ଦୁର୍ବୃତ୍ତଙ୍କ ଆକ୍ରମଣରେ ମାଲିକ ମୃତ, ଚୋରି କରିବାକୁ ଘରେ ପଶିଥିଲେ ଲୁଟେରା
ଯାଜପୁର ୨୭।୦୯ : ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକ ମୃତ। ଯାଜପୁର ବରୀ ବ୍ଲକ ଚଟୁମାରି ଗାଁରେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଆକ୍ରମଣର ଶିକାର ବିଶ୍ୱ ରଂଜନ ବିଶ୍ୱାଳଙ୍କ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ଭଅଁରା ପଞ୍ଚାୟତ ଚଟୁମାରି ଗାଁର ବିଶ୍ୱ ରଞ୍ଜନଙ୍କ ଘରେ ଚୋରି କରିବାକୁ ପଶିଥିଲେ। ବିଶ୍ୱ ଦୁର୍ବୃତ୍ତଙ୍କୁ […]