ଆସିବେ ଅଲିଭ୍ ରିଡ୍ଲେ; ଋଷିକୁଲ୍ୟା ମେଲିଛି ଦୁଇ ମୁହାଣ, ପ୍ରକୃତି ସଜେଇଛି ‘ଡାଇନାମିକ୍ ବିଚ୍’
ବ୍ରହ୍ମପୁର : ପ୍ରକୃତିର ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ଗଣଅଣ୍ଡାଦାନ ସମୟ ପାଖେଇ ଆସୁଛି। ଏବେ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ସମୁଦ୍ରରେ ସେମାନଙ୍କ ମିଳନ ପର୍ବ ଚାଲିଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଋଷିକୁଲ୍ୟା ସମୁଦ୍ରରେ ମିଶିବା ସ୍ଥାନକୁ ଦୁଇଭାଗ କରି ଦେଇଛି। ମେଲିଥିବା ଦୁଇ ମୁହାଣରୁ ପୋଡ଼ାମପେଟା ପଟେ ଯାଇଥିବା ମୁହାଣ ନିକଟରେ ଏକ ନୂଆ ବାଲୁକା ଶଯ୍ୟା ସୃଷ୍ଟି ହୋଇଛି। ଯାହାକୁ ଡାଇନାମିକ ବିଚ ବୋଲି କୁହାଯାଉଛି। ଅଲିଭ ରିଡଲେମାନେ କେବଳ ଅଣ୍ଡା […]









