ଲାଲ୍ ନୁହେଁ, ଖାଆନ୍ତୁ ଗ୍ରୀନ୍ ଟମାଟୋ, ଦୂରେଇ ଯିବ ଏହି ୩ଟି ସମସ୍ୟା
ନୂଆଦିଲ୍ଲୀ ୨୮।୧୧: ଲାଲ୍ ଟମାଟୋ ଏପରି ଏକ ପନିପରିବା । ଯାହା ଆମେ ଆମ ରୋଷେଇ ଘରେ ବ୍ୟବହୃତ କରୁ। ଏହା ଏକ ଘରୋଇ ରେସିପି ହେଉ କିମ୍ବା ବଜାରରେ ଫାଷ୍ଟଫୁଡ୍, ଏହା ବିନା ଖାଇବା ପ୍ରସ୍ତୁତ କରିବା ଅସମ୍ପୂର୍ଣ୍ଣ ମନେହୁଏ। ଲାଲ୍ ଟମାଟୋକୁ ସୁପ୍ ଏବଂ ସସ୍ ରେ ମଧ୍ୟ ବ୍ୟବହାର କରାଯା। କିନ୍ତୁ ଆପଣ କେବେ ସବୁଜ ଟମାଟୋ ଖାଇଛନ୍ତି ? ଯଦି ଆପଣ ଏହାର ଫାଇଦା ଜାଣିଛନ୍ତି, ତେବେ ଆପଣ ଏହାକୁ ‘ନା’ […]









