ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାକିସ୍ତାନ ସେନାର ନୂଆ ‘BOSS’, ବାଜଓ୍ୱାଙ୍କ ସ୍ଥାନ ନେବେ ମୁନିର

ନୂଆଦିଲ୍ଲୀ ୨୪।୧୧: ବାଜଓ୍ୱାଙ୍କ ସ୍ଥାନ ନେବେ ମୁନିର । ପାକିସ୍ତାନର ସେନା ମୁଖ୍ୟ ଜେନେରାଲ୍‌ ବାଜଓ୍ୱାଙ୍କ ସ୍ଥାନ ନେବେ ଜେନେରାଲ ଅସୀମ୍‌ ମୁନିର୍‌ । ପାକିସ୍ତାନ ସେନାର ସାଜିବେ ନୂଆ କମାଣ୍ଡର । ଏନେଇ ପ୍ରଧାନମନ୍ତ୍ରୀ ଶହବାଜ୍‌ ସରିଫ୍‌ ଘୋଷଣା କରିଛନ୍ତି । ତେବେ ପାକିସ୍ତାନର ସେନା ମୁଖ୍ୟ ରେସ୍‌ରେ ଅନେକ ନାମ ସାମିଲ ଥିଲା । କିନ୍ତୁ ପାକିସ୍ତାନ ସରକାରୀ ଜେନେରାଲ୍‌ ମୁନିରଙ୍କୁ ଏହି ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ମୁନିର ପାକିସ୍ତାନର […]

ଅପରାଧ ରାଜ୍ୟ

ମାଓବାଦୀଙ୍କ ମାରଣାସ୍ତ୍ର, ବିସ୍ଫୋରକ ଜବତ: ୭୫ପ୍ରକାର ସାମଗ୍ରୀ ଜବତ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ସୁରକ୍ଷା କର୍ମୀଙ୍କ ଉପରେ ହମ୍‌ଲା କରିବାକୁ ମାଓବାଦୀ ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିସ୍ଫୋରକ ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଏସ୍‌ପି ନୀତୀଶ ୱାଧୱାନୀଙ୍କ ସୂଚନା ଅନୁସାରେ, ଗୋଟିଏ ଏସ୍‌ବିଏମ୍‌ଏଲ୍‌ ବନ୍ଧୁକ, ରାଇଫଲ ମାଉଣ୍ଟ ଟେଲିସ୍କୋପ୍‌, ଗୋଟିଏ ଦେଶୀ ବନ୍ଧୁକ, ତିନୋଟି ଲେଖାଏଁ ୭କିଲୋ, ୫କିଲୋ ଏବଂ ୩କିଲୋ ଓଜନର ଟିଫିନ ବୋମା, ଷ୍ଟିଲ ବକ୍ସରେ ଗୋଟିଏ ଅଢ଼େଇ କିଲୋ ଓଜନର ବୋମା, ଦେଢ଼ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହରିଶଙ୍କର ପାହାଡରେ ପୋଲିସ-ମାଓ ମୁହାଁମୁହିଁ, ମାଓ କ୍ୟାଡର ମୃତ

ବଲାଙ୍ଗୀର୨୪/୧୧: ବଲାଙ୍ଗୀରରେ ପୋଲିସ ମାଓବାଦୀ ଗୁଳିବନିମୟ । ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼ରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ମାଓବାଦୀ । ତେବେ ଏହି ଘଟଣାରେ ଜଣେ ମାଓ କ୍ୟାଡ଼ରର ମୃତ୍ୟ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏହା ପରେ ଘଟଣା ସ୍ଥଳରେ କମ୍ବିଂକୁ ଜୋରଦାର କରାଯାଇଛି । ସୂଚନା ଥାଉକି, ହରିଶଙ୍କରରେ ମାଓ ଗତିବିଧି ନେଇ ମିଳିଥିଲା ସୂଚନା । ଫଳରେ ଏହାର ଫାଇଦା ନେଇ ପୋଲିସ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲା । ଏହି […]

ଅପରାଧ ରାଜ୍ୟ

ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ! ବାପାଙ୍କୁ ପିଟି ପିଟି ମାରିଦେଲେ ପୁଅ-ଝିଅ-ସ୍ତ୍ରୀ

ଚାନ୍ଦବାଲି ୨୪।୧୧ : ବାପାକୁ ପିଟି ପିଟି ମାରିଦେଲେ ପୁଅ-ଝିଅ ଏବଂ ସ୍ତ୍ରୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୁରୀହାଟ ଥାନା ଦୌଲତପୁର ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିଙ୍କ ନାମ ବାବୁଆ ଦାସ ବୋଲି ଜଣାପଡିଛି । ଖବର ଅନୁଯାୟୀ, ବାବୁଆ ଦାସ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହୋଇଥାଏ l ଅନେକ ସମୟରେ ବାବୁଆଙ୍କ ସ୍ତ୍ରୀ ବାବୁଆଙ୍କ ପାଖରେ ନରହି ବାପ ଘରକୁ ଚାଲିଯାଆନ୍ତି । […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସାନଘାଗରା ନେଚର କ୍ୟାମ୍ପ

କେନ୍ଦୁଝର: ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) ଦ୍ୱାରା ପରିଚାଳିତ ସାନଘାଗରା ନେଚର୍ କ୍ୟାମ୍ପରେ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା କଟକଣା ଯୋଗୁଁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ପର୍ଯ୍ୟଟକଙ୍କ ଆସିବା ବନ୍ଦ ଥିଲା। ଏବେ କଟକଣା ହଟିବା ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ କେନ୍ଦୁଝର ଆସୁଛନ୍ତି। ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୬ କିଲୋମିଟର ଦୂର ଅଞ୍ଜରଠାରେ ଜାତୀୟ ରାଜପଥ ୪୯ ପାର୍ଶ୍ବରେ ୨.୫ […]

