ରାଜ୍ୟ ସ୍ପେଶାଲ ରିପୋର୍ଟ

ଆସିଲା ପର୍ଯ୍ୟଟନ ଋତୁ, ପର୍ଯ୍ୟଟନସ୍ଥଳୀରେ ଭୋଜିଭାତର ଆସର

ଜୟପୁର: ବର୍ଷର ଶେଷ ମାସ ହୋଇଥିବାରୁ ଆରମ୍ଭ ହୋଇଛି ପିକନିକ୍। ଗୋଟିଏ ପଟେ ଶୀତ ଏବଂ ପ୍ରାକୃତିକ ବିଭବକୁ ଅନୁଭବ କରିବାକୁ ଆରମ୍ଭ ହୋଇଛି ବିଭିନ୍ନ ଜିଲ୍ଲାର ପର୍ଯ୍ୟଟକଙ୍କ ଆଗମନ। ସହରର ଚତୁଃପାର୍ଶ୍ବରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା। ମାଳିଗୁଡା ‌ରେଳ ବ୍ରିଜ୍ , ଟନେଲ ଓ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ: ସହର ଠାରୁ ୧୦ରୁ ୧୨କିଲୋମିଟର ଦୁରତା ମଧ୍ୟରେ ରହିଛି ମାଳିଗୁଡା ଝୁଲା ରେଳ ବ୍ରିଜ୍ ଓ ତେଲଙ୍ଗିରୀ ମଧ୍ୟମ ଜଳସେଚନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ମୋ ପ୍ରେମିକା ଗର୍ଭବତୀ’; ମହିଳାଙ୍କ ଶାଶୁଘରକୁ ଆମ୍ବୁଲାନ୍ସ ପଠାଇଲା ଯୁବକ, କାନପୁର ପୋଲିସର ତଦନ୍ତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଲକ୍ଷ୍ନୌ: ଏକ ତରଫା ପ୍ରେମରେ ଅନ୍ଧ ହୋଇ ଯୁବକଙ୍କ ପାଗଳାମୀ । ପ୍ରେମିକା ଘରକୁ ପଠାଇଲା ଆମ୍ବୁଲାନ୍ସ । ଭେଟ କରିବାକୁ ମନା କରିବାରୁ ଶାଶୁଘରକୁ ଆମ୍ବୁଲାନ୍ସ ପଠାଇଥିଲା ଯୁବକ । ମହିଳାଜଣଙ୍କ ଗର୍ଭବତୀ ଥିବା ମିଛ ଷଡ଼ଯନ୍ତ୍ର ରଚିଥିଲା । […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଶାସାମଗ୍ରୀ ପରୀକ୍ଷା ବ୍ୟବସ୍ଥାରେ ଅଚଳାବସ୍ଥା: ୩ ବିଶେଷଜ୍ଞଙ୍କୁ ନେଇ ଚାଲିଛି ପରୀକ୍ଷା

କଟକ : ଗୋଟିଏ ସମୟରେ ରାଜ୍ୟରେ ଅବକାରୀ ବିଭାଗ ଜବତ କରୁଥିବା ନିଶା ସାମଗ୍ରୀର ରିପୋର୍ଟ ସର୍ବାଧିକ ୧୫ ଦିନ ଭିତରେ ଲାବରେଟୋରିରୁ ମିଳିଯାଉଥିଲା। କିନ୍ତୁ, ଏବେ ତିନୋଟି ଡିଭିଜନାଲ୍ ଏକ୍ସାଇଜ୍‌ ଟେଷ୍ଟିଂ ଲାବରେଟୋରିରେ ସ୍ଥାୟୀ କେମିକାଲ୍ ଏକଜାମିନର୍ ଓ ଲାବରେଟୋରି ଆସିଷ୍ଟାଣ୍ଟ ନାହାନ୍ତି। ତିନିଜଣ ଅବସରପ୍ରାପ୍ତ କେମିକାଲ୍ ପରୀକ୍ଷକ ସାରାରାଜ୍ୟର ସମସ୍ତ ନିଶା ସାମଗ୍ରୀର ପରୀକ୍ଷା ଦାୟିତ୍ବ ନେଇଛନ୍ତି। ଯାହାଫଳରେ, ରିପୋର୍ଟ ମିଳିବାକୁ ଏବେ ତିନିମାସରୁ ଉର୍ଦ୍ଧ୍ବ ସମୟ ଲାଗି ଯାଉଛି। ରିପୋର୍ଟ ବିଳମ୍ବରେ ଆସୁଥିବାରୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଉତ୍ତର ଭାରତରେ ପ୍ରବଳ ଶୀତ, ହିମାଳୟର ଥଣ୍ଡା ପବନରେ ଥରୁଛି ଦିଲ୍ଲୀ-ଏନସିଆର୍, ବଢୁଛି ପ୍ରଦୁଷଣ ମାତ୍ରା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ପ୍ରବଳ ଜାଡ଼ରେ ଥରୁଛି ଉତ୍ତର ଭାରତ । ଦିଲ୍ଲୀ-ଏନସିଆର୍ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ରାଜଧାନୀ ଦିଲ୍ଲାର ତାପମାତ୍ରା କମିବା ସହିତ ପ୍ରଦୁଷଣ ମାତ୍ରା ବଢିବାରେ ଲାଗିଛି । ପଶ୍ଚିମା ପବନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହୋଇପାରନ୍ତି ଆର୍କିଟେକ୍ଟ ରଂଜିତ ବେହେରା

