ଜ୍ୟାକ୍ଲିନଙ୍କ ପରେ ନୋରା ଫତେହିଙ୍କୁ ୬ ଘଣ୍ଟା ଜେରା କଲା ଦିଲ୍ଲୀ ପୋଲିସ
ମୁମ୍ୱାଇ ୧୬/୦୯: ବଲିଉଡ ଅଭିନେତ୍ରୀ ନୋରା ଫତେହି ଗୁରୁବାର ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ (EOW) ଶାଖା କାର୍ଯ୍ୟାଳୟରେ ହାଜର ହୋଇଥିଲେ। ତାଙ୍କୁ ସେଠାରେ ୬ ଘଣ୍ଟା ଜେରା କରାଯାଇଥିବା କୁହାଯାଇଛି। ସୁକେଶ ଚନ୍ଦ୍ର ଠକେଇ ମାମଲାରେ ସମ୍ପୃକ୍ତି ଥିବାରୁ ନୋରାଙ୍କୁ ଦିଲ୍ଲୀ ପୋଲିସ ପଚରଉଚୁରା କରିଛି। ଗତକାଲି ଅର୍ଥାତ ସେପ୍ଟେମ୍ୱର ୧୪ରେ ଏହି ମାମଲାରେ ହିନ୍ଦି ଚଳଚ୍ଚିତ୍ର ଅଭିନେତ୍ରୀଙ୍କୁ ଜ୍ୟାକ୍ଲିନ ଫର୍ଣ୍ଣାଡିଜଙ୍କୁ ଦିଲ୍ଲୀ ପୋଲିସ ଆଠ ଘଣ୍ଟା ଜେରା କରାଯାଇଥିଲା। ସୁକେଶ ଚନ୍ଦ୍ର ୨୦୦ କୋଟି […]