ଟେଲି ଅଭିନେତା ଧୀରଜ ଧୁପରଙ୍କର ବଦଳିଲା ନିଷ୍ପତ୍ତି, ଛାଡିବେନି ସିରିଏଲ୍ ‘କୁଣ୍ଡଳୀ ଭାଗ୍ୟ’
ନୂଆଦିଲ୍ଲୀ ୦୪।୦୬: ଛୋଟ ପରଦାର ଜଣାଶୁଣା ଅଭିନେତା ଧୀରଜ ଧୋପର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଶୁଣିବାକୁ ମିଳିଥିଲା କି ସେ ଶୋ’ କୁଣ୍ଡଳୀ ଭାଗ୍ୟ ଛାଡୁଛନ୍ତି। ସେବେଠାରୁ ଧୀରଜଙ୍କ ପ୍ରଶଂସକଙ୍କ ମଧ୍ୟରେ ଅନେକ ନିରାଶା ଦେଖା ଦେଇଥିଲା। କିନ୍ତୁ ବର୍ତ୍ତମାନ ତାଙ୍କର ଏଭଳି କିଛି ଖବର ସାମ୍ନାକୁ ଆସିଛି । ଯାହା ଧୀରଜ ଧୂପରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଆଣିବ। ମିଡିଆ ରିପୋର୍ଟ ଅନୁଯାୟୀ ଶୁଣିବାକୁ ମିଳିଛି କି ଯେ ଭାରତୀୟ ଟେଲିଷ୍ଟାର ଧୀରଜଙ୍କୁ […]