ଅପରାଧ ଦେଶ ବିଦେଶ

ମସ୍କୋ-ଗୋଆ ବିମାନରେ ବୋମା ଥିବା ଧମକ ମିଳିବା ପରେ ଜାମନଗରରେ ହେଲା ଜରୁରୀକାଳୀନ ଅବତରଣ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଳୀ: ମସ୍କୋରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ବୋମା ବିସ୍ଫୋରଣ ଧମକ ମିଳିବା ପରେ ବିମାନଟିକୁ ସୋମବାର ରାତିରେ ଗୁଜୁରାଟର ଜାମନଗରରେ ଜରୁରୀକାଳୀନ ଅବତରଣ କର‌ାଯାଇଛି। ରାଜକୋଟ ଏବଂ ଜାମନଗର ରେଞ୍ଜର ପୁଲିସ ମହାନିରୀକ୍ଷକ ଅଶୋକ କୁମାର ଯାଦବ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଲୁଅର ଆରପାଖ: ଖଣି ପ୍ରଭାବିତ ଅଞ୍ଚଳର ଗୋଟିଏ ଗାଁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ରାଉରକେଲା, (ଆଶିଷ ଗଡ଼ନାୟକ): ହକି ବିଶ୍ବକପ୍‌ ପାଇଁ ଓଡ଼ିଶା ଉତ୍ସବମୁଖର ଥିବାବେଳେ ସବୁଠୁ ବେଶି ଉତ୍ସାହିତ ରାଉରକେଲା ସମେତ ସାରା ସୁନ୍ଦରଗଡ଼ ଜିଲ୍ଲା। ହକିର ଅନ୍ତୁଡ଼ିଶାଳ କୁହା ଯାଉଥିବା ଏ ଜିଲ୍ଲାରେ ବିଶ୍ବକପ୍‌ ଆୟୋଜନ ହେବ ବା ଅନ୍ତର୍ଜାତୀୟ ସ୍ତରର ବିର୍ସା […]

ଅପରାଧ ଦେଶ ବିଦେଶ

ଦିଲ୍ଲୀ ହିଟ୍ ଆଣ୍ଡ୍‌ ରନ୍‌ ମାମଲା: ନିଧି ଓ ଅନ୍ୟ ଅଭିଯୁକ୍ତଙ୍କ ପଲିଗ୍ରାଫ୍‌ ଟେଷ୍ଟ୍‌ ହୋଇପାରେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ଦିଲ୍ଲୀ ହିଟ୍ ଆଣ୍ଡ୍ ରନ୍ ମାମଲାରେ ପ୍ରତ୍ୟକ୍ଷଦର୍ଶୀ ତଥା ଅଞ୍ଜଳିଙ୍କ ସହିତ ସ୍କୁଟରରେ ଯାଉଥିବା ନିଧିଙ୍କ ନାମରେ ଡ୍ରଗ କାରବାର ଅଭିଯୋଗ ରହିଛି। ୨୦୨୦ ଡ୍ରଗ ମାମଲାରେ ଆଗ୍ରା ଜିଆର୍‌ପି ତାଙ୍କୁ ଧରିଥିଲା। ଏଥିସହିତ ତା’ ନାମରେ ଏକାଧିକ ଟ୍ରାଫିକ […]

