ଦେଶ ବିଦେଶ ମନୋରଞ୍ଜନ

ଚାଚା ଚୌଧୁରୀ କମିକ୍‌ରେ ଧମାଲ କରିବ ‘ଫୋନ୍‌ ଭୁତ୍‌’ , ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେଲା ଏକ୍ସେଲ ଏଣ୍ଟରଟେନମେଣ୍ଟ

ମୁମ୍ଵାଇ ୨୮।୧୦: ବଲିଉଡ୍‌ର ବାର୍ବିଡଲ୍‌ କ୍ୟାଟ୍ରିନା କୈଫ୍‌। ନଭେମ୍ବର ୪ରେ ରିଲିଜ୍‌ ହେବ ତାଙ୍କ ଫିଲ୍ମ ଫୋନ୍‌ ଭୁତ୍‌ । ବର୍ତ୍ତମାନ ଫିଲ୍ମର ପବଲିସିଟି ପାଇଁ ପ୍ରସିଦ୍ଧ କମିକ୍‌ ଚାଚା ଚୌଧୁରୀଙ୍କ ସହାୟତା ନିଆଯାଉଛି । ଫିଲ୍ମର ନିର୍ମାତା ଫରହାନ୍‌ ଅଖତର ଏବଂ ରିତେଶ ସିଦ୍ଧୱାନୀ ଡାଏମଣ୍ଡ ଟୁନ୍ସଙ୍କ ସହ ମିଶି ଫିଲ୍ମର ଚରିତ୍ରମାନଙ୍କ ଉପରେ ଏକ କମିକ୍‌ କାହାଣୀ କରିଛନ୍ତି। ଏଥିପାଇଁ ଫିଲ୍ମର ତିନୋଟି ପ୍ରମୁଖ ଚରିତ୍ର କ୍ୟାଟ୍ରିନା, ଇଶାନ ଏବଂ ସିଦ୍ଧାନ୍ତଙ୍କ କମିକ୍‌ ସ୍କେଚ୍‌ […]

ଦେଶ ବିଦେଶ ମନୋରଞ୍ଜନ

BCCIର ଏହି ନିଷ୍ପତ୍ତିକୁ ପ୍ରଶଂସା କଲେ ଶାହାରୁଖ, କହିଲେ-ଖେଳରେ ସମସ୍ତ ସମାନ

ମୁମ୍ଵାଇ ୨୮।୧୦୩: ବିସିସିଆଇ ସଚିବ ତଥା ସେକ୍ରେଟେରି ଜୟ ଶାହା ନିକଟରେ ବଡ ଘୋଷଣା କରିଛନ୍ତି । କ୍ରିକେଟ୍ ବୋର୍ଡ ନିଷ୍ପତ୍ତି ନେଇଛି ଯେ ମହିଳା କ୍ରିକେଟ୍‌ ଦଳର ଖେଳାଳିମାନେ ପୁରୁଷ କ୍ରିକେଟରଙ୍କ ପରି ସମାନ ଫି ପାଇବେ। ବିସିସିଆଇର ଏହି ନିଷ୍ପତ୍ତିରେ ସମସ୍ତେ ବହୁତ ଖୁସି ଅଛନ୍ତି । ଏହି ନିଷ୍ପତ୍ତିକୁ ନେଇ ସୋସିଆଲ୍‌ ମିଡିଆରେ ଖୁବ୍‌ ପ୍ରଶଂସା କରାଯାଉଛି । ବର୍ତ୍ତମାନ ଏହା ଉପରେ ଶାହାରୁଖ ମଧ୍ୟ ଏକ ପୋଷ୍ଟ ସେୟାର କରିଛନ୍ତି । […]

ଦେଶ ବିଦେଶ ମନୋରଞ୍ଜନ

ଫିଲ୍ମ ନିର୍ମାତା କମଲ ମିଶ୍ରା ଗିରଫ୍‌, ପତ୍ନୀଙ୍କ ଉପରେ ଚଢାଇ ଦେଇଥିଲେ କାର

ମୁମ୍ଵାଇ ୨୮।୧୦: ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ରା । କମଲଙ୍କ ପତ୍ନୀ (ଜସ୍ମିନ୍‌) କାରରେ ତାଙ୍କ ସ୍ଵାମୀଙ୍କୁ ଅନ୍ୟ ଏକ ମହିଳାଙ୍କ ସହ ରୋମାନ୍ସ କରୁଥିବାର ଦେଖିଥିଲେ। ଏହାକୁ ରୋକିବାକୁ ଚେଷ୍ଟା କରିବାରୁ କମଲ ତାଙ୍କ ପତ୍ନୀଙ୍କ ଉପରେ କାର ଚଢାଇ ଦେଇଥିଲେ । ଗୁରୁବାର ଦିନ ତାଙ୍କ ପତ୍ନୀ ଅଭିଯୋଗ କରିବା ପରେ ତାଙ୍କୁ ପଚରାଉଚରା ପାଇଁ ମୁମ୍ବାଇର ପୋଲିସ ଷ୍ଟେସନକୁ ଅଣାଯାଇଥିଲା। ଏହାକୁ କେନ୍ଦ୍ର କରି ମୁମ୍ବାଇ ପୋଲିସ ଗିରଫ କରିଛି। ୧୯ […]

