ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କେନ୍ଦୁଝର: ଜଣେ ନାବାଳିକା ଦୁଷ୍କର୍ମକାରୀକୁ ଆଜି କେନ୍ଦୁଝର ଅତିରିକ୍ତ ଦୌରାଜଜ୍ ତଥା ପୋକ୍ସୋ ସ୍ବତନ୍ତ୍ର ବିଚାରପତି ଶୁଭଶ୍ରୀ ତ୍ରିପାଠୀ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ କରିଛନ୍ତି। ଦୋଷୀ ଜଣକ ହେଉଛି. ତାଳଡିହି ଗ୍ରାମର ଲିଟନ ମହାନ୍ତ (୨୭)। ୨୦୧୭ ମସିହା […]









