ହତ୍ୟାରୁ ଆତ୍ମହତ୍ୟା ପର୍ଯ୍ୟନ୍ତ, କଣ୍ଟାବାଞ୍ଜି ଜେଲ୍ରେ ତଦନ୍ତ କଲେ ଜେଲ୍ ଡିଆଇଜି
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝରନି ଗାଁର ମମିତା ମେହେର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘ ଦିନର ଅଭିଜ୍ଞତା ଯୋଗୁଁ ସ୍କୁଲରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ମମିତା। ସ୍କୁଲର ବିଭିନ୍ନ ସରକାରୀ କାର୍ଯ୍ୟଠାରୁ ଆରମ୍ଭ କରି ବିଦ୍ୟାଳୟକୁ ଆଗେଇ ନେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ। ଏଥିଯୋଗୁଁ ସେ ସ୍କୁଲ୍ ମାଲିକ ଗୋବିନ୍ଦ ସାହୁଙ୍କ […]