ଦେଶ ବିଦେଶ ମନୋରଞ୍ଜନ

ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶିବ କୁମାର ଖୁରାନାଙ୍କ ଦେହାନ୍ତ, ୭୦-୮୦ ଦଶକରେ ଦେଇଛନ୍ତି ଅନେକ ହିଟ୍‌ ଫିଲ୍ମ

ମୁମ୍ଵାଇ ୨୮।୧୦: ସିନେମା ଜଗତରୁ ଲଗାତାର ଦୁଃଖଦ ଖବର ସାମ୍ନାକୁ ଆସୁଛି। ୧୯୭୦-୮୦ ଦଶକରେ ଅନେକ ହିଟ୍‌ ଫିଲ୍ମ ନିର୍ମାଣ କରିଥିବା ଶିବ କୁମାର ଖୁରାନାଙ୍କ ଦେହାନ୍ତ ହୋଇଛି। ୮୩ ବର୍ଷ ବୟସରେ ସେ ଅଲବିଦା କହିଛନ୍ତି । ଅଧିକ ବୟସ ହୋଇଯାଇଥିବାରୁ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ବ୍ରହ୍ମାକୁମାରୀ ଗ୍ଲୋବାଲ ହସ୍ପିଟାଲରେ ଶିବ କୁମାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁରେ ବିନ୍ଦୁ ଦାରା ସିଂ ମଧ୍ୟ ଏକ ଟୁଇଟ୍‌ରେ ଶିବ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି […]

ଅପରାଧ ରାଜ୍ୟ

ଦୁଇ ଛୁଆଙ୍କୁ ଛାଡ଼ି ପ୍ରେମିକ ସହ ପଳାଇଲା ମାଆ

ଜଳେଶ୍ବର: ପ୍ରେମରେ ଅନ୍ଧ ହୋଇ ଜଣେ ୩୦ ବର୍ଷ ବୟସର ମହିଳା ନିଜର ଦୁଇ ଛୁଆଙ୍କୁ ଛାଡ଼ି ନିଜଠାରୁ ୧୨ ବର୍ଷ ସାନ ଜଣେ ଯୁବକଙ୍କ ସହ ପଳାଇଥିଲେ। ତେବେ ଉଭୟଙ୍କ ପରିବାର ଲୋକ ଏ କଥା ଜାଣିବା ପରେ ଦୁହିଁଙ୍କୁ ଠାବ କରି ଘରକୁ ଫେରାଇ ଆଣିଛନ୍ତି। ଜଳେଶ୍ବର ଥାନା ଅଞ୍ଚଳର ଏହି ମହିଳାଙ୍କ ସ୍ବାମୀ ମହାରାଷ୍ଟ୍ରରେ ଚାକିରି କରନ୍ତି। ତାଙ୍କର ୮ ବର୍ଷର ଗୋଟିଏ ପୁଅ ଓ ୪ ବର୍ଷର ଝିଅଟିଏ ଅଛି। ପୁଅଝିଅଙ୍କୁ […]

ଅପରାଧ ଦେଶ ବିଦେଶ

ଇରାନରେ ହିଜାବ ବିରୋଧୀ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଲେ ସୁରକ୍ଷାକର୍ମୀ; ୮ ମୃତ୍ୟୁ ନେଇ ଆମନେଷ୍ଟି ଇଣ୍ଟରନ୍ୟାସନାଲର ସୂଚନା

ତେହେରାନ: ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଜାରି ରହିଛି। ଏହାରି ଭିତରେ ଇରାନ ସରକାରଙ୍କର ହିଟଲର ଶାସନ ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନଙ୍କ ଉପରେ ଗୁଳି ଚଳାଇଛନ୍ତି ଇରାନ ସୁରକ୍ଷା କର୍ମୀ। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିକ୍ଷୋଭ ଦମନ କରିବା ପାଇଁ ବୁଧବାର ରାତିରେ ଇରାନ ସରକାର ବନ୍ଧୁକ ଗୁଳିରେ ଲୋକଙ୍କୁ ହତ୍ୟା କରିଥିବା ମାନବ ଅଧିକାର ଏନଜିଓ ଅମନେଷ୍ଟ ଇଣ୍ଟରନ୍ୟାସନାଲ କହିଛି। ଏପର୍ଯ୍ୟନ୍ତ ୮ ଜଣଙ୍କୁ ହତ୍ୟା କରାଯାଇଥିବା ଅମନେଷ୍ଟି ଅନ୍ତର୍ଜାତୀୟ […]

ଅପରାଧ ରାଜ୍ୟ

ସାମ୍ବାଦିକଙ୍କୁ ମାଓବାଦୀଙ୍କ ହତ୍ୟା ଧମକ, ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ !

