ହୋଇନି ଚିତ୍ର

    November 30, 2023

    ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ରଘୁବର ଦାସଙ୍କ ଅଧ୍ୟକ୍ଷତାରେ କୁଳପତିଙ୍କ ସମ୍ମିଳନୀ ଆରମ୍ଭ

    November 30, 2023

    କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ବନ୍ଧା ହେଲେ ଇଂରାଜି ଶିକ୍ଷକ

    November 30, 2023

    ଆଗକୁ ଓଡ଼ିଶାର ସମ୍ପୂର୍ଣ୍ଣ ବିକାଶର ଦୃଶ୍ୟ ଦେଖାଯାଉଛି: ରାଜ୍ୟପାଳ ରଘୁବର ଦାସ

    November 30, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ବଙ୍ଗୋପସାଗରରେ ଆସୁଛି ବାତ୍ୟା: ଗତିପଥ ନେଇ ସ୍ପଷ୍ଟ ହୋଇନି ଚିତ୍ର

    November 30, 2023

    ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସୁଦୃଶ୍ୟ ଲଘୁଚାପ…

    ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ରଘୁବର ଦାସଙ୍କ ଅଧ୍ୟକ୍ଷତାରେ କୁଳପତିଙ୍କ ସମ୍ମିଳନୀ ଆରମ୍ଭ

    November 30, 2023

    କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ବନ୍ଧା ହେଲେ ଇଂରାଜି ଶିକ୍ଷକ

    November 30, 2023

    ଆଗକୁ ଓଡ଼ିଶାର ସମ୍ପୂର୍ଣ୍ଣ ବିକାଶର ଦୃଶ୍ୟ ଦେଖାଯାଉଛି: ରାଜ୍ୟପାଳ ରଘୁବର ଦାସ

    November 30, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଓଡ଼ିଶା ଦରଦାମ ସ୍ଥିତି ଜାତୀୟ ସ୍ତରଠୁ ଖରାପ: ଏପ୍ରିଲ୍‌ରେ ମୁଦ୍ରାସ୍ଫୀତି ୮.୧%

    May 17, 2022

    ନବମ ଦିନରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା, ଆଜି ବି ଲାଗି ହେବ ଓଷ

    June 23, 2022

    ମା ଛେଉଣ୍ଡ ୮ ମାସର ଶିଶୁକନ୍ୟା ପୁଷ୍ଟିହୀନତାର ଶିକାର

    January 29, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.