ଦେଶ ବିଦେଶ ରାଜନୀତି

‘ବଡ଼େ ଲୋଗ ହୈ: ରାହୁଲଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ଉପରେ କହିଲେ ପ୍ରଶାନ୍ତ କିଶୋର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ ପାଟନା : ରାଜନୈତିକ ରଣନୀତିକାରରୁ କାର୍ଯ୍ୟକର୍ତ୍ତା ବନିଥିବା ପ୍ରଶାନ୍ତ କିଶୋର ଶନିବାର ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ୋ ଯାତ୍ରା’କୁ ଅନିଚ୍ଛାକୃତ ଭାବେ ପ୍ରଶଂସା କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଛବି ସାଥିରେ ଧରି ନିଜ ରାଜ୍ୟ ବିହାରରେ ‘ଜନ ସୁରାଜ’ ପଦଯାତ୍ରା କରୁଥିବା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜନସଂଖ୍ୟା ନିୟନ୍ତ୍ରଣ ନେଇ ନୀତୀଶଙ୍କ ବିବାଦୀୟ ବୟାନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବୈଶାଳୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଦେଇଥିବା ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ଗତକାଲି ନୀତୀଶ କହିଥିଲେ ଯେପର୍ଯ୍ୟନ୍ତ ପୁରୁଷ ଦାୟିତ୍ବ ନନେବେ ଏବଂ ମହିଳା ଅଶିକ୍ଷିତ ରହିବେ ସେପର୍ଯ୍ୟନ୍ତ ବିହାରରେ ଜନସଂଖ୍ୟା କମିବ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କେରଳର ବିଡ଼ି ଶ୍ରମିକ ଏବେ ଆମେରିକାର ବିଚାରପତି

ତିରୁଅନନ୍ତପୁରମ : ଭାଗ୍ୟରେ ଯାହା ଲେଖା ଥିବ ତାହା ନିଶ୍ଚିତ ଘଟିବ। କେରଳର ସୁରେନ୍ଦ୍ରନ କେ ପଟେଲଙ୍କ ଜୀବନ କାହାଣୀ ଏହାର ଜ୍ବଳନ୍ତ ଉଦାହରଣ। ଘରର ଆର୍ଥିକ ଅନଟନ ପାଇଁ ଅଧାରୁ ପାଠ ଛାଡ଼ି ବିଡ଼ି ଶ୍ରମିକ ଭାବେ କାର୍ଯ୍ୟ କରିଥିବା ସୁରେନ୍ଦ୍ରନ ଏବେ ଆମେରିକାର ଟେକ୍ସାସରେ ଜିଲ୍ଲା ଜଜ୍‌ ଭାବେ ନିଯୁକ୍ତ ହୋଇଛନ୍ତି। କେରଳର କସରଗଡ଼ର ବାସିନ୍ଦା ୫୧ ବର୍ଷୀୟ ପଟେଲ କହିଛନ୍ତି ଯେ ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ୧୦ ଶ୍ରେଣୀ ପରେ […]

ଦେଶ ବିଦେଶ ରାଜନୀତି

ବରୁଣ ଗାନ୍ଧି ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେବେ କି?

ନୂଆଦିଲ୍ଲୀ : ବିଜେପି ଏମ୍‌ପି ବରୁଣ ଗାନ୍ଧି ଆଜିକାଲି ନିଜ ଦଳ ବିଜେପିର ନୀତି ଓ କାର୍ଯ୍ୟଶୈଳୀ ଉପରେ କଟୁ ସମାଲୋଚନା କରିବା ଦେଖିବାକୁ ମିଳୁଛି। ଏହା ଦେଖି ରାଜନୀତି ବିଶାରଦମାନଙ୍କ ମନରେ ପ୍ରଶ୍ନ ଉଠୁଛି, ବରୁଣ ଆଉ ବିଜେପିକୁ ଛାଡ଼ପତ୍ର ଦେଇ କଂଗ୍ରେସକୁ ବରଣ କରିବାର ପ୍ରକ୍ରିୟା ଆରମ୍ଭ କରିନାହାନ୍ତି ତ? ପ୍ରାୟ ୨ ବର୍ଷରୁ ଅଧିକ କାଳ ହେଲା ବରୁଣ ଗାନ୍ଧି ପତ୍ରପତ୍ରିକାରେ ବିଜେପି ବିରୋଧରେ ଲେଖାମାନ ପ୍ରକାଶ କରୁଛନ୍ତି। ଗତମାସରେ ଏକ ସାଧାରଣସଭାରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଲୋମଶକନ୍ୟା ରେବତୀ ଏବେ ଅସହାୟ