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଆଜିଠାରୁ ଇଡି ରିମାଣ୍ଡରେ ଆଣି ପଚରାଉଚରା କରିବ। ତେଣେ ଅର୍ଚ୍ଚନା ନାଗଙ୍କ ରାଜଧାନୀର ସତ୍ୟବିହାରରେ ଥିବା ସୁସଜ୍ଜିତ ଗୃହ ନିର୍ମାଣର ଆର୍କିଟେକ୍ଟ ରଂଜିତ ବେହେରା ଇଡିରେ ହାଜର ହୋଇପାରନ୍ତି ବୋଲି ଖବର ମିଳିଛି। ତାଙ୍କୁ ଇଡି ସମନ କରିଥିବା କୁହାଯାଉଛି। ସତ୍ୟବିହାରରେ ଥିବା ଅର୍ଚ୍ଚନା ନାଗଙ୍କ ଆଲିସାନ୍ ଘର ତିଆରି କରିଥିବା ଠିକାଦାର ପବିତ୍ର ପାତ୍ରଙ୍କୁ ବି ଇଡି ପାଖାପାଖି ୧୩ ଘଣ୍ଟାକାଳ ଜେରା କରିଛି। ଏତେ ପରିମାଣର ଟଙ୍କା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ମାଣ୍ଡସ୍’, ପ୍ରଭାବରେ ତାମିଲନାଡ଼ୁ ପ୍ରାନ୍ତରେ ପ୍ରବଳ ବର୍ଷିବ, ୮ରେ କରି ପାରେ ଲ୍ୟାଣ୍ଡଫଲ୍

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ଏହା ପଣ୍ଟିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଲୁଘଚାପ ଓ ପରେ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ତଥା ଆଇଏମଡି । ୮ତାରିଖ ସୁଧା ତାମିଲନାଡୁ, ପଣ୍ଡିଚେରୀ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କଲମ୍ବିଆରେ ଭୟଙ୍କର ଭୂସ୍ଖଳନ; ମାଟି ତଳେ ଦବିଗଲା ବସ୍, ୩୩ମୃତ, ଅନେକ ଆହତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: କଲମ୍ବିଆ ଭୟଙ୍କର ଭୂସ୍ଖଳନରେ ୩୩ଜଣଙ୍କ ମୃତ୍ୟୁ । ଲ୍ୟାଣ୍ଡସ୍ଲାଇଡିଂ ଯୋଗୁ ମାଟି ତଳେ ଦବି ହୋଇଯାଇଛି ଯାତ୍ରୀବାହୀ ବସ୍ । ଫଳରେ ଲୋକଙ୍କ ଜୀବନ ଯାଇଛି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ପ୍ରବଳ ବର୍ଷା […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଖୋର୍ଦ୍ଧା ୦୬/୧୨: ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ଦାସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି । ସରକାରୀ କାର୍ଯ୍ୟାଳୟରେ ସକାଳୁ ଭିଜିଲାନ୍ସ ରେଡ ଚାଲିଛି । ଏକ କାଳୀନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶେଷ ହେଲା କୋଣାର୍କ ମହୋତ୍ସବ, ଶେଷ ସଂଧ୍ୟାରେ ମନମୋହିଲା ଓଡ଼ିଶୀ ସହ କୁଚିପୁଡି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କୋଣାର୍କ ୦୬।୧୨ : ଶେଷ ହୋଇଛି କୋଣାର୍କ ମହୋତ୍ସବ । ଉଦଯାପନୀ ସଂଧ୍ୟାରେ ଭୁବନେଶ୍ୱର ନୃତ୍ୟ ନୈବେଦ୍ୟ କଳାକାରମାନେ ଓଡ଼ିଶୀ ନୃତ୍ୟରେ ମଞ୍ଚସ୍ତ କରିଥିଲେ ସୂର୍ଯ୍ୟ ବନ୍ଦନା । ଓଡ଼ିଶୀ ଛନ୍ଦରେ ନୃତ୍ୟଶିଳ୍ପୀ ମାନେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। ଦ୍ବିତୀୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ ପଡ଼ିବନି ବାତ୍ୟାର ପ୍ରଭାବ, କମିବ ଶୀତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର ୦୬।୧୨ : ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ପଡ଼ିବନି । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱର୍ବତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ବାତ୍ୟା ରୂପ ନେବ । ୮ ତାରିଖ […]