ରାଜ୍ୟ ସ୍ପେଶାଲ ରିପୋର୍ଟ

ବନ୍ଧୁଗାଁରେ ବୁଲୁଛି ମହାବଳ ବାଘ, କ୍ୟାମେରାରେ କଏଦ ହେଲା ଚିତ୍ର

କୋରାପୁଟ ୩୦।୧୧ : କୋରାପୁଟ ସୀମାନ୍ତ ବନ୍ଧୁଗାଁରେ ବୁଲୁଛି ମହାବଳ ବାଘ। ବନ୍ଧୁଗାଁ ବ୍ଲକ୍ ର ଝାଙ୍କିରିକାରିଲି ଗାଁ ପାହାଡ଼ରେ ମହାବଳ ମାତିଥିବା ସ୍ପଷ୍ଟ ହୋଇଛି। କ୍ୟାମେରାରେ କଏଦ୍ ହୋଇଛି ମହାବଳ ବାଘ ବୁଲୁଥିବାର ଭିଡିଓ। ଖବର ଅନୁଯାୟୀ, ରାତିରେ ମହାବଳ ବାଘ ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଛି। ନିକଟରେ ଆନ୍ଧ୍ର ସୀମାନ୍ତରେ ମହାବଳ ବାଘ ଏକ ଛେଳି କୁ ମାରି ଖାଇଥିବା ଘଟଣା ସାମ୍ନାକୁ ଆସିଥିଲା। ସେହି ମହାବଳ ବାଘ ହିଁ ଓଡ଼ିଶା ସୀମାନ୍ତରେ ଝାଙ୍କିରିକାରିଲି […]

ରାଜ୍ୟ

ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବର୍ଷକର ଅମଳ

ଆଠମଲ୍ଲିକ ୩୦।୧୧ : ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନଏସି ଅନ୍ତର୍ଗତ ବରଙ୍ଗା ସାହିର ଭାଗଚାଷୀ ଝାଟୁ ସାହୁଙ୍କ ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛି । ଖବର ଅନୁଯାୟୀ, ଆଠମଲ୍ଲିକ ଏନଏସି ଅନ୍ତର୍ଗତ ବରଙ୍ଗା ସାହିର ଭାଗଚାଷୀ ଝାଟୁ ସାହୁଙ୍କ ଧାନ ଖଳାରେ ବୁଧବାର ସକାଳେ ହଠାତ୍ ନିଆଁ ଲାଗିଯାଇଥିଲା। ଝାଟୁ ସାହୁ ଧାନ ଖଳାରୁ ଧୂଆଁ […]

ଅପରାଧ ରାଜ୍ୟ

ବଢିବ ଅଡୁଆ, ଇଡିରେ ହାଜର ହୋଇପାରନ୍ତି ନାଗ ଦମ୍ପତ୍ତି

ଭୁବନେଶ୍ୱର ୩୦।୧୧ : ବଢିବ ଅଡୁଆ । ଆଜି ଇଡିରେ ହାଜର ହୋଇପାରନ୍ତି ଅର୍ଚ୍ଚନା ଓ ଜଗବନ୍ଧୁ । କୋର୍ଟରେ ହଜାର ପରେ ଉଭୟଙ୍କୁ ରିମାଣ୍ଡରେ ଆଣିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୦ ଦିନ ପାଇଁ ରିମାଣ୍ଡରେ ଆଣି ପଚରାଉଚରା କରିପାରେ ଇଡି । ତେବେ ବର୍ତ୍ତମାନ ସୁଦ୍ଧା ଖଗେଶ୍ବର, ଶ୍ରଦ୍ଧାଞ୍ଜଳି,ଅକ୍ଷୟ ପରିଜା, ଚନ୍ଦନ ଏବଂ ପ୍ରମୋଦ ସ୍ୱାଇଁଙ୍କୁ ଜେରା କରିସାରିଛି ଇଡି । ଖବର ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର କଳାସାମ୍ରାଜ୍ୟରେ ବ୍ୟବହୃତ କଳା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୁବନେଶ୍ବରରେ ଶିଳ୍ପ ମହାକୁମ୍ଭ : ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍, ଫୋକସରେ ୭ଟି ପ୍ରମୁଖ ସେକ୍ଟର

