ମାଣ୍ଡୋସ୍ର ପ୍ରଭାବ, ଆଜିଠୁ କମିବ ଶୀତ
ଭୁବନେଶ୍ବର : ଭୀଷଣ ବାତ୍ୟା ମାଣ୍ଡୋସ୍ର ଯଦିଓ ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ, କିନ୍ତୁ ଏହାଦ୍ବାରା ରାଜ୍ୟରେ ୩ ଦିନ ଶୀତ କମିଯିବ। ମେଘୁଆ ପାଗ ଓ ବର୍ଷା ଯୋଗୁଁ ରାଜ୍ୟରେ ରାତି ତାପମାତ୍ରା ବଢ଼ିବ। ଆଜି ରାତିରୁ ଶୀତର ପ୍ରକୋପ ଧୀରେଧୀରେ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ରାତିରେ ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ୬ଡିଗ୍ରି ତାପମାତ୍ରା ସହ ଜି. […]









