କୋଭିଡ୍କୁ ଭୟ କରନି, ସତର୍କ ରୁହ
ଭୁବନେଶ୍ବର : ରାଜ୍ୟରେ ଗତ ନଭେମ୍ବର ମାସରୁ ଆଜି ପର୍ଯ୍ୟନ୍ତ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଅଧିକାଂଶ ଦିନ ଏକ ଅଙ୍କରେ ରହୁଛି। ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୧ ରହିଛି। ତେଣୁ କୋଭିଡକୁ ନେଇ ଆତଙ୍କିତ ହେବା ଉଚିତ ନୁହେଁ। ମାତ୍ର ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୂର୍ବତନ ଡିଏମ୍ଇଟି ଡା. ସିବିକେ ମହାନ୍ତି। କୋଭିଡ ସଚେତନତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବୁଲେଟିନ୍ରେ ଡା. ମହାନ୍ତି କହିଛନ୍ତି ଯେ […]