ବୌଦ୍ଧ,(ବିଧାନ ବଳ): ୨୦୦୮ ମସିହାରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିବା ଲୋମଶକନ୍ୟା ରେବତୀ କହଁର ଏବେ ଅସହାୟ! ୧୦ଦିନ ବ୍ୟବଧାନ ମଧ୍ୟରେ ତାଙ୍କ ବାପାମା’ ଆରପାରିକି ଚାଲିଯାଇଛନ୍ତି। ଏବେ ଝୁମ୍ପୁଡ଼ି ଘରେ ସେ ଅତ୍ୟନ୍ତ ଅସହାୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ଉପାନ୍ତ ଗ୍ରାମ ଖଳିସାହି ରେବତୀଙ୍କ ଘର। ଏବେ ସେ ୨୮ବର୍ଷ ବୟସରେ ପହଞ୍ଚିଲେଣି। ୨୦୦୮ ମସିହାରେ ସେ ଗଣମାଧ୍ୟମର ଶିରୋନାମା ପାଲଟିଥି‌ଲେ। କ୍ରମାଗତ ଭାବରେ ମାଢ଼ି ବଢ଼ି ମୁହଁକୁ ବିକୃତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାଷ ନିଶାରୁ ଚାକିରି ଛାଡ଼ିଲେ ବିର୍‌ସା, ୨୦ ଜଣଙ୍କୁ ଦେଇଛନ୍ତି ରୋଜଗାର

ରାଉରକେଲା: କଥାରେ ଅଛି ‘ ଚାଷ କାମ ଯାହାର, କେଡେ ସୁଖ ତାହାର’। ଏହି ଉକ୍ତିର ଅର୍ଥକୁ ଭଲ ଭାବେ ବୁଝିଛନ୍ତି ନୂଆଗାଁ ବ୍ଲକ ବାଗଡେଗା ପଞ୍ଚାୟତ ଅନ୍ତର୍ଗତ ଗର୍ଦ୍ଦାର ବିର୍‌ସା ମାହାତୋ। ଚାଷ ନିଶା ତାଙ୍କୁ ବେଶି ଦିନ ସରକାରୀ ଚାକିରିରେ ବାନ୍ଧି ରଖି ପାରି ନଥିଲା। ଶେଷରେ ସରକାରୀ ଚାକିରି ଛାଡିଥିଲେ। ବିଭିନ୍ନ ପ୍ରକାର ଚାଷ କରି ସୁନ୍ଦରଗଡ଼ ଜିଲ୍ଲାରେ ନିଜକୁ ଜଣେ ସଫଳ ଚାଷୀ ଭାବେ ପ୍ରତିପାଦିତ କରିପାରିଛନ୍ତି। ବର୍ଷକ ବାର ମାସ […]

ଦେଶ ବିଦେଶ ରାଜନୀତି

ଡିମ୍ପଲ ଯାଦବଙ୍କ ବିରୋଧରେ ଆପତ୍ତିଜନକ ବୟାନ: ୟୁପି ବିଜେପି ଯୁବମୋର୍ଚ୍ଚା ନେତ୍ରୀ ରିଚା ରାଜପୁତଙ୍କ ବିରୋଧରେ ଏଫ୍‌ଆଇଆର

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଜେପି ଯୁବମୋର୍ଚ୍ଚା ନେତ୍ରୀ ତଥା ସୋସିଆଲ ମିଡିଆ ମୁଖ୍ୟ ଡ. ରିଚା ରାଜପୁତଙ୍କ ବିରୋଧରେ ଆଜି ମାମଲା ରୁଜୁ ହୋଇଛି । ସମାଜବାଦୀ ପାର୍ଟି ନେତ୍ରୀ ଡିମ୍ପଲ ଯାଦବଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗରେ ରିଚାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଛି । ଆଇପିସି ଏବଂ ଆଇଟି (ସଂଶୋଧନ) ଅଧିନିୟମ, ୨୦୦୮ର ବିଭିନ୍ନ ଧାରାରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିବା ଜଣାପଡ଼ିଛି । ତେବେ ରିଚାଙ୍କ ଟ୍ବିଟ୍‌ ପୂର୍ବରୁ ତାଙ୍କ ବିରୋଧରେ […]