ଏକଛତ୍ରବାଦୀ ଉତରକୋରିଆ ଶାସକଙ୍କ ଭୟଙ୍କର ଦଣ୍ଡ, ଆମେରିକୀୟ ସିନେମା ଦେଖିବାରୁ ଦୁଇ ହାଇସ୍କୁଲ ଛାତ୍ରଙ୍କୁ ହତ୍ୟା
ବ୍ୟୁରୋ : ଉତରକୋରିଆର ଏକଛତ୍ରବାଦ ଶାସକ କିମ୍ ଓନ୍ ଜଙ୍ଗଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଛି । କେତେବେଳେ ପରମାଣୁ ପରୀକ୍ଷଣକୁ ନେଇ ତ କେତେବେଳେ କଠୋର ଆଇନ ବ୍ୟବସ୍ଥାକୁ ନେଇ । ହେଲେ ଏଥର କଠୋର ଆଇନ ବ୍ୟବସ୍ଥାର ସବୁ ସୀମା ଟପି ଯାଇଛନ୍ତି କିମ୍ ଓନ୍ ଜଙ୍ଗ । ଦେଶର ଦୁଇଜଣ ହାଇସ୍କୁଲ ଛାତ୍ର ଦକ୍ଷିଣ କୋରିଆନ ଓ ଆମେରିକୀୟ ସିନେମା ଦେଖିବା ଅଭିଯୋଗରେ ଛାତ୍ର ଦୁଇଜଣଙ୍କୁ ହତ୍ୟା କରାଯାଇଛି । ସୂଚନା […]









