ଅଧୁରା ରହିଲା ଜଗା ଦର୍ଶନ: ବସ୍ ସିଟ୍ରେ ଟଳିପଡ଼ିଲେ ମହିଳା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସାକ୍ଷୀଗୋପାଳ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ଆଶାନେଇ କନ୍ଧମାଳରୁ ପୁରୀ ଆସୁଥିଲେ ଜଣେ ମହିଳା ଭକ୍ତ। ହେଲେ, ସାକ୍ଷୀଗୋପାଳ ନିକଟରେ ବସ୍ସିଟ୍ରେ ବସିଥିବା ଅବସ୍ଥାରେ ସେ ପ୍ରାଣତ୍ୟାଗ କରିଛନ୍ତି। ପ୍ରଭୁଙ୍କ ଦର୍ଶନଲାଭ ତାଙ୍କର ଅଧୁରା ରହିଯାଇଛି। ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ […]









