ଓଡ଼ିଆ ନାମଫଳକ ପାଇଁ ନାରାଜ
ଭୁବନେଶ୍ବର,(ଚୌଧୁରୀ ଅମିତାଭ ଦାସ): ଓଡ଼ିଆରେ ନାମଫଳକ ଲେଖିବାକୁ ଉନ୍ନୟନ କମିସନର୍ ଚିଠି ଲେଖିଲେ। କେହି ଖାତିର୍ କଲେନି। ପୁଣି ଥରେ ଚିଠି ଲେଖି ସ୍ମରଣ କରାଇଲେ। ତଥାପି କେହି ମାନିଲେନି। ୮ ମାସ ପରେ ଏବେ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି। ମାସକ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି। ଉନ୍ନୟନ କମିସନର୍ଙ୍କ ନିର୍ଦ୍ଦେଶକୁ ବାଏଁ ବାଏଁ ଉଡ଼ାଇ ଦେଇଥିବା ସରକାରୀ ବାବୁମାନେ ଏବେ ସଂସ୍କୃତି ସଚିବଙ୍କ ଚିଠିକୁ ମାନିବା ନେଇ ଆଶଙ୍କା […]









