ଫିଫା ବିଶ୍ବକପରେ ବେଲଜିୟମର ପରାଜୟ ପରେ ହିଂସା, ରାଜଧାନୀର ବିଭିନ୍ନ ସ୍ଥାନରେ ଫ୍ୟାନ୍ସଙ୍କ ପୋଡ଼ାଜଳା
ନୂଆଦିଲ୍ଲୀ: ଫିଫା ଫୁଟବଲ ବିଶ୍ବକପରେ ବେଲଜିୟମର ପରାଜୟ । ମରକ୍କୋ ଠାରୁ ହାରି ପରେ ବେଲଜିୟମରେ ହିଂସା । ଫୁଟବଲ ପ୍ରେମୀ ଭିଡ଼ ଭିତରେ ଗାଡ଼ି ଗୁଡ଼ିକୁ ନିଆଁ ଲଗାଇ ଦେଇଛନ୍ତି । ବେଲଜିୟମର ରାଜଧାନୀ ବ୍ରସେଲ୍ସର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଦେଖିବାକୁ ମିଳିଛି । କତରରେ ଚାଲିଛି ଫିଫା ଫୁଟବଲ ମହାକୁମ୍ଭ । ଟାଇଟଲ ଜିତିବାକୁ ଜୋରାଦାର ପ୍ରୟାସ ଜାରି ରଖିଛନ୍ତି ବିଭିନ୍ନ ଟିମ୍ । ରବିବାର ଦିନ ଖେଳାଯାଉଥିବା ମ୍ୟାଚ୍ରେ ମରକ୍କୋ ଠାରୁ ବେଲଜିୟମ […]