କଳାହାଣ୍ଡି ୨୮/୧୦: ନର୍ଲା ସାମ୍ବାଦିକଙ୍କୁ ମାଓବାଦୀଙ୍କ ହତ୍ୟା ଧମକ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାମଚାଗିରି କରି ଜନସାଧାରଣଙ୍କୁ ହଇରାଣ କରୁଥିବା ଅଭିଯୋଗରେ ଏହି ହତ୍ୟା ଧମକ ଦେଇଛନ୍ତି ମାଓବାଦୀ । ଏନେଇ ମାଓବାଦୀମାନେ ଜାରି କରିଛନ୍ତି ପୋଷ୍ଟର । କଳାହାଣ୍ଡି ନର୍ଲା ବ୍ଲକ୍ ମାଣ୍ଡେଲ୍ ଗ୍ରାମ ପଞ୍ଚାୟତ ସ୍ଥିତ ଅସୁରଗଡର ଏକ ବରଗଛରେ ଗୁରୁବାର ରାତିରେ ଖବର ଲାଗିଛି ଏହି ପୋଷ୍ଟର । ଏହି ପୋଷ୍ଟରରେ ମାଓବାଦୀ ମାନେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେବାପାଇଁ […]

ଅପରାଧ ରାଜ୍ୟ

ଜୀବନ ହାରିଲେ ପୋଲିସ କର୍ମଚାରୀ, ବେକରେ ଦଉଡି ଲଗାଇ ଝୁଲିପଡିଲେ

ଭୁବନେଶ୍ୱର ୨୮/୧୦: ରାଜଧାନୀରେ ପୁଣି ଆଉ ଏକ ଆତ୍ମହତ୍ୟା । ଜୀବନ ହାରିଲେ ଜଣେ ସରକାରୀ କର୍ମଚାରୀ । ଘର ଭିତରୁ ସରକାରୀ କର୍ଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି କୃଷ୍ଣଚନ୍ଦ୍ର ଶତପଥୀ । ନୟାପଲ୍ଲୀ ଥାନା ଅନ୍ତର୍ଗତ ରେଣ୍ଟାଲ କଲୋନୀରେ ରହୁଥିଲେ କୃଷ୍ଣଚନ୍ଦ୍ର । ତେବେ ନିଜ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କୃଷ୍ଣଚନ୍ଦ୍ର ପୋଲିସ ବିଭାଗ SSBର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଏକାସାଙ୍ଗେ ୬ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର ୨୮।୧୦: ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଭୁବନେଶ୍ୱର RWSS ଅତିରିକ୍ତ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଖୋର୍ଦ୍ଧା, ଭୁବନେଶ୍ୱର, ସମ୍ବଲପୁର, ବରଗଡ଼ ଆଦି ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଏହି ଚଢାଉରେ ତାଙ୍କ ବାସଭବନ , ଅଫିସ ଏବଂ ସଂପର୍କୀୟଙ୍କ ଘର ସାମିଲ […]

ଅପରାଧ ରାଜ୍ୟ

ମାତିଲେ ଦୁର୍ବୃତ୍ତ, ଗାଁରେ ସିରିଜ ଚୋରି: ଏକା ସମୟରେ ୬ଟି ପରିବାରର ଦୁଆର ତାଡି ଲୁଟ୍

ସୋରୋ ୨୮/୧୦: ଗୋଟିଏ ଗ୍ରାମରେ ସିରିଜ ଚୋରି । ବାଲେଶ୍ଵର ଜିଲ୍ଲା ଖଇରା ଥାନା ରୁଢ଼ିଙ୍ଗିଆ ଗ୍ରାମର ଗତକାଲି ବିଳମ୍ବିତ ରାତିରେ ଗ୍ରାମରେ ୬ ଟି ପରିବାର ଘରେ ୧୫ରୁ ଅଧିକ ଚୋର ଘରର ଦୁଆର ତାଡି ଚୋରି କରିନେଇଥିବା ନେଇ ଅଭିଯୋଗ । ଗ୍ରାମର ଗତକାଲି ବିଳମ୍ବିତ ରାତିରେ ରାଜୁ ନାୟକ, ବାସନ୍ତି ବରାଳ, କୈଳାସ ବରାଳ, ପ୍ରଫୁଲ୍ଲ ଘଡେଇ, ଶିବ ଘଡେଇ, ମହିନ୍ଦ୍ର ବରାଳଙ୍କର ଘରେ ଚୋରି ହୋଇଥିବା ନେଇ ଦେଖିବାକୁ ମିଳିଛି । […]