କଟନୀ ଝଟନୀ ବନ୍ଦ୍ ଦାବି ନେଇ ବିଧାୟକଙ୍କ ବିକ୍ଷୋଭ, ତୁରେକେଲା-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ଅବରୋଧ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଣ୍ଟାବାଞ୍ଜୀ ୦୬/୧୨: ତୁରେକେଲା ପେକ୍ସରେ ଚାଷୀଙ୍କ ଧାନ କଟନୀ ଝଟନୀ ହେଉଥିବା ଚାଷୀ ମାନେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଅଭିଯୋଗ କରିଥିଲେ । ତେବେ ଆଜି ବିଧାୟକ ପେକ୍ସ ପରିଦର୍ଶନ କରିବା ସହ ଏହି ଅଭିଯୋଗର ସତ୍ୟତା ଜାଣିଥିଲେ […]









