ପ୍ରବାସୀ ଦିବସ ସମ୍ମିଳନୀ: ଇନ୍ଦୋରରେ ଶୁଖିଲା ଘାସ ଉପରେ ସବୁଜ ରଙ୍ଗ ସ୍ପ୍ରେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଇନ୍ଦୋର : ଇନ୍ଦୋରରେ ଚାଲିଥିବା ପ୍ରବାସୀ ଦିବସ ସମ୍ମିଳନୀ ଉପଲକ୍ଷେ ଏଠାରେ ଏକ ଛକରେ ଶୁଖିଲା ଘାସ ଉପରେ ସବୁଜ ରଙ୍ଗ ସ୍ପ୍ରେ କରାଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ କଂଗ୍ରେସ ଶାସକ ବିଜେପିକୁ ଟାର୍ଗେଟ […]