ଅପରାଧ ରାଜ୍ୟ

ଆମ ଅଞ୍ଚଳରେ ବଢୁଛି ଚୋରି, ପୋଲିସ ଥାଇ ବି ଚୁପ୍‌ ; ଥାନା ସମ୍ମୁଖରେ ବ୍ୟବସାୟୀ ସଂଘର ଏପରି ଅଭିଯୋଗ

ବିନିକା ୨୪।୨୨ : ଉଲୁଣ୍ଡା ଥାନା ସମ୍ମୁଖରେ ବ୍ୟବସାୟୀ ସଂଘ ପକ୍ଷରୁ ଧାରଣା । ସୋନପୁର ଜିଲ୍ଲା ଉଲୁଣ୍ଜା ବ୍ଲକ ସଦର ମହକୁମାରେ ଦିନକୁ ଦିନ ଚୋରି ଘଟଣା ବଢିବାର ପ୍ରତିବାଦ କରି ଧାରଣା । ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି ପୋଲିସ । ଖବର ଅନୁଯାୟୀ, ଉଲୁଣ୍ଡା ସଦର ମହକୁମାରେ ବାରମ୍ବାରରେ ଚୋରି କାମ ବଢିଚାଲିଛି । ଏପରିକି ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଗୁରୁବାର ଦିନ ଉଲୁଣ୍ଡା ସଦର ମହକୁମାରେ ୧୨ ଘଣ୍ଟିଆ ଦୋକାନ, ବଜାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୀତକାଳୀନ ଅଧିବେଶନ : ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ, ୫ଟା ଯାଏଁ ମୁଲତବୀ

ଭୁବନେଶ୍ୱର ୨୪।୧୧ : ବିଧାନସଭା ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଗୃହ କାର୍ଯ୍ୟ ପ୍ରାରମ୍ଭର ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଆଗତ ହୋଇଛି ଶୋକ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଆଇ(ଏମ) ନେତା ଲକ୍ଷଣ ମୁଣ୍ଡା ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ତେବେ ପୂର୍ବତନ ମନ୍ତ୍ରୀ ତଥା […]

ଅପରାଧ ରାଜ୍ୟ

ଢୋଲ ଭିତରେ ମୂଷା! ଜାଲ୍‌ ସାର୍ଟିଫିକେଟ ପ୍ରସ୍ତୁତ କରି ବୋର୍ଡ କର୍ମଚାରୀ ଗିରଫ

କଟକ: ‌ଢୋଲ ଭିତରେ ମୂଷା! ଜାଲ୍‌ ସାର୍ଟିଫିକେଟ ପ୍ରସ୍ତୁତ କରି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ଗିରଫ କର୍ମଚାରୀ ହେଉଛନ୍ତି ଜମାଦାର ଭ୍ରମରବର ନାଏକ। ଓଏସ୍‌ଏସ୍‌ଟିଇଟି(ଓଡିଶା ସେକେଣ୍ଡାରୀ ସ୍କୁଲ୍‌ ଶିକ୍ଷକ ଯୋଗ୍ୟତା ପରୀକ୍ଷା)ର ଜାଲ୍‌ ସାର୍ଟିଫିକେଟ୍ ପ୍ରସ୍ତୁତ କରୁଥିବା ନେଇ ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଛି। ଆଠଗଡ଼ସ୍ଥିତ ତାଙ୍କ ଘରୁ ପୁଲିସ ଜାଲ୍ ସାର୍ଟିଫିକେଟ ଏବଂ ବୋର୍ଡ ସମ୍ପାଦକଙ୍କ ଜାଲ୍‌ ଦସ୍ତଖତ ଓ ସିଲ୍ ଇତ୍ୟାଦି ମଧ୍ୟ ଜବତ କରିଛି। […]

ଅପରାଧ ରାଜ୍ୟ

ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ, ହଷ୍ଟେଲରେ ପଶି ମାରିଲେ ମାଡ

ସମ୍ୱଲପୁର ୨୪/୧୧: ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ । ଭିସୁଟର ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ର ଜଣକ ଥାନାରେ ଅଭିଯୋଗ କଲା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଛାତ୍ର ଜଣକ ନିଜ ହଷ୍ଟେଲ ରୁମରେ ଶୋଇଥିବାବେଳେ କିଛି ଚତୁର୍ଥ ବର୍ଷ ବା ଶେଷ ବର୍ଷର ଛାତ୍ର ହଷ୍ଟେଲ ରୁମରେ ପଶି ଆସି ରାଗିଂ କରିବା […]

ଅପରାଧ ରାଜ୍ୟ

ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହି ବସ୍‌, ଆରୋହୀ ମୃତ

ଜଗତସିଂହପୁର ୨୪।୧୧: ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହି ବସ୍‌ । ଜଗତସିଂହପୁର ଜିଲ୍ଲା ମୁଣ୍ଡାଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ବାଇକ ଆରୋହୀ ସ୍ଥାନୀୟ ଖଇରା ଗାଁର ବ୍ରଜେସ ରୋସନ ରାୟ ବୋଲି ଜଣାପଡିଛି । ସେପଟେ ଦୁର୍ଘଟଣା ଘଟାଇଥିବା ବସ ଚାଳକ ବସ ସହ ନାଉଗାଁ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା […]