ଅପରାଧ ରାଜ୍ୟ

ରାଉରକେଲାରୁ ଅପହରଣ କରି ଛତିଶଗଡ଼ରେ ହତ୍ୟା: ୪ ଜଣ ଥାନାରେ ଅଟକ

ରାଉରକେଲା: ଯୁବତୀଙ୍କୁ ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଯୋଜନାବଦ୍ଧ ଭାବେ ଅପହରଣ କରି ତାଙ୍କୁ ଛତିଶଗଡ଼ର ରାୟଗଡ଼ରେ ହତ୍ୟା କରାଯାଇଛି। ପରେ ତାଙ୍କ ଶବକୁ ରାସ୍ତାପାର୍ଶ୍ବରେ ଛିଡା ହୋଇଥିବା କୋଇଲା ବୋ​ଝେଇ ଟ୍ରକ ଉପରେ ଫିଙ୍ଗି ଦିଆଯାଇଛି। ମୃତ ଯୁବକ ଜଣକ ହେ​ଲେ ଦେବଗଡ଼ ଜିଲ୍ଲା ହାତୀଶାଳସାହିର ଶ୍ରୀନିବାସ ରାଓ (୨୮)। ସେ ରାଉରକେଲା ଗୋପବନ୍ଧୁପାଲୀର ଏକ ଘର ଭଡା ନେଇ ରହୁଥିଲେ। ରାୟଗଡ ପୁଲିସର ସୂଚନା ଆଧାରରେ ଆଜି ପ୍ଲାଣ୍ଯସାଇଟ୍‌ ପୁଲିସର ସ୍ବତନ୍ତ୍ର […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ ୨୮/୦୯: ପିଏଫଆଇ ବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ଲାଗିଲା ପ୍ରତିବନ୍ଧକ । ଗୃହମନ୍ତ୍ରଳାୟ ୫ ବର୍ଷ ପାଇଁ ଏହି ସଂସ୍ଥା ବିରୋଧରେ ପ୍ରତିବନ୍ଧକ ଲଗାଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର । ସରକାରୀ ଗେଜେଟରେ ଏହା ପ୍ରକାଶ କରିଛନ୍ତି । PFI ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହା ପରେ ଗୃହ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି । PFI ଉପରେ […]

ଅପରାଧ ରାଜ୍ୟ

ପୁଣି ରୋଗୀଙ୍କ ଜୀବନ ସହ ଖେଳ: ଏସ୍‌ସିବି ପରିସର ଦୋକାନରେ ଏକ୍ସପାରି ଔଷଧ

କଟକ: କଟକ ବଡ଼ ଡାକ୍ତରଖାନାରେ ପୁଣି ରୋଗୀଙ୍କ ଜୀବନ ସହ ଖେଳ ଭଳି ଏକ ଉଦ୍‌ବେଗଜନକ ଘଟଣା ସାମ୍‌ନାକୁ ଆସିଛି। ଏସ୍‌ସିବି ପରିସରରେ ଥିବା କଲ୍ୟାଣୀ ମେଡିସିନ୍‌ ​​ଷ୍ଟୋର୍‌ରୁ ରୋଗୀ କିଣିଥିବା ଉଚ୍ଚ ରକ୍ତଚାପ ଔଷଧର ଏକ୍ସପାରି ଅବଧି ସରି ଯାଇଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ ଯେଉଁ ଉଚ୍ଚ ରକ୍ତଚାପ ଔଷଧ ଦିଆଯାଇଥିଲା, ତାହାର ଏକ୍ସପାରି ଅବଧି ଗତ ମାସରୁ ସରିଯାଇଥିଲା। ଏ ସଂପର୍କରେ ରୋଗୀ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ଏହାକୁ ନେଇ ହଟଚମଟ […]

