ଅପରାଧ ରାଜ୍ୟ

୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟ

କଟକ : ରାଜ୍ୟର ୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟ ବ୍ୟବସ୍ଥା ହେବାକୁ ଯାଉଛି। ସବୁ ଜିଲ୍ଲାରେ ନିର୍ଦ୍ଦିଷ୍ଟ ଅଦାଲତ ପେପରଲେସ୍ ବ୍ୟବସ୍ଥାରେ କାର୍ଯ୍ୟ କରିବ। ରାଜ୍ୟର ୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟ ବ୍ୟବସ୍ଥାକୁ ଆସନ୍ତା ୧୭ ତାରିଖ ଦିନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ ଯେ ହାଇକୋର୍ଟର ପ୍ରଥମ ପେପରଲେସ୍ କୋର୍ଟ ହେଉଛି ମୁଖ୍ୟବିଚାରପତିଙ୍କ କୋର୍ଟ। ଏହାକୁ ସୁପ୍ରିମକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ,ଚନ୍ଦ୍ରଚୂଡ ୨୦୨୧, ସେପ୍ଟେମ୍ବର […]

ଅପରାଧ ରାଜ୍ୟ

ଫାଣ୍ଡି ଭିତରେ ବେଆଇନ ବିବାହ! ପ୍ରଥମ ସ୍ତ୍ରୀ ଥିବା ସତ୍ତ୍ବେ କରାଇଲା ଦ୍ବିତୀୟ ବିବାହ

କେସିଙ୍ଗା : ପ୍ରଥମ ସ୍ତ୍ରୀ ଥିବାବେଳେ ଫାଣ୍ଡି ଭିତରେ ଦ୍ବିତୀୟ ବିବାହ! ଫାଣ୍ଡି ଅଧିକାରୀ ଜଣକ ତାଙ୍କ କର୍ମଚାରୀ ଓ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ନିଜେ ସତ୍ୟପାଠ ଭଳି ବିବାହ କରାଇଛନ୍ତି। ପୁଲିସର ଏହିଭଳି ଆଇନ ବିରୋଧୀ କାର୍ଯ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ସୂଚନାମତେ, କଳାହାଣ୍ଡି ଜିଲ୍ଲା ବୋର୍ଡ଼ା ଫାଣ୍ଡି ସା‌ପସିଲେଟ ଗ୍ରାମର ସନ୍ତୋଷ ପାଣିଗ୍ରାହୀ କେସିଙ୍ଗାର ରାଜେଶ କରଙ୍କ ଝିଅ ଶ୍ରଦ୍ଧାଞ୍ଜଳିଙ୍କୁ ୫ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ଏକ ୪ […]

ଅପରାଧ ରାଜ୍ୟ

କଟକରେ ପ୍ରଥମ ହନିଟ୍ରାପ୍: ଠକିଦେଲା ସ୍କଟ୍‌ଲ୍ୟାଣ୍ଡ୍‌ର ବର, ପୋଛିନେଲା ୮ ଲକ୍ଷ

କଟକ : ସ୍କଟ୍‌ଲ୍ୟାଣ୍ଡରେ ଘର ଏବଂ ଲଣ୍ଡନରେ ଜାହାଜରେ ଇଞ୍ଜିନିୟର ଥିବା ବର ହନିଟ୍ରାପରେ କଟକର ଜଣେ ଯୁବତୀଙ୍କୁ ଫସାଇ ଦେଇଛି। ନାଇଜେରିଆନ୍ ସାଇବର୍ ଅପରାଧୀ ଗ୍ୟାଙ୍ଗ୍ ନିଜକୁ ଏଭଳି ଜାହାଜ ଇଞ୍ଜିନିୟରର ଜାଲ୍‌ ପରିଚୟ ଦେଇ ବିଡ଼ାନାସୀ ଅଞ୍ଚଳର ଜଣେ ଯୁବତୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୭ ଲକ୍ଷ ୯୫ ହଜାର ଟଙ୍କା ଲୁଟି ନେଇଛି। କଟକରେ ହନିଟ୍ରାପରେ ଜଣେ ଯୁବତୀ ଫସିବା ଘଟଣା ପ୍ରଥମ ବୋଲି କୁହାଯାଉଛି। ସାଇବର୍ ଥାନାରେ ଏ ସଂକ୍ରାନ୍ତରେ ମାମଲା ରୁଜୁ […]

