ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
ମୁମ୍ୱାଇ ୭/୧୦ : ମନୋରଞ୍ଜନ ଜଗତ ପାଇଁ ଦୁଃଖଦ ଖବର । ବଲିଉଡର ଜଣାଶୁଣା ଅଭିନେତା ଅରୁଣ ବାଲିଙ୍କଙ୍କ ପରଲୋକ । ୭୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଅରୁଣ ବାଲୀ ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ଖବର ଅନୁଯାୟୀ, ଅରୁଣ ବାଲି ସକାଳ ୪ଟା ୩୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି […]