ବିଜୟ ଅଭିମୁଖେ ରିବାବା ଜାଡେଜା, ଜାଣନ୍ତୁ ଏପର୍ଯ୍ୟନ୍ତ କେତେ ଭୋଟରେ ଆଗୁଆ
ବ୍ୟୁରୋ : ଉତ୍ତର ଗୁଜରାଟର ଜାମନଗର ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା ଏବେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୩୫ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ରିବାବାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ବିପେନ୍ଦ୍ରସିଂ ଜାଡେଜା ଓ ଆମ୍ ଆଦମୀ ପାର୍ଟିର କରସନ କର୍ମୁରଙ୍କୁ ପଛରେ ପକାଇ ଦେଇଛନ୍ତି । ଜାମନଗର ଉତ୍ତର ବିଧାନସଭାରେ ପ୍ରତିଥର ବିଧାୟକ ବଦଳିଥାନ୍ତି । କେବେ କଂଗ୍ରେସ ତ କେବେ ବିଜେପି […]