ଅପରାଧ ରାଜ୍ୟ

ଜଗତପୁରରେ ହାତୀ ଉତ୍ପାତ: ୨ ଜଣଙ୍କର ମୃତ୍ୟୁ ପରେ ଆଉ ଦୁଇ ଗୁରୁତର, ଶିକ୍ଷାନୁଷ୍ଠାନ ବନ୍ଦ

କଟକ: ଜଗତପୁରରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବାର ତାଜା ଖବର ମିଳିଛି। ଦୁଇ ଗୁରୁତରଙ୍କୁ ବଡ଼ ମେଡକାଲକୁ ନିଆଯାଉଛି। ଏଣେ ନିମପୁର ଅଞ୍ଚଳରେ ପଶିଥିବା ହାତୀଟି କେତେକ କାର୍ ଓ ଘର ଭାଙ୍ଗି ଦେଇଥିବାର ସୂଚନା ମିଳିଛି। ତିନିଟି ହାତୀ ଜଗତପୁରରେ ଉପଦ୍ରବ ଜାରି ରଖିଥିବା କୁହାଯାଉଛି। ଏବେ ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ଅପରେସନ ଚାଲିଛି। ଏହି କାରଣରୁ ଜଗତପୁର ଗୋଲେଇ ଛକଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ […]

ଅପରାଧ ଦେଶ ବିଦେଶ

ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା : ୮ ମୃତ, ୨୦ରୁ ଅଧିକ ଆହତ

ଲକ୍ଷ୍ନୌ ୨୮।୦୯ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଖବର ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ ଶାରଦା ନଦୀ […]

ଅପରାଧ ରାଜ୍ୟ

ଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଓ ଦିଅର ଆହତ

ପାଟଣା ୨୮।୦୯ : କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡିରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଓ ଦିଅର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ନୁସୁରିପଶି ଗାଁର ସୋମବାରୀ ମୁଣ୍ଡା , ସ୍ୱାମୀ ଓ ଦିଅରଙ୍କ ଲୁନା ଯୋଗେ ଗାଁ ନିକଟରେ ଥିବା ବଇଦଙ୍କ ନିକଟକୁ ଯାଇଥିଲେ । କିଛି ଦିନ ଧରି ତାଙ୍କର […]

ଅପରାଧ ରାଜ୍ୟ

ସିସିଟିଭିରେ ଧରାପଡିଲେ ପାଣି ପାଇପ ଚୋର, ବନ୍ଧାହେଲେ ୩ ଅଭିଯୁକ୍ତ

ମାହାଙ୍ଗା ୨୮/୦୯: ମାହାଙ୍ଗା ଥାନା ଭଦ୍ରେଶ୍ୱର୍ ଫାଣ୍ଡି ନାହଂଗ ପଞ୍ଚାୟତରୁ ରବିବାର ବିଳମ୍ବିତ ରାତିରେ ପାଣି ପାଇପ୍ ଚୋରି ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଭଦ୍ରେଶ୍ୱର୍ ଫାଣ୍ଡି ଅଧିକାରୀ ପ୍ରିତିରଞ୍ଜନ ରାୟ ଅଞ୍ଚଳର ବିଭିନ୍ନ ସିସିଟିଭି କ୍ୟାମେରାକୁ ଯାଞ୍ଚ କରିଥିଲେ । ଯାଞ୍ଚରୁ ଜଣାପଡ଼ିଲା ପିକ୍ ଅପ୍ ଭ୍ୟାନରେ ଏହି ପାଇପ୍ ଚୋରା ଚାଲାଣ ହୋଇଛି । ଯାହାକୁ ନେଇ ଗାଡି ମାଲିକଙ୍କ ଘରେ ପୋଲିସ ପହଞ୍ଚି ବାରୁ ସବୁ ସତ ପଦାକୁ ଆସିଥିଲା । […]

