ଚୋରିରେ କଟକ ଶୀର୍ଷରେ, ସହରରେ ମାତିଲେଣି ଏରାଗୁଲା!
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ: କଟକ ସହରରେ ସମ୍ପତ୍ତି ଜନିତ ଅପରାଧ ମାମଲାରେ ଚୋରି ଭଳି ଅପରାଧ ଶୀର୍ଷ ସ୍ଥାନରେ ରହିଛି। ତା’ ପଛକୁ ସିନ୍ଧିଚୋରି ଦ୍ବିତୀୟ ସ୍ଥାନ, ଛିନତାଇ ଓ ଡକାୟତି ଭଳି ଅପରାଧରେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଗଲା ପାଞ୍ଚ ବର୍ଷ […]









