ବିପଦରେ ୫୦୦ ବର୍ଷର ପ୍ରସିଦ୍ଧ ଚନ୍ଦନେଶ୍ୱର ଶୈବପୀଠ
ଚନ୍ଦନେଶ୍ୱର : ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ବର ମନ୍ଦିର ଏବେ ବିପଦରେ। ଶତାଧିକ ବର୍ଷର ପୁରୁଣା ଏହି ମନ୍ଦିରର ଗର୍ଭଗୃହରେ ଫାଟ ସୃଷ୍ଟି ହୋଇଥିବା ବେଳେ ନବଗ୍ରହ ମୂର୍ତ୍ତି ଭାଙ୍ଗିଗଲାଣି। ନାଟ ମନ୍ଦିର ଛାତରୁ ଖଣ୍ଡ ଖଣ୍ଡ ହୋଇ ପ୍ଲାଷ୍ଟର୍ ମଧ୍ୟ ଖସୁଛି। ହଜାର ହଜାର ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ ଏହି ମନ୍ଦିରର ଦୁର୍ବଳ ଅବସ୍ଥାକୁ ନେଇ ଖାଲି ପୂଜକ ଓ ଭକ୍ତ ମହଲ ଅସନ୍ତୋଷ ବ୍ୟକ୍ତ କରିନାହାନ୍ତି, ପାଦେ ପାଦେ ବିପଦର […]









