ଟଙ୍କା ପାଇଁ ବନ୍ଧା ପଡ଼ିଲା ଶବ
ସୁନ୍ଦରଗଡ଼/ବୁର୍ଲା : ଭିମ୍ସାରରେ ଆଇସିୟୁ ଶଯ୍ୟା ନପାଇ ସୁନ୍ଦରଗଡ଼ର ଜଣେ ଗରିବ ମହିଳା ଆରୋଗ୍ୟ ଲାଭ ଆଶାରେ ଏକ ଘରୋଇ ନର୍ସିଂହୋମକୁ ଯାଇଥିବାବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ତେବେ, ନର୍ସିଂହୋମ କର୍ତ୍ତୃପକ୍ଷ ଟଙ୍କା ପାଇଁ ମୃତ ମହିଳା ସବିତା ହାତୀଙ୍କ ଶବକୁ ଦୀର୍ଘ ୧୦ ଘଣ୍ଟା ପର୍ଯ୍ୟନ୍ତ ନଛାଡ଼ିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୧୫ ତାରିଖରେ ପ୍ରସୂତିଜନିତ ଯନ୍ତ୍ରଣା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ […]









