ରାସ୍ତା ପାର୍ ହେଉଥିଲା ମହିଳା , ଦ୍ରୁତଗାମୀ ବସ୍ ଧକ୍କାରେ ଚାଲିଗଲା ଜୀବନ
ଢେଙ୍କାନାଳ ୦୧।୧୨ : ବେପାରୁଆ ବସ୍ ଚାଳନା ନେଲା ମହିଳାଙ୍କ ଜୀବନ । ଢେଙ୍କାନାଳ କୁରୁଣ୍ଟି ଛକରେ ଜଣେ ମହିଳାଙ୍କ ଉପରେ ଚଢିଗଲା ଯାତ୍ରୀବାହୀ ବସ୍ । ଯାହାଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରି ବସିଛନ୍ତି ସ୍ଥାନୀୟଲୋକେ । ଖବର ଅନୁଯାୟୀ, ସ୍ଥାନୀୟ କୁରୁଣ୍ଟି ଗାଁରେ ତ୍ରିପୁର ସାହୁଙ୍କ ପତ୍ନୀ ଗାୟତ୍ରୀ ସାହୁ ରାସ୍ତା ପାର୍ ହେଉଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ନୀଳକଣ୍ଠ ନାମକ ବସ୍ […]









