ED ଅଫିସରେ ଅର୍ଚ୍ଚନାଙ୍କ କାର୍, ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ଭୁବନେଶ୍ୱର ୨୦।୧୧ : ED ଅଫିସରେ ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍। ଭୁବନେଶ୍ବର ED ଅଫିସ ପରିସରକୁ ନିଆଗଲା ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍। ଶନିବାର ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍ ଜବତ କରିଥିଲା ଇଡି । ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର ନମ୍ବର ପ୍ଲେଟ ଗାଡି ଭିତରୁ ଠାବ ହୋଇଛି । ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କର ଏଣ୍ଡେଭର କାରକୁ ନେଇ ଇଡି ଖୋଳତାଡ ଜାରି ରଖିଛି। ଏହି ଏଣ୍ଡେଭର କାର […]









