ବିଧାୟକଙ୍କ ଗାଁକୁ ଭଲ ରାସ୍ତା ନାହିଁ!
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ନିଜ ଗାଁ ପାତ୍ରପୁଟକୁ ସଂଯୋଗ କରୁଥିବା ରାସ୍ତା କଦର୍ଯ୍ୟ ଅବସ୍ଥାରେ ରହିଛି। ବାରମ୍ବାର ମରାମତି ସହ ନିର୍ମାଣ ସତ୍ତ୍ବେ କିଛିଦିନ ମଧ୍ୟରେ ପୁଣି ସାଂଘାତିକ ଅବସ୍ଥାକୁ ଚାଲି ଆସୁଛି। ତେଣୁ ଲୋକଙ୍କ ପାଇଁ ମରଣଯନ୍ତା […]









