ଶ୍ବେତା ଆତ୍ମହତ୍ୟା ମାମଲା: ପୁରୁଷବନ୍ଧୁ ସୌମ୍ୟଜିତ୍ ଗିରଫ, ୬ ମାସର ଲୁଚକାଳି ଖେଳ ଶେଷ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଗତବର୍ଷ ଅଗଷ୍ଟ ୧୮ରେ ଘଟିଥିବା ବହୁଚର୍ଚ୍ଚିତ ସଫ୍ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀ ଆତ୍ମହତ୍ୟା ମାମଲାରେ କମିସନରେଟ୍ ପୁଲିସ ପୁରୁଷବନ୍ଧୁ ସୌମ୍ୟଜିତ୍ ମହାପାତ୍ରଙ୍କୁ ଗିରଫ କରିଛି। ବୁଧବାର ରାତିରେ ଚନ୍ଦ୍ରଶେଖରପୁର ଥାନାର ଏକ ଟିମ୍ ସମ୍ବଲପୁର ଅଇଁଠାପାଲି ଥାନା […]









