କୋଭିଡ୍ରେ ୨୨ ହଜାର ଶ୍ରମିକ ଉଭାନ
କଟକ : କଟକ ଜିଲ୍ଲାର ୨୨ ହଜାର ୩୨୬ ଶ୍ରମିକ କୋଭିଡ୍ ସମୟରୁ ଉଭାନ ହୋଇଯାଇଛନ୍ତି । ସେମାନଙ୍କର ଆଉ ପତ୍ତା ମିଳୁନି। ଯାହାଫଳରେ, ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆସିଥିବା ସାଢ଼େ ୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଏବେ ବିଭିନ୍ନ ବ୍ଳକ୍ ଓ ପୌର ସଂସ୍ଥାରେ ପଡ଼ିରହିଛି। ନିୟମ ଅନୁସାରେ, ଯେଉଁ ଶ୍ରମିକ ନାହାନ୍ତି ସେମାନଙ୍କ ସହାୟତା ରାଶି ଫେରି ଯିବା କଥା। ମାତ୍ର, ବାରମ୍ବାର ଚିଠି ସତ୍ତ୍ବେ ୫ଟି ବ୍ଲକ୍ର ବିଡିଓ […]