ଭୁବନେଶ୍ୱର ୩୦।୧୧: ଆଜିଠୁ ଭୁବନେଶ୍ବରରେ ଶିଳ୍ପ ମହାକୁମ୍ଭ । ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍। ଭୁବନେଶ୍ବର ଜନତା ମଇଦାନରେ ଏକାଠି ହେବେ ଦେଶର ଜଣାଶୁଣା ଶିଳ୍ପପତି। ଏକାଠି ହେବେ ଶିଳ୍ପପତି ଓ ରାଜ୍ୟ ସରକାର। ଶିଳ୍ପ ସମୃଦ୍ଧ ଓଡ଼ିଶାର ତିଆରି ହେବ ନକ୍ସା। ଏଥିପାଇଁ ଭୁବନେଶ୍ବର ଜନତା ମଇଦାନରରେ ବ୍ୟାପକ ଆୟୋଜନ କରାଯାଇଛି। ତେବେ ଚଳିତ ବର୍ଷ ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ରେ ଫୋକସରେ ଅଛି ୭ ଟି ପ୍ରମୁଖ ସେକ୍ଟର। । ମେଟାଲ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜୋର ଧରିଲା ତାଳଚେରକୁ ଜିଲ୍ଲା ଘୋଷଣା ଦାବି, ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଅନୁଗୁଳ ୨୮।୧୧ : ଜୋର ଧରିଲା ତାଳଚେରକୁ ଜିଲ୍ଲା ଘୋଷଣା ଦାବି । ପାଲଲହଡ଼ା ଏବଂ ତାଳଚେର ଉପଖଣ୍ଡକୁ ନେଇ ତାଳଚେରକୁ ଜିଲ୍ଲା ଘୋଷଣା କରାଯାଉ। ଯଦି ଏହି ଦାବି ପୂରଣ ନହୁଏ । ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶାସନକୁ ଚେତାବନୀ ଦିଆଯାଇଛି । ଖବର ଅନୁଯାୟୀ, ୧୯୯୩ ମସିହାରୁ ତାଳଚେରକୁ ଜିଲ୍ଲା ଘୋଷଣା କରିବା ଦାବି ହୋଇଆସୁଛି । ଏହାସହିତ ପାଲଲହଡ଼ା ନଗିରା ଉପାନ୍ତ ଅଞ୍ଚଳରୁ […]

ଅପରାଧ ରାଜ୍ୟ

କପି ଚେକ୍‌ ବାହାନାରେ ଅସଦାଚରଣ, ବିଦ୍ୟାଳୟ ସମ୍ମୁଖରେ ବିଶାଳ ଧାରଣା

ଭୁବନେଶ୍ୱର ୨୮। ୧୧ : ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା । କପି ଯାଞ୍ଚ କରିବା ବାହାନାରେ ଛାତ୍ରୀଙ୍କୁ ଅସଦାଚରଣର ଅଭିଯୋଗ ନେଇ ଧାରଣା । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାଲିଆକାଟେଣୀ ବଂଶୀଧର ସରକାରୀ ହାଇସ୍କଲରେ ଘଟିଛି ଏପରି ଘଟଣା । ଖବର ଅନୁଯାୟୀ, ଏବେ ଚାରିଆଡେ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ଚାଲିଛି । ସଦର ବ୍ଲକ ଭାଲିଆବୋଲକାଟେଣୀ ବଂଶୀଧର ସରକାରୀ ହାଇସ୍କୁଲରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ପ୍ରବେଶ କରୁଥିଲେ । ଏହି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଲାଲ୍‌ ନୁହେଁ, ଖାଆନ୍ତୁ ଗ୍ରୀନ୍‌ ଟମାଟୋ, ଦୂରେଇ ଯିବ ଏହି ୩ଟି ସମସ୍ୟା