ଅପରାଧ ରାଜ୍ୟ

ହାତୀ ଆକ୍ରମଣରେ ୨ ମୃତ: ଜଗତପୁରରେ ପଶିଲେ ଗଜରାଜ

କଟକ: ଜଗତପୁରରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ନିମପୁରରେ ଜଣେ ବୃଦ୍ଧ ଓ ଆଉ ଜଣେ ବୃଦ୍ଧାଙ୍କୁ ହାତୀ ଦଳି ଦେଇଥିବାର ସୂଚନା ମିଳିଛି। ଏହାପରେ ଜଗତପୁରରେ ହାତୀ ପଶିଯାଇଥିବାର ସୂଚନା ରହିଛି। ତେଣେ ଯୋବ୍ରା ଆନିକଟ ୧୪ ନମ୍ବର ଗେଟରେ ଏକ ହାତୀର ମୃତଦେହ ଲାଗିଥିବା ଦେଖାଯାଇଛି। ଉକ୍ତ ହାତୀଟି ନଦୀ ପାଣିରେ ଭାସିଆସିଥିବା ସନ୍ଦେହ କରାଯାଉଛି। Video Player 00:00 00:14 ଏବେ ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା […]

ଅପରାଧ ରାଜ୍ୟ

ମହଙ୍ଗା ପଡିଲା ଖବରୀ ସାଜିବା : ଫୋନ୍‌ କରି ଡାକିଲେ ପ୍ରେମୀଯୁଗଳ, ନିସ୍ତୁକ ପିଟିଲେ ଆଉ କାଟିଦେଲେ ନାକ

ଭୁବନେଶ୍ୱର ୨୭।୦୯ : ଖବରୀ ସାଜିବା ଜଣେ ଯୁବତୀଙ୍କୁ ପଡିଛି ମହଙ୍ଗା । ବାନ୍ଧବୀଙ୍କ ପୁରୁଷବନ୍ଧୁଙ୍କ ଖବରଅନ୍ତର ବାନ୍ଧବୀଙ୍କୁ ଜଣାଉଥିଲେ । ଶେଷରେ ବାନ୍ଧବୀ ପ୍ରେମିକ ସହ ମିଶି ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ପିଟିଲେ । ଶେଷରେ ତାଙ୍କ ନାକ କାଟିଦେଲେ । ଏଭଳି ଘଟଣା ଘଟିଛି ନୂଆପଲ୍ଲୀ ଥାନା ଏନ୍‌-୫ ପାର୍କ ସମ୍ମୁଖରେ । ଗୁରୁତର ଅବସ୍ଥାରେ ପୁଲିସ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି।ଆକ୍ରମଣକାରୀ ପ୍ରେମୀଯୁଗଳଙ୍କୁ ଗିରଫ କରିବା ପାଇଁ ପୁଲିସ ତନାଘନା […]

ଅପରାଧ ରାଜ୍ୟ

ସଡକ ଦୁର୍ଘଟଣାରେ ୧୭ ଗୋରୁ ମୃତ, ଦ୍ରୁତ ଗତିରେ ଆସି ଚଢାଇ ଚାଲିଗଲା ଗାଡି

ଝାରସୁଗୁଡା ୨୭/୦୯: ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣା ଯୋଗୁଁ ଆଜି ୧୭ ଗୋରୁଙ୍କ ମୃତ୍ୟୁ ହୋଇଛି । ଅଜଣା ଗାଡି ଧକ୍କା ଯୋଗୁଁ କୁଡାଲୋଇ ଛକରେ ୧୩ ଗୋରୁଙ୍କ ମୃତ୍ୟୁ ହୋଇଥିବାବେଳେ ଗୋଟିଏ ଗୋରୁ ଗୁରୁତର ଆହତ ହୋଇଛି । ଭାରୀଯାନଟି ରାଇଗଡ଼ ପଟୁ ଝାରସୁଗୁଡା ପଟକୁ ଦ୍ରୁତ ଗତିରେ ଯାଉଥିବାବେଳେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଦୁର୍ଘଟଣା ଘଟାଇ ଗାଡି ଫେରାର ମାରିଥିବାବେଳେ ଉତ୍ୟକ୍ତ […]