ଟ୍ରକ ସହ ଅଟୋ ମୁହାଁମୁହିଁ ଧକ୍କା: ବାପପୁଅଙ୍କ ସମେତ ୫ ମୃତ
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଦେଇ ଯାଇଥିବା ୫୩ନଂ ଜାତୀୟ ରାଜପଥ ମୁକ୍ତାପସୀ ନିକଟ ପଥରଖମ୍ବ ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଭୋର ସମୟରେ ଟ୍ରକ ସହ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି। କାମାକ୍ଷାନଗର ଥାନା ବାଙ୍ଗୁରାର ଏହି ପାଞ୍ଚ ଜଣ ମୁକ୍ତାପସୀକୁ ଟୋଲ(ମହୁଲ ଫଳ) ପେଷିବାକୁ ଆସୁଥିଲେ। ମୃତକମାନେ ହେଉଛନ୍ତି ଆଦିକନ୍ଦ ସାମଲ (୪୮), ପହଲି ସାମଲ (୪୫), ଅଟୋ ଚାଳକ […]