ମୌଳିକ ସୁବିଧାରୁ ବଞ୍ଚିତ ଡମୁଗୁଡ଼ା ଗ୍ରାମବାସୀ: ଗାଁକୁ ନାହିଁ ପକ୍କା ରାସ୍ତା, ବିଜୁଳି ଆଲୁଅ ସାତ ସପନ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ମୈଦଲପୁର : ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଗାଁକୁ ପକ୍କା ରାସ୍ତା ହୋଇପାରିନାହିଁ। ଫଳରେ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ବିଶେଷ କରି ରୋଗୀ ତଥା ଗର୍ଭବତୀ ଖଟିଆରେ ବୁହା ହେଉଛନ୍ତି। ଏଭଳି ଦୁର୍ବିସହ ଜୀବନ ବିତାଉଛନ୍ତି ନବରଙ୍ଗପୁର […]









