କେବେ ଦୂର ହେବ ଦାଦନ ଦୁଃଖ ?
ବରଗଡ଼: ଉପନିର୍ବାଚନ ହାୱାରେ ପଦ୍ମପୁର ନିର୍ବାଚନମଣ୍ଡଳୀ ତାତୁଛି। ଏହି ବ୍ଲକ୍ର ଗୁଡ଼ାଏ ସମସ୍ୟା ଦଶନ୍ଧି ଦଶନ୍ଧି ହେଲା ଅଣଦେଖା ହୋଇ ରହିଛି। ଚାଷ ଓ ଚାଷୀ ସମସ୍ୟା ଏଠାରେ ନିତିଦିନିଆ। ଧାନର ଅଭାବୀ ବିକ୍ରି ସମସ୍ୟା ସର୍ବାଧିକ ଏହି ଇଲାକାରେ ଦୃଶ୍ୟମାନ ହୁଏ। ଅନ୍ୟତମ ବଡ଼ ସମସ୍ୟା ହେଲା ଦାଦନ ଦୁଃଖ। ପଦ୍ମପୁର ନିର୍ବାଚନମଣ୍ଡଳୀର ତିନୋଟି ଯାକ ବ୍ଲକ୍ ପାଇକମାଳ, ଝାରବନ୍ଧ, ପଦ୍ମପୁର ଦାଦନ ପ୍ରବଣ ବ୍ଲକ୍ ସୂଚୀରେ ରହିଛି। ଏଠାରୁ ଜିଲ୍ଲାର ୯୦ ପ୍ରତିଶତ ଦାଦନ […]