ଅପରାଧ ରାଜ୍ୟ

ଲଜ୍ ଉପରେ ପୋଲିସର ଚଢାଉ, ବିପୁଳ ପରିମାଣର ଟଙ୍କା ସହ ୭ ଗିରଫ

କଣ୍ଟାବାଞ୍ଜି ୧୬/୦୯: ପାର୍ବଣ ଆରମ୍ଭରୁ ପୋଲିସକୁ ସଫଳତା । ଲଜରୁ ମିଳିଲା ୬୦ ଲକ୍ଷରୁ ଅଧିକ ଟଙ୍କା । କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୋଲିସ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି ପୋଲିସ । ବିଳମ୍ବିତ ରାତି କଣ୍ଟାବାଞ୍ଜି ପୋଲିସ ସହରର ଏକ ଲଜ ରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୭ ରାଜ୍ୟ ବାହାର ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୬୦ ଲକ୍ଷ ଟଙ୍କା ଜବତ ହୋଇଛି […]

ଅପରାଧ ରାଜ୍ୟ

ଗାଁ ଦାଣ୍ଡରେ ଲାଇଟ୍ ଲିଭାକୁ ନେଇ ଗଣ୍ଡଗୋଳ, ଜିବର୍ଦ୍ଧନଙ୍କ କାନ ଛିଣ୍ଡାଇଲେ ଦାଶରଥୀ

ସୋନପୁର ୧୬/୦୯: ଦୁଇ ଯୁବକଙ୍କ ମଧ୍ୟରେ ମାଡ଼ଗୋଳ ପରେ କାନ କାମୁଡି ଛିଣ୍ଡାଇ ଦେଲା ଜଣେ ଯୁବକ । ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ କଳାପଥର ଗାଁରେ ଘଟିଛି ଏହି ଘଟଣା । ରାତିରେ ଗାଁ ଦାଣ୍ଡରେ ଲାଇଟ୍ ଲିଭାକୁ ନେଇ ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଜଣେ ଯୁବକ ଅନ୍ୟ ଜଣଙ୍କ କାନ କାମୁଡି ଛିଣ୍ଡେଇ ଦେଇଥିଲେ । କଳାପଥର ଗାଁର ଜିବର୍ଦ୍ଧନ ଗରିଆଙ୍କ କାନ ଛିଣ୍ଡି ଥିବା ବେଳେ ସେହି ଗାଁର ଦାଶରଥି […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଆର୍ଯ୍ୟନ୍‌ଙ୍କ ପାଇଁ ଦିୱାନୀ ହେଲେ ପାକିସ୍ତାନୀ ଅଭିନେତ୍ରୀ, ସୋସିଆଲ୍‌ ମିଡିଆରେ କଲେ ପ୍ରେମ ବର୍ଷା

ମୁମ୍ଵାଇ ୧୬।୦୯: ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ ଗତ ବର୍ଷ ଖୁବ୍‌ ଚର୍ଚ୍ଚାରେ ରହିଥିଲେ। କିନ୍ତୁ ବର୍ତ୍ତମାନ ସେ ସକରାତ୍ମକ କାରଣରୁ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ନିଜର ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ଆର୍ଯ୍ୟନଙ୍କ ପାଇଁ ଜଣେ ଅଭିନେତ୍ରୀ ଦିୱାନୀ ହୋଇଯାଇଛନ୍ତି। ସେ ସୋସିଆଲ ମିଡିଆରେ ଆର୍ଯ୍ୟନଙ୍କ ଉପରେ ପ୍ରେମ ବର୍ଷା କରିଛନ୍ତି । ତେବେ ଏହି ଅଭିନେତ୍ରୀ ହେଉଛନ୍ତି ସଜଲ ଅଲି। ସଜଲ ଅଲି ଜଣେ ପାକିସ୍ତାନୀ ଅଭିନେତ୍ରୀ । […]

