ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ ଭାବେ ଏରିକ୍ ଗାର୍ସେଟିଙ୍କୁ ପୁନଃମନୋନୀତ କଲେ ଜୋ’ ବାଇଡେନ୍
ୱାସିଂଟନ୍: ଲସ୍ ଏଞ୍ଜେଲ୍ସ୍ର ପୂର୍ବତନ ମେୟର୍ ଏରିକ୍ ଗାର୍ସେଟିଙ୍କୁ ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍ ଭାରତ ପ୍ରତି ତାଙ୍କର ଦୂତ ଭାବେ ପୁନଃମନୋନୀତ କରିଛନ୍ତି। ଦୂତ ଭାବେ ଆମେରିକୀୟ ସିନେଟ୍ ଏଥର ତାଙ୍କୁ ସମ୍ମତି ଦେବ ବୋଲି ହ୍ବାଇଟ୍ ହାଉସ୍ ଦୃଢ଼ ଆଶା ବ୍ୟକ୍ତ କରିଛି। ସିନେଟ୍କୁ ନାମାଙ୍କନ ପଠାଇବା ପରେ ହ୍ବାଇଟ୍ ହାଉସ୍ କହିଛି, କାଲିଫର୍ଣ୍ଣିଆର ଏରିକ୍ ଏମ୍. ଗାର୍ସେଟି ଭାରତ ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ହେବେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, […]









