ମୋବାଇଲ୍ ନେଇ ସୀମା ପାର୍: ୨ ବର୍ଷରେ ୪ ହଜାର ଚୋରି, ଅଡ଼ୁଆ କରୁଛି ଟ୍ରାଇ କଟକଣା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ: ମୋବାଇଲ ଫୋନ୍ ଲୁଟେରାଙ୍କ ନୂଆ ଢଙ୍ଗରେ କାରବାର ଏବେ ସେମାନଙ୍କୁ ଧରିବାର ବଡ଼ ପ୍ରତିବନ୍ଧକ ସାଜିଛି। ଓଡ଼ିଶା ସୀମା ପାର୍ କରି ପଶ୍ଚିମବଙ୍ଗ ଏବଂ ସେଠାରୁ ନେପାଳ, ବଙ୍ଗଳାଦେଶ ଚାଲାଣ କରି ଦିଆଯାଉଥିବା ଚୋରା ମୋବାଇଲ୍ ଫୋନ୍କୁ ଟ୍ରାକ୍ କରିବା […]