ଅପରାଧ ରାଜ୍ୟ

କୀଟନାଶକ ପିଇ ଚାଷୀଙ୍କ ଆତ୍ମହତ୍ୟା ଘଟଣା: ଏବେ ବେସାହାରା ଜଗନ୍ନାଥଙ୍କ ପରିବାର

ଭୁବନ : ଋଣ ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଭୁବନ ଥାନା ପଳାଶପିଠିଆଗୋଡ଼ା ଗ୍ରାମର ଚାଷୀ ଜଗନ୍ନାଥ ମହାପାତ୍ର (୫୯)ଙ୍କ ପରିବାର ଏବେ ବେସାହାରା ହୋଇ ପଡ଼ିଛନ୍ତି। ଘରେ ଦୁଇ ବଢ଼ିଲା ଝିଅ। ପୁଅ ଗତ ବର୍ଷ +୨ ପାସ୍‌ କରି ଘରେ ଅଛନ୍ତି। ସେ କିପରି ଉଚ୍ଚଶିକ୍ଷା ଲାଭ କରିବେ ତାହା ଏବେ ଜଗନ୍ନାଥଙ୍କ ପତ୍ନୀଙ୍କ ଲାଗି ଚିନ୍ତାର ବଷୟ ହୋଇଛି। ସେହିପରି ବିଜ୍ଞାନରେ ସ୍ନାତକ ଶିକ୍ଷା ଶେଷ କରି ଘରେ ଥିବା […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ମଲ୍ଟିଫ୍ଲେକ୍ସ ଖୋଲିଲେ ଅଜୟ ଦେବଗନ୍‌, ଟାର୍ଗେଟ୍‌ ପରେ ଅଭିନେତାଙ୍କୁ ପ୍ରଶଂସା କଲେ କଙ୍ଗନା

ମୁମ୍ଵାଇ ୧୬।୦୯: ବଲିଉଡର କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରଣାୱତ୍‌। ସମସ୍ତ ସେଲିବ୍ରେଟମାନଙ୍କୁ ଟାର୍ଗେଟ କୁଇନ୍‌ ବର୍ତ୍ତମାନ ଅଜୟ ଦେବଗନଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ଅଜୟ ଅହମ୍ମଦାବାଦରେ ୪ଟି ସ୍କ୍ରିନ୍ ମଲ୍ଟିପ୍ଲେକ୍ସ ଖୋଲିଛନ୍ତି। ଏନେଇ ଏହି ଖବରକୁ ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶଙ୍କ ଦ୍ୱାରା ସେୟାର କରାଯାଇଛି । ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତରନଙ୍କ ସମାନ ଟ୍ୱିଟ୍ ସେୟାର କରି କଙ୍ଗନା ଲେଖିଛନ୍ତି, ଏହା ସବୁଠୁ ବଢିଆ ଉପାୟ। କାରଣ ଜଣେ ସୁପରଷ୍ଟାର ଏହି ରିସୋର୍ସକୁ ବ୍ୟବହାର କରିବା […]

ଅପରାଧ ରାଜ୍ୟ

ଦାଦନ ଚାଲାଣ ସନ୍ଦେହ: ଲଜରୁ ୮୦ ଲକ୍ଷ ଟଙ୍କା ଜବତ, ବାହାର ରାଜ୍ୟର ୭ ଜଣ ଅଟକ

ବଲାଙ୍ଗୀର/ କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୁଲିସ ଚଢ଼ାଉ କରି ୮୦ ଲକ୍ଷ ଟଙ୍କା ଜବତ କରିଥିବାର ଖବର ମିଳିଛି। ଏହାଛଡ଼ା ବାହାର ରାଜ୍ୟର ୭ ଜଣଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ସୂଚନା ଅନୁଯାୟୀ, ଗତକାଲି ରାତିରେ ବାହାର ରାଜ୍ୟର ୭ ଜଣ ଲୋକ କଣ୍ଟାବାଞ୍ଜି ସହରର ଏକ ଲଜରେ ଆସି ରହିଥିଲେ। ସେମାନେ ସାଙ୍ଗରେ ୮୦ ଲକ୍ଷ ଟଙ୍କା ଆଣିଥିଲେ। ସାଧାରଣତଃ ନୂଆଁଖାଇ ପରେପରେ ବାହାର ରାଜ୍ୟର ଦଲାଲ […]

ଅପରାଧ ରାଜ୍ୟ

ଲମତାପୁଟ ପୋଲିସକୁ ସଫଳତା, ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ ୧୬/୦୯: ପାର୍ବଣ ଋତୁ ଆରମ୍ଭ ଦେଖି ଗଞ୍ଜେଇ ମାଫିଆ ସକ୍ରିୟ । ବାହାର ରାଜ୍ୟରୁ ଛୁଟି ଆସୁଛନ୍ତି ଗଞ୍ଜେଇ ମାଫିଆ । ପୁଣି ଲମତାପୁଟ ପୋଲିସକୁ ବଡ ସଫଳତା । ବିଶେଷ ସୂତ୍ର ରୁ ଖବର ପାଇ ନନ୍ଦପୁର SDPO ଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ବଡକିଚୋବ ନଦୀ ଘାଟରୁ କାର ସହ ବିପୁଳ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଏହି ଗଞ୍ଜେଇ ଆନ୍ଧ୍ର ସୀମାନ୍ତବର୍ତୀ ଅଞ୍ଚଳରୁ ଡଙ୍ଗା ସାହାଯ୍ୟରେ ନଦୀ ପାର […]