ନୂଆଦିଲ୍ଲୀ ୨୮।୧୧: ଲାଲ୍ ଟମାଟୋ ଏପରି ଏକ ପନିପରିବା । ଯାହା ଆମେ ଆମ ରୋଷେଇ ଘରେ ବ୍ୟବହୃତ କରୁ। ଏହା ଏକ ଘରୋଇ ରେସିପି ହେଉ କିମ୍ବା ବଜାରରେ ଫାଷ୍ଟଫୁଡ୍, ଏହା ବିନା ଖାଇବା ପ୍ରସ୍ତୁତ କରିବା ଅସମ୍ପୂର୍ଣ୍ଣ ମନେହୁଏ। ଲାଲ୍ ଟମାଟୋକୁ ସୁପ୍ ଏବଂ ସସ୍ ରେ ମଧ୍ୟ ବ୍ୟବହାର କରାଯା। କିନ୍ତୁ ଆପଣ କେବେ ସବୁଜ ଟମାଟୋ ଖାଇଛନ୍ତି ? ଯଦି ଆପଣ ଏହାର ଫାଇଦା ଜାଣିଛନ୍ତି, ତେବେ ଆପଣ ଏହାକୁ ‘ନା’ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡିଶାରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ, ଖପ୍ପା ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ୨୮।୧୧ : ଓଡିଶାରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ମାମଲା । ଆନ୍ଦୋଳନ ପ୍ରତ୍ୟାହାର ନକରିବାରୁ ଖପ୍ପା ହେଲେ ସୁପ୍ରିମକୋର୍ଟ । ଆନ୍ଦୋଳନରତ ଆଇନଜୀବୀଙ୍କର ଲାଇସେନ୍ସ ପ୍ରତ୍ୟାହର କରିବାକୁ ବାର୍‌ ଆସୋସିଏସନ୍‌ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସେହିପରି ରାଜ୍ୟରେ ଅତିରିକ୍ତ ହାଇକୋର୍ଟ ପ୍ରତିଷ୍ଠା ଦାବିକୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଏହାପରେ ବି ଯଦି ଆନ୍ଦୋଳନ ବନ୍ଦ ନହୁଏ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ ସମସ୍ତ […]

ଅପରାଧ ଦେଶ ବିଦେଶ

ବିହାରରେ ମାତିଛନ୍ତି ସ୍ମାର୍ଟ ଚୋର, ଦିନ ଦ୍ବିପ୍ରହରେ ଖୋଲି ନେଇଗଲେ ମୋବାଇଲ ଟାଓ୍ବାର, କମ୍ପାନୀ ଜଳକା

ପାଟନା: ଲୁହା ପୋଲ, ଟ୍ରେନ୍ ଇଞ୍ଜିନ୍ ପରେ ଏବେ ମୋବାଇଲ୍ ଟାଓ୍ବାର । ବିହାରରେ ଚୋରଙ୍କ ରେକର୍ଡ । ଦିନ ଦ୍ବିପ୍ରହରେ ମୋବାଇଲ ଟାଓ୍ବାର ଖୋଲି ନେଇଛନ୍ତି ଚୋରି ହୋଇଛି । ପ୍ରାୟ ୨୦ଲକ୍ଷ ଟଙ୍କାର ଟାଓ୍ବାରକୁ ଖୋଲି ସ୍କ୍ରାପ୍ ମୂଲ୍ୟରେ କବାଡ଼ିଆକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଏହି ଘଟଣା ପାଟଣା ଘଟିଛି । ସହର ମଧ୍ୟରେ ମୋବାଇଲ୍ ଟାଓ୍ବାରକୁ ଚୋରି କରି ନେଇଛନ୍ତି ସ୍ମାର୍ଟ ଚୋର । କମ୍ପାନୀ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆମେରିକାରେ ପ୍ଲେନ୍ କ୍ରାସ୍; ବିଦ୍ୟୁତ୍ ତାର ଲାଗି ଦୁର୍ଘଟଣାଗ୍ରସ୍ତ ବିମାନ

ନୂଆଦିଲ୍ଲୀ: ଆମେରିକାରେ ପ୍ଲେନ୍ କ୍ରାସ୍ । ମଣ୍ଟଗୋମେରୀ କାଉଣ୍ଟ ସହରରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସହର ମଧ୍ୟ ଦେଇ ଯାଇଥିବା ଉଚ୍ଚ କ୍ଷମତା ସଂପନ୍ନ ବିଜୁଳି ତାରରେ ଲଗି ବିମାନ ଦୁର୍ଘଗଣାଗ୍ରସ୍ତ ହୋଇଛି । ତେବେ ଏଥିରେ କ୍ଷୟକ୍ଷତି ସୂଚନା ଏଯାଏ ମିଳିନାହିଁ । ସୂଚନା ଅନୁଯାୟୀ, ଆମେରିକାର ପୂର୍ବ-ଦକ୍ଷିଣ କ୍ଷେତ୍ର ମଣ୍ଟଗୋମେରୀ କାଉଣ୍ଟ ସହରରେ ଦୁର୍ଘଟଣାଗ୍ରସ୍ତ ହୋଉଛି ବିମାନ । ଉଡାଣ ଭରିବାର ମାତ୍ର କିଛି ସମୟ ଭିତରେ ବିମାନ ବିଜୁଳି ତାର […]